Browsing Category

ପ୍ରମୁଖ ଖବର

୫୦୦ ବର୍ଷରେ ୩୨ ଥର ବନ୍ଦ

କରୋନା ଯୋଗୁଁ ସୁପ୍ରିମକୋର୍ଟ ରଥଯାତ୍ରା ବନ୍ଦ କରିବାକୁ ରାୟ ଦେଇଛନ୍ତି । ଏପରି ସ୍ଥିତିରେ ବିନା ଭକ୍ତରେ ରଥଯାତ୍ରା କରିବାକକୁ କେହିକେହି ମତ ଦେଉଛନ୍ତି । ମେସିନ ଓ ହାତୀ ଲଗାଇ ରଥଯାତ୍ରା କରିବାକୁ ପ୍ରସ୍ତାବ ଦିଆଯାଉଛି । ତେବେ କେବଳଳ ଏହିବର୍ଷ ନୁହେଁ, ଅତୀତରେ ବିଭିନ୍ନ କାରଣ ଯୋଗୁଁ
Read More...

କ୍ୟାବିନେଟର ଜରୁରୀ ବୈଠକ

ଭୁବନେଶ୍ୱର,୧୮.୬ (ନି.ପ୍ର.): ପୁରୀ ରଥଯାତ୍ରା ବନ୍ଦ ପାଇଁ ସୁପ୍ରିମକୋର୍ଟ ଦେଇଥିବା ରାୟ ପରିପ୍ରେକ୍ଷିରେ ଆଜି ରାଜ୍ୟ କ୍ୟାବିନେଟର ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି ।ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ସମସ୍ତ ମନ୍ତ୍ର, ମୁଖ୍ୟସଚିବଙ୍କ ସହ
Read More...

କୋର୍ଟ ନିଷ୍ପତି ମାନିବାକୁ ବାଧ୍ୟ: ଗଜପତି

ପୁରୀ,୧୮.୬ (ନି.ପ୍ର.): ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ନେଇ ସୁପ୍ରିମକୋର୍ଟ ଦେଇଥିବା ରାୟ ଉପରେ ପ୍ରତିକ୍ରୀୟା ପ୍ରକାଶ କରି ଗଜପତି ମହାରାଜ ତଥା ଶ୍ରୀ ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଶ୍ରୀ ଦିିବ୍ୟସିଂହ ଦେବ କହିଛନ୍ତି ଯେ କୋର୍ଟଙ୍କ ନିଦେର୍ଶ ମାନବାକୁ
Read More...

ବୀର ସୈନିକଙ୍କୁ ହରାଇ କାନ୍ଦୁଛି ମାଆ ମାଟି

ଭୁୁବନେଶ୍ୱର,୧୮.୬ (ନି.ପ୍ର.): ଚୀନ ଭାରତ ସୀମା ଲାଗି ରହି ଥିବା ଉତେଜନା ପରିସ୍ଥିତିରେ ସଂର୍ଘଷ ଘଟିି ୨୦ ଜଣ ଭାରତୀୟ ସୈନିକ ଶହୀଦ ହୋଇଥିବା ବେଳେ ତନ୍ମଧ୍ୟରୁ ୨ଜଣ ଓଡିିଶାର ହୋଇଥିବା ବେଳେ ସେଥିମଧ୍ୟରୁ ଜଣେ ମୟୂରଭଞ୍ଜ ଜିଲ୍ଲାର ବୋଲି ଜଣାଯାଇଛିା ମୟୂରଭଞ୍ଜ ଜିଲ୍ଲାର ବାମନଘାଟି
Read More...

୩ ଦିନ ପ୍ରବଳ ବର୍ଷିବ

ଭୁବନେଶ୍ୱର,୧୮.୬ (ନି.ପ୍ର.): ରାଜ୍ୟରେ ମୌସୁମୀ ସକ୍ରିୟ ରହିଛି । ଏହା ପ୍ରଭାବରେ ରାଜ୍ୟରେ ତିନି ଦିନ ଧରି ପ୍ରବଳ ବର୍ଷା ହେବ । ଆଜି ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଉତର ଓଡ଼ିଶାର ମୟୂରଭଞ୍ଜ, କେନ୍ଦୁୁଝର ଓ ସୁନ୍ଦରଗଡ଼
Read More...

ଭୁବନେଶ୍ୱରରୁ ଚିହ୍ନଟ ହେଲେ ୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର- ଭୁବନେଶ୍ୱରରୁ ଚିହ୍ନଟ ହେଲେ ୯ କରୋନା ଆକ୍ରାନ୍ତ । ଏମାନଙ୍କ ମଧ୍ୟରୁ ୪ କ୍ୱାରେନଟାଇନ କେସ୍, ୩ କରୋନା ଯୋଦ୍ଧା ଓ ୨ ସ୍ଥାନୀୟ ଅଂଚଳର ବୋଲି ଜଣାପଡିଛି । ଚନ୍ଦ୍ରଶେଖରପୁର ବିଡିଏ କଲୋନୀ, ଏୟାରପୋର୍ଟ ନିକଟ ଭୀମପୁର, ୟୁନିଟ-୬ ଭୀମପୁର ଓ ସାଲିଆସାହିରୁ ଜଣେ ଲେଖାଏଁ ଚିହ୍ନଟ
Read More...

ଘୋଷଯାତ୍ରା ବନ୍ଦ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ

ନୂଆଦିଲ୍ଲୀ-ଇତିହାସର ପୁନରାବୃତ୍ତି । ଜଗନ୍ନାଥ ପ୍ରେମୀ ଭକ୍ତଙ୍କୁ ଶକ୍ତ ଝଟକା । ଚଳିତବର୍ଷର ପବିତ୍ର ରଥଯାତ୍ରା ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ । ମୁଖ୍ୟ ବିଚାରପତି ଓ ଅନ୍ୟ ଦୁଇ ବିଚାରପତିଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ଖଣ୍ଡପୀଠ ଗୁରୁବାର ଦିନ ଦେଇଛନ୍ତି ଏହି ରାୟ । ଜନସାଧାରଣଙ୍କ
Read More...

୨୧ରେ ସୂର୍ଯ୍ୟ ପରାଗ

ଭୁବନେଶ୍ୱର- ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଆସନ୍ତା ୨୧ ତାରିଖରରେ ଦୃଶ୍ୟମାନ ହେବ । ଏହି ପରାଗ ପ୍ରାୟ ୬୦ରୁ ୬୨ ପ୍ରତିଶତ ଘୋଡାଇ ଦେବ । ଓଡିଶା ସମେତ ଭାରତର ସବୁ ଅଂଚଳରେ ସୂର୍ଯ୍ୟ ପରାଗ ସକାଳ ୧୦ ଟା ୨୦ ମିନିଟରେ ଆରମ୍ଭ ହୋଇ ଅପରାହ୍ନ ୨ଟା ୨୦ ମିନିଟରେ ଶେଷ ହେବ । ମଧ୍ୟାହ୍ନ
Read More...

ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ କରୋନା ସଂକ୍ରମିତ

ନୂଆଦିଲ୍ଲୀ- ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତୈନ୍ଦ୍ର ଜୈନ କରୋନା ପଜିଟିଭ । ସୋମବାର ମନ୍ତ୍ରୀ ଅସୁସ୍ଥ ଅନୁଭବ କରିବାରୁ ରାଜୀବ ଗାନ୍ଧୀ ସୁପର ସ୍ପେଶାଲିଟ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି । କୋଭିଡ ଟେଷ୍ଟ ପରେ ରିପୋର୍ଟ ନେଗେଟିଭ ଆସିଥିଲା । ଦ୍ୱିତୀୟ ଥର ଟେଷ୍ଟରେ ଜୈନଙ୍କୁ କରୋନା
Read More...

ମୋଦୀ- ନବୀନ ଆଲୋଚନା

ଭୁବନେଶ୍ୱର- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର କରୋନା ମୁକାବିଲା ନେଇ ୧୫ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫେରେନ୍ସ ଜରିଆରେ ଆଲୋଚନା କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ପ୍ରସ୍ତାବ ଉପରେ ଗୁରୁତ୍ୱ ଦେଇଛନ୍ତି । ମୁଖ୍ୟତଃ ରାଜ୍ୟରେ ଯୁକ୍ତ ୨
Read More...