Browsing Category

ପ୍ରମୁଖ ଖବର

ଜୁନ୍ ୧୮ରୁ ଲାଇସେନ୍ସ ପାଇଁ ସ୍ଲଟ୍ ବୁକିଂ

ଭୁବନେଶ୍ୱର,୧୧.୬(ନି.ପ୍ର.): ଅନଲକ-୧.୦ ଘୋଷଣା ହେବା ପରେ ଏବେ ପୁଣି ଆଂଚଳିକ ପରିବହନ କାର୍ଯ୍ୟାଳଗୁଡ଼ିକ ଚଳଚଂଚଳ ହେବାକୁ ଯାଉଛି । ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ପୂର୍ବଭଳ ପରିବହନ କାର୍ଯ୍ୟାଳୟଗୁଡ଼ିକରେ ସେଭଳି ଗହଳି ଚହଳି ଦେଖାଯିବ ନାହିଁ । ଯେଉଁମାନେ ଲାଇସେନ୍ସ ପାଇଁ
Read More...

୪ ଦିନରେ ଡିଜେଲ ୨ ଟଙ୍କା ୨୨ ଓ ପେଟ୍ରୋଲ ୨ଟଙ୍କା ୧୯ ପଇସା ବଡିଛି

ଭୁବନେଶ୍ୱର,୧୧.୬(ନି.ପ୍ର.): କ୍ରମାଗତ ଭାବେ ୪ର୍ଥ ଦିନ ପାଇଁ ପୁଣି ପେଟ୍ରୋଲ ଓ ଡ଼ିଜେଲ ଦରବୃଦ୍ଧି ପାଇଛି । ମଙ୍ଗଳବାର ରାଜଧାନୀ ଭୁବନେଶ୍ୱର ପେଟ୍ରୋଲ ଲିଟର ପିଛା ପଇସା ଏବଂ ଡିଜେଲ ୫୭ ପଇସା ବଢିବା ପରେ ଗୁଧବାର ପେଟ୍ରୋଲ ଲିଟର ପିଛା ୪୧ ପଇସା ଏବଂ ଡିଜେଲ ୪୫ ପଇସା ବଢିଛି । ଏହାଫଳରେ
Read More...

କ୍ୟୁଆର କୋଡ଼ରେ ଆଦାୟ ହେବ ‘ମୋ ବସ୍’ ଭଡ଼ା

ଭୁବନେଶ୍ୱର,୧୧.୬(ନି.ପ୍ର.): କରୋନା ମହାମରୀ ପରିପ୍ରେକ୍ଷୀରେ ମୋ ବସ୍ ଯାତ୍ରୀ ଏବଂ ଗାଇଡଙ୍କୁ ସଂକ୍ରମଣରୁ ଦୂରେଇ ରଖିବା ପାଇଁ ବୁଧବାରଠାରୁ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ) ପକ୍ଷରୁ ମୋ ବସ୍ରେ କୁ୍ୟଆର କୋଡ଼ ମାଧ୍ୟମରେ ବସ୍ ଭଡ଼ା ଆଦାୟ ବ୍ୟବସ୍ଥା ଆରମ୍ଭ ହୋଇଛି ।
Read More...

ବାଲିକୁଦାରେ ଟ୍ରକ ବାଇକ ମୁହାଁ ମୁହିଁ; ବାଇକ ଚାଳକ ମୃତ ।

କନ୍ଦରପୁର- ମାଛଗାଁ ୫୫ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ବାଲିକୁଦ ଥାନା ଅଧିନ ଗୋପାଳପୁର ଛକ ନିକଟରେ ଟ୍ରକ ବାଇକ ମୁହାଁ ମୁହିଁ ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି । ବାଇକ ଚାଳକ ହେଉଛନ୍ତି ଗଞ୍ଜାମ ପଞ୍ଚାୟତ ଚଅଁରପୁର ଗ୍ରାମର ପ୍ରଶାନ୍ତ କୁମାର ପଣ୍ଡା
Read More...

ସୁସ୍ଥ ହେଲେ ୭୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଜି  ୭୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ନୂତନ ସୁସ୍ଥ ବ୍ୟକ୍ତିଙ୍କୁ ମିଶାଇ ରାଜ୍ୟରେ ମୋଟ ୨୩୫୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡ଼ିଛି | ସୁସ୍ଥ ହୋଇଥିବା ୭୨ଜଣଙ୍କ ମଧ୍ୟରୁ ଗଞ୍ଜାମରୁ ୧୭ଜଣ, ସୋନପୁରରୁ ୯ଜଣ, ବଲାଙ୍ଗୀରରୁ ୭ଜଣ, ଜଗତସିଂହପୁରରୁ
Read More...

ହାଇକୋର୍ଟ ମୁଖ୍ୟ ବିଚାରପଜି ଭାବେ ଶପଥ ନେଲେ ଜଷ୍ଟିସ ସାବିତ୍ରୀ ରଥ

କଟକ- ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ସାବିତ୍ରୀ ରଥ । କନଫରେନ୍ସ ହଲରେ ମୁଖ୍ୟ ବିଚାରପତି ଶପଥ ପାଠ କରାଇଥିଲେ । ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ମିଶାଇ ବିଚାରପତିଙ୍କ ସଂଖ୍ୟା ୧୬ରେ ପଂହଚିଛି । ଜଷ୍ଟିସଙ୍କ ନିଯୁକ୍ତିକୁ ସୁପ୍ରିମକୋର୍ଟ କଲେଜିୟମ ମିଟିଂରେ
Read More...

ଓଡିଶାରେ ଆଖିବୁଜିଲା ଆଉ ଜଣେ କରୋନା ଆକ୍ରାନ୍ତ

ଭୁବନେଶ୍ୱର- ରାଜ୍ୟରେ କରୋନା ମୃତୁ୍ୟ ସଂଖ୍ୟା ୯ ରେ ପଂହଚିଲା । ଗୁରୁବାର କରୋନାରେ ଆକ୍ରାନ୍ତ ଜଣେ ୩୮ ବର୍ଷୀୟା ମହିଳାଙ୍କ ମୃତୁ୍ୟ ହୋଇଛି । ମୃତକ ମହିଳା ଭୁବନେଶ୍ୱରର । ମହିଳା ଜଣକ କରୋନା ଆକ୍ରାନ୍ତ ହୋଇଥିଲେ ମଧ୍ୟ ତାଙ୍କର ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ରହିଥିଲା । ସୋରିଆସିସ
Read More...

ରଜ ପାଳନ ଉପରେ ରୋକ

କେନ୍ଦୁଝର- କରୋନା ସଂକ୍ରମଣକୁ ନେଇ କେନ୍ଦୁଝର ପ୍ରଶାସନ ରଜ ପର୍ବ ପାଳନ ଉପରେ କଟକଣା ଲଗାଇଛନ୍ତି । ରଜ ଦୋଳି,ମେଳା, ମହୋତ୍ସବ ଏବଂ ପାରମ୍ପରିକ ଖେଳ ଆଦି ଆୟୋଜନ କରିପାରିବେ ନାହିଁ ବୋଲି ନିର୍ଦେଶ ରହିଛି । ୬ ଦିନ ଧରି ଏହି କଟକଣା ବଳବତର ରହିବ । ଏହି ସମୟ ମଧ୍ୟରେ ଅତ୍ୟାବଶ୍ୟକ ଜିନିଷ
Read More...

ଘରେ ରହି ପରୀକ୍ଷା ଦେବେ ଛାତ୍ରଛାତ୍ରୀ

କୋରାପୁଟ - କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ ଶେଷ ସେମିଷ୍ଟାର ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛି । ଜୁଲାଇ ୬ରୁ ୨୭ ତାରିଖ ମଧ୍ୟରେ ପର୍ଯ୍ୟାୟକ୍ରମେ ପରୀକ୍ଷା ହେବ । ପରୀକ୍ଷାର୍ଥ ଘରେ ରହି ଏହି ପରୀକ୍ଷା ଦେବେ । ପରୀକ୍ଷା ଆରମ୍ଭ ହେବାର ୧ ଘଂଟା ପୂର୍ବରୁ ଗୁଗୁଲ ଫର୍ମସ,
Read More...

ପୁଣି ନୂଆ ୧୩୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ଗୁରୁବାର ପୁଣି ୧୩୬ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୮୬ରେ ପଂହଚିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୪ କ୍ୱାରେନଂଟାଇନ କେନ୍ଦ୍ରରେ ରହୁଥବା ବେଳେ ୨ ଲୋକାଲ କେସ ରହିଛି । ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ଏହି ସୂଚନା ଦେଇଛି । ନୂତନ
Read More...