Browsing Category

ପ୍ରମୁଖ ଖବର

ସଂଙ୍ଗରୋଧ କେନ୍ଦ୍ରରେ ନିମ୍ନମାନ ଖାଦ୍ୟ ଅଭିଯୋଗ

ରାଜଗାଙ୍ଗପୁର: ସଂଙ୍ଗରୋଧ କେନ୍ଦ୍ରରେ ନିମ୍ନମାନ ଖାଦ୍ୟ ପରିବେଷଣ ନେଇ ଗୁରୁତର ଅଭିଯୋଗ । ରାଜଗାଙ୍ଗପୁରରେ ପ୍ରବାସୀଙ୍କ ପାଇଁ ରହିଛି ୬ ସଂଙ୍ଗରୋଧ କେନ୍ଦ୍ର । ବୟସ୍କଙ୍କ ପାଇଁ ପ୍ରତିଦିନ ୧୨୦ ଓ ଶିଶୁଙ୍କ ପାଇଁ ୧୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଏହା ସତ୍ୱେ ପୈାରପାଳିକା ପକ୍ଷରୁ
Read More...

କୋହଳ ହେବ ୪ର୍ଥ ପର୍ଯ୍ୟାୟ ଲକଡାଉନ

ନୂଆଦିଲ୍ଲୀ- ମୋ ୧୭ରୁ ଆମ୍ଭ ହେଉଛି ୪ର୍ଥ ପର୍ଯ୍ୟାୟ ଲକଡାଉନ । ଏହି ତାଲାବନ୍ଦରେ କିଛିଟା କୋହଳ ହେବା ନେଇ କେନ୍ଦ୍ର ସରକାର ପକ୍ଷରୁ ସୂଚନା ଦିଆଯାଇଛି । ଅର୍ଥନୈତିକ ଦିଗକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତି ନେଇଛନ୍ତି । ପଞ୍ଜାବ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ତେଲେଙ୍ଗାନା ଓ
Read More...

କ୍ଷୁର୍ଣ୍ଣ ହେଉଛି ଶିଶୁ ଅଧିକାର : ୟୁନିସେଫ୍

ଜାତିସଂଘ: ଶିଶୁ ଅଧିକାରକୁ ବିପନ୍ନ କରୁଛି ମହାମାରୀ କୋରନା ।ବିଶେଷ ଭାବେ ନିବାରଣକ୍ଷମ କାରଣ ପାଇଁ କୋଭିଡ଼-୧୯ ଶିଶୁ ମାନଙ୍କ ସ୍ୱାସ୍ଥ୍ୟବ୍ୟବସ୍ଥାକୁ ଦୁର୍ବଳ କରିପକାଉଛି । ଏଥିପାଇଁ ଆଗାମୀ ୬ମାସ ଭିତରେ ବିଶ୍ୱରେ ଆହୁରି ଅଧିକ ୬୦୦୦ ଶିଶୁ ମୃତୁ୍ୟମୁଖରେ ପଡ଼ିବେ ବୋଲି ‘ୟୁନିସେଫ’୍ ସତର୍କ
Read More...

ଅବପାତ ରୂପ ନେବ ‘ଆମ୍ଫନ’

ଭୁବନେଶ୍ୱର: ଅବପାତ ରୂପ ନେବ ଲଘୁଚାପ ଆମ୍ଫନ ।ଭାରତୀୟ ପାଣିପାଗ ବିଭାଗ ଏହି ସୂଚନା ଦେଇଛି । ଏହା ଉତ୍ର ପଶ୍ଚିମ ଦିଗକୁ ଗତି କରିବା ସହ ୧୭ ତାରିଖ ସଂନ୍ଧ୍ୟାରେ ଦିଗ ବଦଳାଇ ଉତ୍ର ପୂର୍ବ ଦିଗକୁ ଗତି କରିବ । ତେବେ ଏହା କେଉଁଠି ଲ୍ୟାଣ୍ଡ ଫଲ୍ କରିବ ତାହା ଜଣା ପଡ଼ିନାହିଁ । ବନ୍ୟାର
Read More...

ମାଙ୍କଡ଼ଙ୍କ ଦେହରେ ଅକ୍ସଫୋର୍ଡର କୋଭିଡ୍-୧୯ ଟିକା ପ୍ରୟୋଗ

ନୂଆଦିଲ୍ଲୀ:  ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନଙ୍କ ଦ୍ବାରା ପ୍ରସ୍ତୁତ କରୋନାଭାଇରସ୍ କୋଭିଡ୍-୧୯ ଟିକା ୬ଟି ମାଙ୍କଡ଼ ମାନଙ୍କ ଦେହରେ ପ୍ରୟୋଗ କରାଯାଇଛି । ଏହି ଟିକା ‘ରକ୍ଷାକାରୀ’ ସାବ୍ୟସ୍ତ ହୋଇଥିବା କଥା ଗୁରୁବାର ଦିନ ଆମେରିକା ଓ ବ୍ରିଟିସ୍ ଗବେଷକମାନେ କହିଛନ୍ତି, 
Read More...

ମମତାଙ୍କ ବଡ ଘୋଷଣା

ଭୁବନେଶ୍ୱର- ରାଜ୍ୟ ବାହାରେ ଫଶିଥିବା ପଶ୍ଚିମବଙ୍ଗର ଲୋକମାନଙ୍କୁ ଫେରେଇ ଆଣିବା ପାଇଁ ୧୦୫ଟି ଅତିରିକ୍ତ ଟ୍ରେନ ଚଲାଇବାକୁ ଘୋଷଣା ପଶ୍ଚିମବଙ୍ଗ ସରକାର ମମତା ବନାର୍ଜୀ କରିଛନ୍ତି । ଏନେଇ ସେ ଟୁଇଟ କରି ସୂଚନା ଦେଇଛନ୍ତି ।
Read More...

ସୁସ୍ଥ ହେଲେ ଆଉ ୧୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର- ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫ କରୋନା ଆକ୍ରାନ୍ତ । ସମସ୍ତେ ଯାଜପୁର ଜିଲ୍ଲାର । ଏହାକୁ ମିଶାଇ ୧୫୮ରେ ପଂହଚିଛି ଆରୋଗ୍ୟ ସଂଖ୍ୟା । ଯାଜପୁର ଜିଲ୍ଲାରେ ୮୮ ପଜିଟିଭ ରହିଥିବା ବେଳେ ୪୮ ସୁସ୍ଥ ହୋଇଛନ୍ତି ଓ ୪୦ ଆକ୍ଟିଭ କେଶ ରହିଛି ।
Read More...

୭୦ ପ୍ରତିଶତ ହରାଇଛନ୍ତି ରୋଜଗାର

ନୂଆଦିଲ୍ଲୀ : ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକମାନେ ଜୀବିକା ହରାଇବା ପ୍ରସଂଗରେ କରାଯାଇଥିବା ସର୍ଭେରେ ଦୁଇ ତୃତୀୟାଂଶ ଶ୍ରମିକ ରୋଜଗାର ହରାଇଥିବାର ଜଣାପଡ଼ିଛି। ଅଜିମ ପ୍ରେମଜୀ ବିଶ୍ବବିଦ୍ୟାଳୟ ଓ ସିଭିଲ୍‌ ସୋସାଇଟି ଅର୍ଗାନାଇଜେସନ୍‌ ପକ୍ଷରୁ ଓଡ଼ିଶା ସମେତ ୧୨ଟି ରାଜ୍ୟର
Read More...

୨୦ ଲକ୍ଷ କୋଟିର ପ୍ୟାକେଜ୍ ଘୋଷଣା

ନୂଆଦିଲ୍ଲୀ - ଅର୍ଥନୀତିର ପୁନରୁତଥାନ ପାଇଁ ୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଲ୍ୟାଣ୍ଡ, ଲେବର, ଲିକ୍ୱିଡିଟି ଉପରେ ଗୁରୁତ୍ୱ ଦିଆଯାଇଛି । ଏହି ପ୍ୟାକେଜରେ ଦେଶର କ୍ଷୁଦ୍ର, ମଧ୍ୟମ ଶିଳ୍ପ ସଂସ୍ଥାମାନଙ୍କ ପାଇଁ ଶ୍ରମିକ, କୃଷକମାନଙ୍କ
Read More...

ପଶ୍ଚିମବଙ୍ଗ ଫେରନ୍ତା ଶ୍ରମିକଙ୍କୁ ଅଟକାଇଲା ଯାଜପୁର ପୁଲିସ

ଯାଜପୁର: କରୋନା ପାଇଁ ସାରା ଦେଶରେ ଳକଡ଼ାଉନ୍ ଜାରି ରହିଛି । ଳକଡ଼ାଉନ ଯୋଗୁ ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡ଼ି ଅନ୍ୟ ସମସ୍ତ ପ୍ରକାର ପରିବହନ ସଂପୂର୍ଣ୍ଣ ବନ୍ଦ ରହିଛି । ଫଳରେ ବିଭିନ୍ନ ସ୍ଥାନରେ ବହୁ ସଂଖ୍ୟାରେ ଶ୍ରମିକ ଫସି ରହିଥିବାବେଳେ ସେମାନଙ୍କ ପାଇଁ ଖାଇବା ପିଇବାର ଉପଯୁକ୍ତ
Read More...