Browsing Category

ପ୍ରମୁଖ ଖବର

ଆଗାମୀ ମାସରେ ତିନିଟି ଗ୍ରହଣ ଓ ପରାଗ

ଭୁବନେଶ୍ୱର,୩୧.୫(ନି.ପ୍ର.): ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ଯାହା ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀର ଏକ ବିଶେଷ ଅବସ୍ଥିତିରେ ଘଟିଥାଏ । ତେବେ ଆସନ୍ତା ଚନ୍ଦ୍ର ମାସରେ ତିନୋଟି ଗ୍ରହଣ ଓ ପରାଗ ଦେଖିବାକୁ ମିଳିବ ।ଜୁନ୍ ୫ରୁ ୬ତରିଖରେ ଚନ୍ଦ୍ର ମାସ କହିଲେ ଗୋଟିଏ ପୂର୍ଣ୍ଣମା ବା ଗୋଟିଏ
Read More...

ରାଜ୍ୟ ପୋଲିସ ମୁଖ୍ୟାଳୟରେ “ବନ୍ଦେ ଉତ୍କଳ ଜନନୀ” ଗାନ

ଭୁବନେଶ୍ୱର,୩୦/୦୫- ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ “କୋଭିଡ-୧୯” ଯୋଦ୍ଧାଙ୍କୁ ସମ୍ମାନ ପ୍ରଦର୍ଶନ ପାଇଁ ୩୦ତାରିଖ ଦିନରାଜ୍ୟ ବ୍ୟାପୀ “ବନ୍ଦେ ଉତ୍କଳ ଜନନୀ” ଗାନ କରାଯାଇଛି । ଏହି ପରିପ୍ରେକ୍ଷିରେ ଓଡିଶା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ରାଜ୍ୟ
Read More...

ପ୍ରବାସୀଙ୍କ ଉପରକୁ ବିସ୍କୁଟ ଫିଙ୍ଗିଥିଲେ ରେଳ ଅଧିକାରୀ, ନିଲମ୍ବିତ କଲା ରେଳବାଇ

ଲଖନଉ: ଉତ୍ତରପ୍ରଦେଶର ଫିରୋଜାବାଦର ଜଣେ ବରିଷ୍ଠ ରେଳ ଅଧିକାରୀଙ୍କ ଏକ ଭିଡ଼ିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି | ପ୍ରବାସୀମାନଙ୍କୁ ଖାଇବାକୁ ଦେବା ସମୟରେ ତାଙ୍କୁ ଗାଳି ଦେବା ସହ ଅସମ୍ମାନିତ କରିବାର ଦୃଶ୍ୟକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି | ତେବେ ଏହି ଭିଡ଼ିଓ
Read More...

ଟିକ୍‌ଟକ୍ ଦେଖୁଥିବା ବେଳେ ଆକାଉଣ୍ଟ୍‌ରୁ ସାଢ଼େ ୧୨ ହଜାର ଗାଏବ

ଚନ୍ଦ୍ରଶେଖରପୁର : ଟିକ୍‌ଟକ୍ ଅନ୍‌ଲାଇନ୍‌ ଠକେଇର ଶିକାର ହୋଇଛନ୍ତି ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନି ଅଞ୍ଚଳର ବିରଞ୍ଚି ନାରାୟଣ ନାଥ। ସଂଧ୍ୟାରେ ସେ ଘର ନିକଟ ଏକ ପଡ଼ିଆରେ ଟିକ୍‌ଟକ୍ ଦେଖୁଥିବା ବେଳେ ତାଙ୍କ ନିକଟକୁ ଏକ ୱେବ୍ ମେସେଜ୍ ଆସିଥିଲା। ଯେଉଁଥିରେ ସେ ଓକେ ବଟନ୍‌ ଚିପି
Read More...

ମାଙ୍କଡ଼ ଖାଇଗଲେ କରୋନା ନମୁନା

ମିରଟ : ସାରାଦେଶ କରୋନା ଭାଇରସ ମୁକାବିଲାରେ ବ୍ୟସ୍ତ ଥିବାବେଳେ ଉତ୍ତରପ୍ରଦେଶର ମିରଟରେ ଲୋକମାନଙ୍କଠାରୁ କରୋନା ପରୀକ୍ଷଣ ପାଇଁ ନିଆଯାଉଥିବା ନମୁନାକୁ ମାଙ୍କଡ଼ମାନେ ନେଇଯାଇଛନ୍ତି । ସୂଚନା ମୁତାବକ ଜଣେ ଲାବରେଟୋରୀ ଟେକନିସିଆନ କରୋନା ସଂଦିଗ୍ଧମାନଙ୍କ ଠାରୁ ସ୍ବାବ ନମୁନା ନେଇ
Read More...

ରକ୍ତରେ କଳଙ୍କ: ବାପାର ଟାଙ୍ଗିଆ ଚୋଟରେ ଟଳିପଡିଲା ପୁଅ

କଟକ- ଗୁରୁଡିଝାଟିଆ ଗ୍ରାମରେ ଘଟିଛି ଅଭାବନୀୟ କାଣ୍ଡ । ପୁଅକୁ ଟାଙ୍ଗିଆ ଚୋଟରେ ହାଣି ମାଟିତଳେ ପୋତିଦେଲେ ବାପା ଓ ସାନ ଭାଇ । ।ପୁଲିସ ଘଟଣା ସ୍ଥଳରେ ପଂହଚି ନୃଶଂସ ବାପା ନରେନ୍ଦ୍ରଦେହୁରୀଙ୍କୁ ଗିରଫ କରିଛି । ଏହି ଅମାନୁସିକ ହତ୍ୟା କାଣ୍ଡରେ ସଂପୃକ୍ତ ସାନ ଭାଇ ଟିଟୁଆ ଫେରାର
Read More...

ଶନିବାରକୁ ଘୁଂଚିଲା ମିଶନ ମହାକାଶ

ୱାଶିଂଟନ- ପାଗ ବିଗାଡି ଦେଲା ମହାକାଶଯାତ୍ରା । ଦଶନ୍ଧି ପରେ ପୁଣିଥରେ ମହାକାଶକୁ ମାନବ ପଠାଇବା ପାଇଁ ଆମେରିକା ମହାକାଶ ଗବେଷଣା ସଂସ୍ଥାନ ନାସା ସବୁପ୍ରକାର ପ୍ରସ୍ତୁତି ସାରିଥିଲା ।ତେବେ ପାଗ ପରିବର୍ତନ ନେଇ ଶନିବାରକୁ ଘୁଂଚାଇ ଦେଇଛି ନାସା ।
Read More...

ଆନ୍ତାକାଲି ଠୁ ମାଟ୍ରିକ ଖାତା ମୂଲ୍ୟାୟନ ଆରମ୍ଭ

ଭୁବନେଶ୍ୱର- କାଲିଠାରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରକି ଖାତା ମୂଲ୍ୟାୟନ ପକ୍ରିୟା । ସକାଳ ୧୦ରୁ ଦିନ ୩ ଟା ପର୍ଯ୍ୟନ୍ତ ଖାତା ଦେଖା ହବ । ସମାଜିକ ଦୂରତ୍ୱ କୁ ବଜାୟ ରଖିବା ପାଇଁ କମ ସଂଖ୍ୟକ ପରୀକ୍ଷକ ଖାତା ଦେଖିବେ । ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ରାମାଶିଷ ହଜାରା ଏହି ସୂଚନା
Read More...

ସଂଙ୍ଗରୋଧ କେନ୍ଦ୍ରରେ ବଢୁଛି ସମସ୍ୟା

ଭୁବନେଶ୍ୱର: ଦିନକୁ ଦିନ କ୍ୱାରେନ୍ଟାଇନ ସେଂଟରରେ ବଢୁଛି ଅବ୍ୟବସ୍ଥା । କେତେବେଳେ ଖାଦ୍ୟରେ ଅସୁବିଧା ହେଉଥିବାବେଳେ ପ୍ରସାଶନିକ ବ୍ୟବସ୍ଥା ଲଗାମ ହିନ । ସରକାରଙ୍କ ଗାଇଡ଼୍ ଲାଇନ୍କୁ ଖୁଲମ୍ଖୁଲା ଅମାନ୍ୟ । ଏପରି ଏକ ଚିତ୍ର ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ସୀମାନ୍ତ
Read More...

୨୧ ଜୀବନ ନେଲା ଅମ୍ଫାନ

ନୂଆଦୀଲ୍ଲୀ: ସାମୁଦ୍ରିକ ବାତ୍ୟା ଅମ୍ଫାନ ଯୋଗୁଁ ୨୧ ଜଣଙ୍କର ପ୍ରାଣହାନୀ ହୋଇଛି । ମୃତକଙ୍କ ମଧ୍ୟରେ ଓଡ଼ିଶାରେ ୨ ,ପଶ୍ଚିମବଙ୍ଗରେ ୧୨ ଓ ବାଂଲାଦେଶରେ ୭ଜଣ ଥିବା ନେଇ ବିଭିନ୍ନ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । ବାଂଲାଦେଶରେ ଅନୂନ୍ୟ ଏକ ନିୟୁତ ଲୋକଙ୍କ ଘରୁ ବିଜୁଳି ସଂଯୋଗ ବିଛ୍ନ୍ନ୍
Read More...