ଭୁଶୁଡିଲା ଇଟାଭାଟି: ଦୁଇ ଭଉଣୀ ମୃତ
ଭବାନୀପାଟଣା- ପୁଣି ଦେଖାଦେଇଛି ଦାଦନ ଦୁର୍ଦ୍ଧଶା । ପରିବାର ପ୍ରତିପୋଷଣ ପାଇଁ ଦାଦନ ଖଟିବାକୁ ଯାଇଥିବା ଗୋଟିଏ ପରିବାରର ଦୁଇ ଭଉଣୀଙ୍କ ଉପରେ ଇଟା ଭାଟି ଭୁଶୁଡି ପଡିଛି । ଭାଟି ତଳେ ଚାପି ହୋଇ ସେମାନଙ୍କର ମୃତୁ୍ୟ ହୋଇଛି । ସ୍ଥାନୀୟ ଶ୍ରମିକ ସେମାନଙ୍କୁ ଉଦ୍ଧାର କରିଛନ୍ତି ।!-->…
Read More...
Read More...