Browsing Category

ପ୍ରମୁଖ ଖବର

ଖୋର୍ଦ୍ଧା ଜିଲ୍ଲାରେ ବଢିଲା କ୍ୱରେନଂଟାଇନ ଅବଧି

ଭୁବନେଶ୍ୱର- ଖୋର୍ଦ୍ଧା ଜିଲ୍ଲାରେ ବଢିଲା କ୍ୱରେନଂଟାଇନ ଅବଧି । ପ୍ରବାସୀଙ୍କୁ ଏଣିକି ୭ ଦିନ ପରିବର୍ତେ ୧୪ ଦିନ କ୍ୱରେନଂଟାଇନରେ ରଖାଯିବ । ଜିଲ୍ଲାର ସବୁ ବ୍ଳକ ବିଡିଓଙ୍କୁ ଜିଲ୍ଲାପାଳ ଏନେଇ ନିଦେ୍ର୍ଧଶଦେଇଛନ୍ତି ।ସାତ ଦିନ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ରହିବା ପରେ ମଧ୍ୟ କେତେକ
Read More...

ବାଣୀବିହାରର ୩ ବିଭାଗ ସିଲ

ଭୁବନେଶ୍ୱର- ଉକ୍ରଳ ବିଶ୍ୱବିଦ୍ୟାଳୟର ଜଣେ କର୍ମଚାରୀ କରୋନାରେ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବାରୁ ବାଣୀବିହାରର ୩ ବିଭାଗ ସିଲ କରିଛି ପ୍ରଶାସନ । ଇଂରାଜୀ, ଦର୍ଶନ ଓ ଅର୍ଥନୀତି ବିଭାଗ ଗୋଟିଏ ବ୍ଳକରେ ରହିଥିବାରୁ ଏହି ସବୁ ବିଭାଗ ସିଲ କରିବା ସହ ସମସ୍ତ
Read More...

ଖଣ୍ଡା ମୁନରେ ସିକ୍ୟୁରିଟି ସୁପରଭାଇଜରଙ୍କୁ ଅପହରଣ

ଭୁବନେଶ୍ୱର- ପୁରୁଣା ଭୁବନେଶ୍ୱରରେ ଚାଞ୍ଚଲ୍ୟ । ଆଖିରେ ଲଙ୍କାଗୁଣ୍ଡ ପକାଇ ଓ ଖଣ୍ଡା ଦେଖାଇ ସିକୁ୍ୟରିଟି ସୁପରଭାଇଜରଙ୍କୁ ଅପହରଣ । ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦା ହାଇଟେକ ପ୍ଳାଜା ଅପଟାମେଂଟରେ ଏହି ଘଟଣା ହୋଇଛି । ପ୍ଳାଜାର ସିକୁ୍ୟରିଟି ସୁପରଭାଇଜର କୈବଲ୍ୟ ପଟ୍ଟନକଙ୍କୁ
Read More...

ପୁଣି ୭୫ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ପୁଣି ନୂଆ ୭୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ସଂଖ୍ୟା ୨୮୫୬ ରେ ପଂହଚିଛି । ଏମାନଙ୍କ ମଧ୍ୟରୁ ୩ ସ୍ଥାନୀୟ ଲୋକ ହୋଇଥିବା ବେଳେ ଅନ୍ୟ ୭୨ ଜଣ ସଙ୍ଗରୋଧ କେନ୍ଦ୍ରର । ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ଜଗତସିଂହପୁରରୁ ୨,
Read More...

୬୫ ବିଧାୟକଙ୍କୁ ହୋଟେଲ୍‌ରେ ବନ୍ଦ କରି ରଖିଛି ଗୁଜରାଟ କଂଗ୍ରେସ

ଅହମଦାବାଦ: ରାଜ୍ୟସଭା ନିର୍ବାଚନ ପୂର୍ବରୁ ୩ ଜଣ ବିଧାୟକ ଇସ୍ତଫା ଦେବା ପରେ ଗୁଜରାଟ କଂଗ୍ରେସ ବାକି ୬୫ ଜଣ ବିଧାୟକଙ୍କୁ ତିନୋଟି ରିସର୍ଟ ଏବଂ ହୋଟେଲ୍‌ ବନ୍ଦ କରି ରଖିଛି। ରାଜ୍ୟସଭା ନିର୍ବାଚନ ଘୋଷଣା ହେବା ପର ଠାରୁ ଗୁଜରାଟ କଂଗ୍ରେସର ୮ ଜଣ ବିଧାୟକ ଇସ୍ତଫା ଦେଇ ସାରିଲେଣି।
Read More...

ଅକ୍ଟୋବର ୪ ରେ ୟୁପିଏସ୍ସି ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ

ନୂଆଦିଲ୍ଲୀ : ଗତ ମେ ୩୧ ରେ ହେବାକୁ ଥିବା ସିଭିଲ୍ ସର୍ଭିସ୍ ପ୍ରିଲିମ୍ ପରୀକ୍ଷା ଅକ୍ଟୋବର ୪ରେ ହେବ ବୋଲି ୟୁପିଏସ୍ସି ପକ୍ଷ ରୁ ଘୋଷଣା କରାଯାଇଛି । କରୋନା ପାଇଁ ଲକ୍ଡ଼ାଉନ୍ କଟକଣାକୁ ଆଖି ଆଗରେ ରଖି କମିସନ୍ ଏହି ନିଷ୍ପତି ନେଇଛନ୍ତି । ଗତ ବର୍ଷ ସିଭିଲ ସର୍ଭିସ୍ ପ୍ରିଲିମ୍ ଏବଂ
Read More...

ବିଶ୍ୱରେ କରୋନା ମୃତୁ୍ୟ : ତୃତୀୟ ସ୍ଥାନରେ ବ୍ରାଜିଲ

ନୂଆଦିଲ୍ଲୀ: ଇଟାଲିକୁ ପଛରେ ପକାଇ କୋଭିଡ଼ ମୃତୁ୍ୟରେ ବ୍ରାଜିଲ ତୃତୀୟ ସ୍ଥାନରେ ପହଂଚିଛି । ବ୍ରାଜିଲରେ ମୃତୁ୍ୟ ସଂଖ୍ୟା ୩୪ ହଜାରକୁ ଟପିଥିବାବେଳେ ସଂକ୍ରମଣ ସଂଖ୍ୟା ୬ଲକ୍ଷ ୧୫ ହଜାର ୮୭ରେ ପହଂଚିଛି । ଯଦି ଅଧିକ ପରୀକ୍ଷଣ କରାଯିବ ତେବେ ବ୍ରାଜିଲରେ ସଂକ୍ରମିତଙ୍କ ସଂଖ୍ୟା ଆହୁରି
Read More...

ପୁରୀ ସହର ସଟଡାଉନ ମୁକ୍ତ

ପୁରୀ- ପୁରୀରେ ଲାଗୁ ହେବ ନାହିଁ ସଟଡାଉନ କଟକଣା । ପୁରୀ ସହରରେ ୧୪୪ ଧାରା ଲାଗୁ ହୋଇଥିବାରୁ ଶନିବାର ଓ ରିବବାର ସଟଡାଉନ ମୁକ୍ତ କରିବାକୁ ପୁରୀ ମୁନସିପାଲଟି ଥାନା ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛି । ଗ୍ରାମାଂଚଳରେ କିନ୍ତୁ ସଟଡାଉନ କଟକଣା ଲାଗୁ ହେବ ।
Read More...

କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ ୧୫ ଦିନରେ ଶ୍ରମିକଙ୍କୁ ପଠାଅ

ନୂଆଦିଲ୍ଲୀ,୫ ।୦୬(ଏଜେନ୍ସି): ୧୫ ଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରବାସୀ ଶ୍ରମିକ ଓ କର୍ମଚାରୀମାନଙ୍କୁ ସେମାନଙ୍କ ନିଜ ନିଜ ରାଜ୍ୟକୁ ପଠାଇ ଦେବାକୁ ସୁପ୍ରିମକୋର୍ଟ ଆଜି କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ନିର୍ଦେଶ ଦେଇଛନ୍ତି । ଏହା ସହିତ ସେମାନେ ଯେଉଁ ରାଜ୍ୟକୁ
Read More...

ବିଶ୍ୱ ପରିବେଶ ଦିବସରେ ,ସୁଧାଂଶୁ ଶେଖର ଧଡ଼ାଙ୍କ ଆହ୍ୱାନ ଗଛ ଲଗାନ୍ତୁ ,ଜୀବନ ବଂଚାନ୍ତୁ

ଭୁବନେଶ୍ୱର: ବୃକ୍ଷ ହିଁ ଜୀବନ । ବୃକ୍ଷ ବିନା ଜୀବ ଜଗତ ତିଷ୍ଠିବା କଷ୍ଟକର । ମାତ୍ର ଆଜିର ମଣିଷ ଆଧୁନିକତା କୁ ଆପଣେଇ ନେଇ ପ୍ରକୃତିକୁ ଧ୍ୱଂଶ କରିଚାଲିଛି । ବିଶ୍ୱରୁ ବୃକ୍ଷ ଲତା ଲୋପ ପାଇବାକୁ ବସିଲାଣି । ହେଲେ ଜଙ୍ଗଲକୁ ଧ୍ୱଂଶ କରିଚାଲିଛି ପ୍ରକୃତି ବିରୋଧି ସ୍ୱାର୍ଥପର ମଣିଷ । ତେଣୁ
Read More...