Browsing Category

ପ୍ରମୁଖ ଖବର

କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ ପ୍ରବାସୀ ଶ୍ରମିକଙ୍କ ନାଁରୁ ତାଲାବନ୍ଦ ଉଲ୍ଲଙ୍ଘନ ମାମଲା…

ନୂଆଦିଲ୍ଲୀ (ଏଜେନ୍ସି): ଲକ୍ଡାଉନ୍ ସମୟରେ କାର୍ଯ୍ୟସ୍ଥଳରୁ ଘରକୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କ ବିରୋଧରେ ପୋଲିସ କରିଥିବା ସମସ୍ତ ମାମଲାକୁ ପ୍ରତ୍ୟାହାର କରିବାକୁ ସୁପ୍ରିମକୋର୍ଟ ଆଜି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି । ପ୍ରବାସୀ ଶ୍ରମିକଙ୍କ ସମସ୍ୟା ନେଇ
Read More...

ଡାକ୍ତର ସନାତନ ରଥଙ୍କ ପରଲୋକ

କଟକ (ନି.ପ୍ର.): ଦେଶର ଖ୍ୟାତନାମା ନ୍ୟୁରୋସର୍ଜନ ଡକ୍ଟର ସନାତନ ରଥଙ୍କର ମଙ୍ଗଳବାର କଟକସ୍ଥିତ କନିକାଛକ ବାସଭବନରେ ସକାଳ ୧୦.୩୦ମି.ରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା । ଜଣେ ନ୍ୟୁରୋସର୍ଜନ ଭାବେ ରାଜ୍ୟ ଓ ରାଜ୍ୟ ବାହାରେ ସେ ଖୁବ୍ ପ୍ରସିଦ୍ଧି ଅର୍ଜନ କରିଥିଲେ
Read More...

ସାବିତ୍ରୀ ରଥ ଓଡ଼ିଶା ହାଇକୋର୍ଟର ନୂତନ ବିଚାରପତି

କଟକ (ନି.ପ୍ର.): ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୁଶ୍ରୀ ସାବିତ୍ରୀ ରଥଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦେଇଛନ୍ତି । ଏ ନେଇ ଆଜି କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଏହାଫଳରେ ଓଡ଼ିଶା ହାଇକୋର୍ଟର ବିଚାରପତି ସଂଖ୍ୟା ୧୬ରେ ପହଂଚିଛି ।
Read More...

୩ ହଜାର ଡେଇଁଲା କରୋନା

ଭୁବନେଶ୍ୱର(ନି.ପ୍ର.): ରାଜ୍ୟରେ ଆଜି ପୁଣି ୧୪୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧୪୦କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ମଧ୍ୟ ୧୪୦ ଜଣ ଆକ୍ରାନ୍ତ ସୁସ୍ଥ
Read More...

ଅର୍ଜୁନ ଚରଣ ସେଠୀଙ୍କର ପରଲୋକ

ଭଦ୍ରକର ପୂର୍ବତନ ସାଂସଦ ତଥା ବରିଷ୍ଠ ନେତା ଅର୍ଜୁନ ଚରଣ ସେଠୀଙ୍କର ପରଲୋକ ହୋଇଯାଇଛି । ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ସେ ୭୯ ବର୍ଷରେ ପ୍ରାଣ ହରାଇଛନ୍ତି । ଅର୍ଜୁନ ଚରଣ ସେଠୀ ୧୯୪୧ ମସିହା ସେପ୍ଟେମ୍ବର ୧୮ ରେ ଜନ୍ମ ଗ୍ରହଣ କରିଥିଲେ । ୧୯୭୧ ମସିହାରେ ଭଦ୍ରକ ଲୋକସଭା ଆସନରୁ
Read More...

କାମରୁ ବଂଚିତ ହେଲେ ଜବକାର୍ଡଧାରୀ ପ୍ରବାସୀ ଶ୍ରମିକ

ଚମ୍ପୁଆ, ୮.୬ (ନି.ପ୍ର.): ଏନ୍ଏସି ଅଂଚଳରେ ଜବକାର୍ଡଧାରୀ , ପ୍ରବାସୀ ଓ ସ୍ୱଂୟ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ସରକାରୀ କାର୍ଯ୍ୟରେ ଅନ୍ତର୍ଭୁକ୍ତ କରାଯାଉନଥିବା ପ୍ରତିବାଦରେ ଆଜି ଉପଜିଲ୍ଲାପାଳଙ୍କୁ ଭେଟି ଗୁହାରି କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଚମ୍ପୁଆ ଏନ୍ଏସି
Read More...

ଆଉ ୧୩୮ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା୨୯୯୪

ଭୁବନେଶ୍ଵର :  ଆଉ ୧୩୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ୯୯୪ । ଚିହ୍ନଟ ୧୩୮ ଜଣଙ୍କ ମଧ୍ୟରୁ ଗଞ୍ଜାମରୁ ଜିଲ୍ଲାରୁ ୩୩,କଟକରୁ ୧୫,ଖୋର୍ଦ୍ଧାରୁ ୧୩, ଭଦ୍ରକରୁ ୧୧,କେନ୍ଦୁଝରରୁ ୧୦,ପୁରୀରୁ ୭, ଯାଜପୁରରୁ ୬,ମୟୂରଭଞ୍ଜରୁ ୬,ନୟାଗଡରୁ
Read More...

‘ବନ୍ଦେ ଉତ୍କଳ ଜନନୀ’ କୁ ରାଜ୍ୟ ସଙ୍ଗୀତ ମାନ୍ୟତା

ଭୁବନେଶ୍ବର: କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’… ଗୀତକୁ ଆଜି ଓଡ଼ିଶା ସରକାର ରାଜ୍ୟ ସଙ୍ଗୀତ ଭାବେ ସ୍ବୀକୃତି ପ୍ରଦାନ କରିଛନ୍ତି। ଆଜି ଆୟୋଜିତ ରାଜ୍ୟ କ୍ୟାବିନେଟ ବୈଠକରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ଗ୍ରହଣ କରାଯାଇଥିବା କଥା ମନ୍ତ୍ରୀ ବିକ୍ରମ
Read More...

ରାଉରକେଲାରେ ୨ ଡାକ୍ତର କରୋନା ପଜିଟିଭ

ସୁନ୍ଦରଗଡ- ରାଉଲକେଲା ସରକାରୀ ମେଡିକାଲରେ କାର୍ଯ୍ୟରତ ଦୁଇ ଡାକ୍ତର ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନେ ପ୍ରଥମେ କୋଭିଡ ହସପିଟାଲରେ କାମ କରୁଥିଲେ । ପରେ ମେଡିକାଲ ଡୁ୍ୟଟିରେ ନିୟୋଜିତ ହୋଇଥିଲେ । ଉକ୍ତ ଡାକ୍ତରଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ସେମାନଙ୍କୁ କ୍ୱାରେନଂଟାଇନରେ
Read More...

ସୋମବାର ଠାରୁ ରାଜ୍ୟର ୨୨ ସହରକୁ ଗଡିବ ବସ୍

ଭୁବନେଶ୍ୱର- ସୋମବାର ଠାରୁ ୨୨ ସହରକୁ ଗଡିବ୯୬ ସରକାରୀ ବସ ।ପ୍ରଥମ ପର୍ଯ୍ୟାୟରେ ୬୬ ରୁଟରେ ଚଳାଚଳ ଆରମ୍ଭ କରିବ । ରାଜ୍ୟ ସଡକ ପରିବହନ ନିଗମ ସିଏମଡି ଅରୁଣ ବୋଥ୍ରା ଏନେଇ ସୂଚନା ଦେଇଛନ୍ତି । ବସ ଯାତ୍ରୀଙ୍କ ପାଇଁ ଗାଇଡଲାଇନ ଜାରି କରାଯାଇଛି । ବସରେ ଯେତିକି ସିଟ ସେତିକି ଯାତ୍ରୀ
Read More...