Browsing Category

ପ୍ରମୁଖ ଖବର

ଦେଶରେ ୧,୫୨, ୭୩୪ ସଂକ୍ରମିତ : ୩,୧୨୮ ମୃତ

ନୂଆଦିଲ୍ଲୀ: ଦେଶରେ ଦିନକରେ ଆଉ ୧ଲକ୍ଷ ୫୨ ହଜାର ୭୩୪ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୦,୪୭,୫୩୪କୁ ବୃଦ୍ଧି ପାଇଛି । ଚିକିତ୍ସାଧୀନ ଅବସ୍ଥାରେ ୩,୧୨୮ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ୍ ମୃତ୍ୟୁ ସଂଖ୍ୟା ୩ଲକ୍ଷ ୨୯ ହଜାର
Read More...

ବିନା ଭକ୍ତରେ ହେବ ମହାପ୍ରଭୁଙ୍କ ମହାସ୍ନାନ

ପୁରୀ: ମହାମାରୀ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଯୋଗୁଁ ଚଳିତ ବର୍ଷ ଦେବସ୍ନାନ୍ ପୂର୍ଣ୍ଣମିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମହାସ୍ନାନ ନୀତି ବିନା ଭକ୍ତିରେ ଅନୁଷ୍ଠିତ ହେବ । ଜିଲ୍ଲା ପାଳ ସମର୍ଥ ବର୍ମା ଆଜି ଏହି ସୂଚନାହ ଦେଇ କହିଚନ୍ତି ଯେ, ପ୍ରଶାସନ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି
Read More...

ମେ’ ମାସ ଥିଲା ସବୁଠୁ ଘାତକ

ଭୁବନେଶ୍ୱର: ମହାମାରୀ କରୋନାର ଦ୍ୱିତୀୟ ଲହରରେ ମେ’ ମାସ ରାଜ୍ୟ ପାଇଁ ସବୁଠୁ ଘାତକ ଥିଲା । ଗତ ୩୧ ଦିନ ମଧ୍ୟରେ ରାଜ୍ୟରେ ମୋଟ୍ ୩,୨୦, ୮୦୩ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲା ବେଳେ କରୋନାରେ ୭୧୧ ଜଣଙ୍କ ମୃତ୍ୟୁ ହୋଇଛି । ମେ’ ୨୨ତାରିଖରେ ରାଜ୍ୟରେ ପିକ୍ ଥିଲା ୧୨,୮୫୨ । ତେବେ ଜୁନ୍ ମାସରେ
Read More...

ଦେଶରେ ୧,୬୫,୫୫୩ ସଂକ୍ରମିତ: ୩୪୬୦ ମୃତ

ନୂଆଦିଲ୍ଲୀ: ଦେଶରେ ଦିନକରେ ଆଉ ୧,୬୫, ୫୫୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହସହ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷରେ ସୀମିତ ରହୁଛି । ସେହିପରି ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨,୭୮,୯୪ ୮୦୦କୁ ବୃଦ୍ଧି ପାଇଛି । ମାତ୍ର ଦୈନିକ ମୃତ୍ୟୁ ୩ହଜାର ଅତିକ୍ରମ କରୁଛି । ଚିକିତ୍ସାଧୀନ
Read More...

ରାଜ୍ୟରେ ପଜିଟିଭିଟି ହାର କମୁଛି

ଭୁବନେଶ୍ୱର: ରାଜ୍ୟରେ ପୁଣି ସଂକ୍ରମଣ ଉପରମୁହାଁ ହୋଇଛି ଥିବା ବେଳେ ପଜିଟିଭିଟି ହାର ହାତ୍ସପାଇଛି । ଏବେ ପଜିଟିଭିଟ ହାର ୧୪% ରହିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରୁ ୯୫୪୧ ଜଣ ନୂଆ କରୋନା ସଂକ୍ରମିିତଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଳାରୁ ସର୍ବାଧିକ ୧୩୪୨
Read More...

ବାତ୍ୟା ପ୍ରଭାବିତ ଲୋକଙ୍କ ସାହସ, ଧୈର୍ଯ୍ୟକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ଆଜି ‘ମନ୍‌କି ବତ୍‌’ର ୭୭ମ ସଂସ୍କରଣରେ ସାମୁଦ୍ରିକ ବାତ୍ୟା ‘ତୌତେ’ ଓ ‘ୟାସ୍‌’ ସମୟର ଉଦ୍ଧାର ଅଭିଯାନରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତିବିଶେଷଙ୍କୁ ଅଭିବାଦନ ଜଣାଇ ପ୍ରଧାନମନ୍ତ୍ରୀ କହିଲେ, କୋଭିଡ-୧୯ ବିପର୍ଯ୍ୟୟ ସମୟରେ ପୂର୍ବ ଉପକୂଳରେ ବାତ୍ୟା ପ୍ରଭାବିତ ରାଜ୍ୟର ଲୋକେ
Read More...

ଚୀନରୁ ଆସିଲା ୧୩୫୦ ଅକ୍ସିଜେନ୍ ସିଲିଣ୍ଡର

ଭୁବନେଶ୍ୱର: ରାଜ୍ୟରେ ଅକ୍ସିଜେନ ମହଯୁଦ ପାଇଁ ଚୀନ୍‌ରୁ ଆଜି ସିଧାସଳଖ ୧୩୫୦ଟି ସିଲିଣ୍ଡର ଭୁବନେଶ୍ୱର ପହଞ୍ଚିଛି। ଖୁବଶୀଘ୍ର ଏହି ଅକ୍ସିଜେନ୍ ସିଲିଣ୍ଡରଗୁଡିକୁ ରାଜ୍ୟର ବିଭିନ୍ନ ମେଡିକାଲ୍‌କୁ ପଠାଯିବ । ସେହିପରି ଅବଶ୍ୟକସ୍ଥଳେ ଅକ୍ସିଜେନ୍ ସିଲିଣ୍ଡରକୁ ମହଜୁଦ୍ ରଖାଯିବ । ଚୀନ୍‌ରୁ
Read More...

ମେହୁଲ ଚୋକସିକୁ ଆଣିବା ପାଇଁ ଡୋମିନିକାରେ ଭାରତୀୟ ବିମାନ

ନୂଆଦିଲ୍ଳୀ: ପଳାତକ ବ୍ୟବସାୟୀ ମେହୁଲ ଚୋକସିଙ୍କୁ ଭାରତ ଫେରାଇ ଆଣିବା ପାଇଁ ପ୍ରକ୍ରିୟା ଜୋରଦାର ହୋଇଥିବା ବେଳେ ଏବେ ଏହାକୁ ନେଇ ବଡ ଖବର ଆସିଛି । ଭାରତ ଡୋମିନିକା ସରକାରଙ୍କୁ କହିଛି ଯେ, ମେହୁଲ୍ ଚୋକସି ଭାରତର ନାଗରିକ ଏବଂ ସେ ଗୁରୁତର ଅପରାଧ କରିଛନ୍ତି । ଏଥିପାଇଁ ତାଙ୍କୁ ଭାରତକୁ
Read More...

ଭିଏତନାମରେ କରୋନାର ହାଇବ୍ରିଡ ଷ୍ଟ୍ରେନ ଚିହ୍ନଟ!

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ମହାମାରୀ କରୋନା ଭୂତାଣୁର ଏକ ନୂତନ ତଥା ହାଇବ୍ରିଡ ଷ୍ଟ୍ରେନ ଚିହ୍ନଟ ହୋଇଛି । ଯାହାକି ଅତ୍ୟନ୍ତ ସାଘାତିକ ଓ ଘାତକ ବୋଲି ବିବେଚନା କରାଯାଉଛି । ବ୍ରିଟେନ ଓ ଭାରତ ଷ୍ଟ୍ରେନର ଭୂତାଣୁର ମିଶ୍ରଣରେ ଏହି ହାଇବ୍ରିଡ ଷ୍ଟ୍ରେନ ସୃଷ୍ଟି
Read More...

ବାତ୍ୟା ମୁକାବିଲା ନେଇ ଓଡିଶାକୁ ପ୍ରଶଂସା

ଭୁବନେଶ୍ୱର: ସାମୁଦ୍ରିକ ବାତ୍ୟା ‘ୟାସ’ର ସଫଳ ମୁକାବିଲା ପାଇଁ ଓଡିଶା ସରକାର ତଥା ମୁଖ୍ୟମନ୍ତ୍ରୀ ଶ୍ରୀନବୀନ ପଟନାୟକଙ୍କୁ ଏବେ ଜାତୀୟ ଓ ଆନ୍ତଃଜାତୀୟ ସ୍ତରରୁ ପ୍ରଶଂସାର ସୁଅ ଛୁଟିଛି । ବାତ୍ୟାର ସଫଳ ମୁକାବିଲା ପାଇଁ ୟୁଏନ୍‌ଡିଆରଆର’ର ମୁଖ୍ୟ ମାନି ମିଜୌନ୍ତେରି ମୁଖ୍ୟମନ୍ତ୍ରୀ ଶ୍ରୀ
Read More...