Browsing Category

ପ୍ରମୁଖ ଖବର

ଟିକା ପାଇଁ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: କରୋନା ଟିକା ପାଇଁ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନପଟ୍ଟନାୟକ ଆଜି ଚିଠି ଲେଖି ଟିକା ସଂଙ୍କଟ ଦୂର କରିବା ନେଇ ସମସ୍ତଙ୍କ ସହମତି ଲୋଡିଛନ୍ତି । ସେ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତିି ଯେ, ଟିକା ପାଇର୍ ପରସ୍ପର ଭିତରେ ନଲଢି, ଏକାଠି
Read More...

ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୩୨,୭୮୮ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ:କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ବୁଧବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୩୨,୭୮୮ ନୂତନ ସଂକ୍ରମଣ ଓ ୩,୨୦୭ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୨,୮୩,୦୭,୮୩୨ ଓ ମୃତ୍ୟୁସଂଖ୍ୟା
Read More...

ଗହଣା ବ୍ୟବସାୟୀଙ୍କ ଘରେ ଲୁଟ

ବାଲେଶ୍ୱର: ବାଲେଶ୍ବର ଜିଲ୍ଲା ସୋର ଥାନା ସାଉଡ଼ ଫାଣ୍ଡି ଅଧିନ ସାଉଡ଼ ଅଞ୍ଚଳରେ ଗତ ବିଳମ୍ବିତ ରାତିରେ ଡକାୟତଙ୍କ ଅଖିବୁଜା ଗୁୁଳିଚାଳନାରେ ୫ଜଣ ଗୁରୁତର ଆହାତ ହୋଇଥିବା ଜଣାପଡ଼ିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ମିଳିଥିବା ସୂଚନା ଅନୁସାରେ, ଗହଣା ବ୍ୟବସାୟୀ
Read More...

୨୪ ଘଣ୍ଟାରେ ୮୩୯୯ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୩୯୯ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୪୦ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି | ଏମାନଙ୍କ ମଧ୍ୟରୁ ସ୍ଥାନୀୟ ସଂକ୍ରମଣରୁ ୩୬୫୮ ଜଣ ଚିହ୍ନଟ ହୋଇଥିବାବେଳେ ସଙ୍ଗରୋଧରୁ ୪୭୪୨ ଜଣ ଚିହ୍ନଟ ହୋଇଛନ୍ତି | ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୪୬୮ଜଣ,
Read More...

ଦେଶରେ ୩ହଜାର ତଳକୁ ଖସିଲା ମୃତ୍ୟୁ

ନୂଆଦିଲ୍ଳୀ: ଦେଶରେ ୨୪ ଘଂଟାରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ୧,୨୭ ଲକ୍ଷରୁ ଅଧିକ ରହିଛି । ପୂର୍ବରୁ ଦୈନିକ ୪ହଜାରରୁ ଅଧିକ ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଥିବା ବେଳେ ଦୀର୍ଘ ଦିନ ପରେ ଦୈନିକ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩ହଜାର ତଳକୁ ରହିଛି । ଆଉ ୧ଲକ୍ଷ ୨୭ ହଜାର ୫୧୦ ନୂଆ ସଂକ୍ରମିତ
Read More...

ଚୀନ୍‌ରୁ ଆସୁଛି ମଣିଷ ଶରୀରରେ ବାର୍ଡ ଫ୍ଲୁ !

ବେଜିଂ: କରୋନା ଭୂତାଣୁ ଚୀନ୍‌ରୁ ବ୍ୟାପିଥିବା କୁହାଯାଉଥିବା ବେଳେ ଆଉ ଏକ ବିପଦ ଏହି ଦେଶରୁ ଆସୁଛି । ଏଠାରେ ମାନବ ଶରୀରରେ ବାର୍ଡ ଫ୍ଲୁ ଭୂତ୍‌ାଣୁ ସଂକ୍ରମର ଦେଖିବାକୁ ମିଳିଛି, ଯାହା ବିଶ୍ୱର ପ୍ରଥମ ମାମଲା ବୋଲି ଚୀନ୍‌ଦାବି କରିଛି । ଚୀନ୍ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଆୟୋଗ ମଙ୍ଗଳବାର
Read More...

ଗ୍ଲୋବାଲ ଟେଣ୍ଡରରୁ ଟିକା ମିଳିବା ଆଶାକ୍ଷୀଣ

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନାର ସଂକ୍ରମଣକୁ ରୋକିବା ଲାଗି ଟିକାର ଅଭାବ ଦୂର କରିବାକୁ ରାଜ୍ୟ ସରକାରଙ୍କ ଗ୍ଲୋବାଲ ଟେଣ୍ଡରରୁ ବିଦେଶୀ କମ୍ପାନୀରୁ ଟିକା ଆଣିବା ପାଇଁ କରିଥିବା ନିଷ୍ପତିର ସଫଳତା ନେଇ ଏବେ ସନ୍ଦେହ ବଢିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର
Read More...

୧୦ରେ ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ

ନୂଆଦିଲ୍ଳୀ: ଚନ୍ଦ୍ର ଗ୍ରହଣ ପରେ ଏବେ ୨୦୨୧ର ପ୍ରଥମ ସୂର୍ଯ୍ୟ ଗ୍ରହଣ ଲୋକମାନେ ଦେଖିବାକୁ ଯାଉଛନ୍ତି । ଆସନ୍ତା ଜୁନ୍ ୧୦ ତାରିଖରେ ଏହି ସୂର୍ଯ୍ୟ ପରାଗ ହେବ । ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଏହି ସୂର୍ଯ୍ୟ ଗ୍ରହଣ ଜୈଷ୍ଠ ମାସର ଅମାବାସ୍ୟା ତିଥିରେ ହେବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା
Read More...

କରୋନାରେ ଫୁଟବଲ୍ କୋଚ୍ ନନ୍ଦ କିଶୋର ପଟ୍ଟନାୟକଙ୍କର ପରଲୋକ

ଭୁବନେଶ୍ୱର: ରାଜ୍ୟର ବିଶିଷ୍ଟ ଫୁଟବଲ କୋଚ ନନ୍ଦ କିଶୋର ପଟ୍ଟନାୟକଙ୍କର କରୋନାରେ ପରଲୋକ ହୋଇଛି । ତାଙ୍କ ପରିବାର ସଦସ୍ୟ ପକ୍ଷରୁ ଏହି ସୂଚନା ମିଳିଛି । ଦୀର୍ଘ କିଛି ଦିନ ହେବ କରୋନାରେ ଆକ୍ରାନ୍ତ ହେବା ପରେ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ
Read More...

ରାଜ୍ୟରେ କମିଲା ସଂକ୍ରମଣ: ବଢିଲା ମୃତ୍ୟୁ

ଭୁବନେଶ୍ୱର: ଗତ ୨୪ ଘଂଟା ମଧ୍ୟରେ ଓଡିଶାରେ ୮୭୩୫ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୨୨ ଜଣ ଆକ୍ରାନ୍ତ ଥିତବା ଜଣାଯାଇଛି । ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରୁ ସଂଗରୋଧରୁ ୪୮୯୨ ଏବଂ ସ୍ଥାନୀୟ ସଂକ୍ରମିତ ୩୮୪୩ ଜଣ
Read More...