Browsing Category

ପ୍ରମୁଖ ଖବର

କରୋନାରେ ୯୩୦୦ଶିଶୁ ଅନାଥ

ନୂଆଦିଲ୍ଲୀ: ମହାମାରୀ କରୋନାର ଦ୍ୱିତୀୟ ସଂକ୍ରମଣରେ ଦେଶରେ ୯୩୦୦ ଶିଶୁ ସେମାନଙ୍କ ମା’ ବାପାଙ୍କୁ ହରାଇ ଅନାଥ ହୋଇଛନ୍ତି ବୋଲି ଜାତୀୟ ଶିଶୁ ଅଧିକାର ସୂରକ୍ଷା ଆୟୋଗ (ଏନ୍‌ସିପିଆର) ପକ୍ଷରୁ ଏ ନେଇ ଆଜି ସୁପ୍ରିମ୍‌କୋର୍ଟରେ ଏକ ସତ୍ୟପାଠ ଦାଖଲ କରାଯାଇଛି । ଏହି ଅନାଥ ପିଲାମାନଙ୍କୁ
Read More...

ମୁଖ୍ୟ ସଚିବଙ୍କୁ ନ ଛାଡିବାକୁ ଚିଠି ଲେଖିôଲେ ମମତା

କୋଲକାତା: କେନ୍ଦ୍ର ସରକାର ଓ ପଶ୍ଚିମବଙ୍ଗ ସରକାର ମୁଖ୍ୟ ସଚିବଙ୍କୁ ନେଇ ଏବେ ମୁହାଁ ମୁହିଁ ହୋଇଛନ୍ତି । ସ୍ୱରାଷ୍ଟ୍ର ମନ୍ତ୍ରାଣାଳୟର ଆଦେଶ ଅନୁଯାୟୀ ନୂଆଦିଲ୍ଲୀସ୍ଥିତ କର୍ମଚାରୀ, ଜନ ଅଭିଯୋଗ ଏବଂ ପେନ୍‌ସନ୍ ମନ୍ତ୍ରାଳୟରେ ଉପସ୍ଥିତ ନହେବା କାରଣରୁ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ
Read More...

ବିହାରରେ କରୋନା ନେଲା ୪ ଶିଶୁଙ୍କ ଜୀବନ

ବିହାର: ବିହାର ଦରଭଙ୍ଗା ମେଡିକାଲ କଲେଜ୍‌ରେ ୪ ଶିଶୁଙ୍କର ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରୁ ଜଣେ ଶିଶୁ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲା । ମାତ୍ର ଅନ୍ୟ ୩ଜଣ ଶିଶୁଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଥିଲା । ଉକ୍ତ ୩ ଜଣ ଶିଶୁ ନିମୋନିୟାରେ ଆକ୍ରାନ୍ତ ଥିଲେ ବୋଳି କୁହାଯାଉଛି ।
Read More...

ଦେଶରେ ୧,୫୨, ୭୩୪ ସଂକ୍ରମିତ : ୩,୧୨୮ ମୃତ

ନୂଆଦିଲ୍ଲୀ: ଦେଶରେ ଦିନକରେ ଆଉ ୧ଲକ୍ଷ ୫୨ ହଜାର ୭୩୪ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୦,୪୭,୫୩୪କୁ ବୃଦ୍ଧି ପାଇଛି । ଚିକିତ୍ସାଧୀନ ଅବସ୍ଥାରେ ୩,୧୨୮ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ୍ ମୃତ୍ୟୁ ସଂଖ୍ୟା ୩ଲକ୍ଷ ୨୯ ହଜାର
Read More...

ବିନା ଭକ୍ତରେ ହେବ ମହାପ୍ରଭୁଙ୍କ ମହାସ୍ନାନ

ପୁରୀ: ମହାମାରୀ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଯୋଗୁଁ ଚଳିତ ବର୍ଷ ଦେବସ୍ନାନ୍ ପୂର୍ଣ୍ଣମିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମହାସ୍ନାନ ନୀତି ବିନା ଭକ୍ତିରେ ଅନୁଷ୍ଠିତ ହେବ । ଜିଲ୍ଲା ପାଳ ସମର୍ଥ ବର୍ମା ଆଜି ଏହି ସୂଚନାହ ଦେଇ କହିଚନ୍ତି ଯେ, ପ୍ରଶାସନ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି
Read More...

ମେ’ ମାସ ଥିଲା ସବୁଠୁ ଘାତକ

ଭୁବନେଶ୍ୱର: ମହାମାରୀ କରୋନାର ଦ୍ୱିତୀୟ ଲହରରେ ମେ’ ମାସ ରାଜ୍ୟ ପାଇଁ ସବୁଠୁ ଘାତକ ଥିଲା । ଗତ ୩୧ ଦିନ ମଧ୍ୟରେ ରାଜ୍ୟରେ ମୋଟ୍ ୩,୨୦, ୮୦୩ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲା ବେଳେ କରୋନାରେ ୭୧୧ ଜଣଙ୍କ ମୃତ୍ୟୁ ହୋଇଛି । ମେ’ ୨୨ତାରିଖରେ ରାଜ୍ୟରେ ପିକ୍ ଥିଲା ୧୨,୮୫୨ । ତେବେ ଜୁନ୍ ମାସରେ
Read More...

ଦେଶରେ ୧,୬୫,୫୫୩ ସଂକ୍ରମିତ: ୩୪୬୦ ମୃତ

ନୂଆଦିଲ୍ଲୀ: ଦେଶରେ ଦିନକରେ ଆଉ ୧,୬୫, ୫୫୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହସହ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷରେ ସୀମିତ ରହୁଛି । ସେହିପରି ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨,୭୮,୯୪ ୮୦୦କୁ ବୃଦ୍ଧି ପାଇଛି । ମାତ୍ର ଦୈନିକ ମୃତ୍ୟୁ ୩ହଜାର ଅତିକ୍ରମ କରୁଛି । ଚିକିତ୍ସାଧୀନ
Read More...

ରାଜ୍ୟରେ ପଜିଟିଭିଟି ହାର କମୁଛି

ଭୁବନେଶ୍ୱର: ରାଜ୍ୟରେ ପୁଣି ସଂକ୍ରମଣ ଉପରମୁହାଁ ହୋଇଛି ଥିବା ବେଳେ ପଜିଟିଭିଟି ହାର ହାତ୍ସପାଇଛି । ଏବେ ପଜିଟିଭିଟ ହାର ୧୪% ରହିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରୁ ୯୫୪୧ ଜଣ ନୂଆ କରୋନା ସଂକ୍ରମିିତଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଳାରୁ ସର୍ବାଧିକ ୧୩୪୨
Read More...

ବାତ୍ୟା ପ୍ରଭାବିତ ଲୋକଙ୍କ ସାହସ, ଧୈର୍ଯ୍ୟକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ଆଜି ‘ମନ୍‌କି ବତ୍‌’ର ୭୭ମ ସଂସ୍କରଣରେ ସାମୁଦ୍ରିକ ବାତ୍ୟା ‘ତୌତେ’ ଓ ‘ୟାସ୍‌’ ସମୟର ଉଦ୍ଧାର ଅଭିଯାନରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତିବିଶେଷଙ୍କୁ ଅଭିବାଦନ ଜଣାଇ ପ୍ରଧାନମନ୍ତ୍ରୀ କହିଲେ, କୋଭିଡ-୧୯ ବିପର୍ଯ୍ୟୟ ସମୟରେ ପୂର୍ବ ଉପକୂଳରେ ବାତ୍ୟା ପ୍ରଭାବିତ ରାଜ୍ୟର ଲୋକେ
Read More...

ଚୀନରୁ ଆସିଲା ୧୩୫୦ ଅକ୍ସିଜେନ୍ ସିଲିଣ୍ଡର

ଭୁବନେଶ୍ୱର: ରାଜ୍ୟରେ ଅକ୍ସିଜେନ ମହଯୁଦ ପାଇଁ ଚୀନ୍‌ରୁ ଆଜି ସିଧାସଳଖ ୧୩୫୦ଟି ସିଲିଣ୍ଡର ଭୁବନେଶ୍ୱର ପହଞ୍ଚିଛି। ଖୁବଶୀଘ୍ର ଏହି ଅକ୍ସିଜେନ୍ ସିଲିଣ୍ଡରଗୁଡିକୁ ରାଜ୍ୟର ବିଭିନ୍ନ ମେଡିକାଲ୍‌କୁ ପଠାଯିବ । ସେହିପରି ଅବଶ୍ୟକସ୍ଥଳେ ଅକ୍ସିଜେନ୍ ସିଲିଣ୍ଡରକୁ ମହଜୁଦ୍ ରଖାଯିବ । ଚୀନ୍‌ରୁ
Read More...