Browsing Category

ପ୍ରମୁଖ ଖବର

କରୋନାରେ ବରିଷ୍ଠ ସାମ୍ବାଦିକ ବସନ୍ତ ଦାସଙ୍କ ପରଲୋକ

ଭୁବନେଶ୍ୱର: କରୋନାରେ ବରିଷ୍ଠ ସାମ୍ବାଦିକ ତଥା ରାଜନୀତିକ ସମୀକ୍ଷକ ବସନ୍ତ ଦାସଙ୍କର ପରଲୋକ ହୋଇଯାଇଛି । କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ବେଳେ (ଗତକାଲି) ରାତିରେ ତାଙ୍କର ଦେହାନ୍ତ ହୋଇଥିବା ନେଇ ପରିବାର ପକ୍ଷରୁ କୁହାଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା ।
Read More...

ମୁମ୍ବାଇରେ ପେଟ୍ରେଲ ଲିଟର ୧୦୦ଟଙ୍କା ଟପିଲା

ନୂଆଦିଲ୍ଲୀ: ଦୈନିଦିନ ପେଟ୍ରୋଲ ଓ ଡିଜେଲ୍‌ର ମୂଲ୍ୟ ବୃଦ୍ଧି ଯୋଗୁଁ ଦେଶର ବାଣିଜ୍ୟକ ସହର ଭାବେ ପରିଚିତ ମୁମ୍ବାଇ ଓ ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ଲିଟର ପିଛା ପେଟ୍ରୋଲ୍ ଦର ୧୦୦ ଟଙ୍କା ଅତିକ୍ରମଣ କରିଛି । ମୁମ୍ବାଇରେ ଲିଟର ପିଛା ପେଟ୍ରୋଲ୍ ଦର ଟ.୧୦୦.୧୯ ଓ ଶ୍ରୀଗଙ୍ଗାନଗରରେ ଲିଟର
Read More...

ସରକାର କିଣିବେ ୫ହଜାର ପାଉଜ୍ ୨-ଡିଜି ଔଷଧ

ଭୁବନେଶ୍ୱର: ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ (ଡିଆରଡିଓ) ଦ୍ୱାରା ପ୍ରସ୍ତୁତ ୨-ଡିଜି ୫ହଜାରର ପାଉଜ୍ ଔଷଧ ରାଜ୍ୟ ସରକାର କିଣିବେ । ଏନେଇ ସରକାରଙ୍କ ପକ୍ଷରୁ ଅର୍ଡର ଦିଆଯାଇଛି ବୋଲି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପିକେ ମହାପତ୍ର ସୂଚାନା ଦେଇଛନ୍ତି । ସୂଚନା ଯୋଗ୍ୟ ଯେ,
Read More...

ୟୁଏଇରେ ହେବ ଆଇପିଏଲ୍‌ର ଅବଶିଷ୍ଟ ମ୍ୟାଚ୍

ନୂଆଦିଲ୍ଲୀ: ୟୁଏଇରେ ଆଇପିଏଲର ଅବଶିଷ୍ଟ ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି ଆଜି ବିସିସିିଆଇ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଅନୁଷ୍ଠିତ ବିସିସିଆଇର ଏସ୍‌ଜିଏମ୍ ବୈଠକରେ ଏନେଇ ନିଷ୍ପତି ନିଆଯାଇଛି । ଆସନ୍ତା ସେପ୍ଟେମ୍ବର-ଅକ୍ଟୋବର ମାସରେ ୟୁଏଓରେ ଆଇପିଏଲ୍ ହୋଇପାରେ । ତେବେ କୌଣସି
Read More...

ଆନ୍ତଃରାଜ୍ୟ ବିମାନ ଯାତ୍ରା ହେବ ମହଙ୍ଗା

ନୂଆଦିଲ୍ଲୀ : ଆସନ୍ତା ଜୁନ୍ ୧ ତାରିଖରୁ ବିମାନ ଯାତ୍ରା ମହଙ୍ଗା ହେବ । ଭାରତ ମଧ୍ୟରେ କୌଣସି ସ୍ଥାନକୁ ଯାତ୍ରା କଲେ ଯାତ୍ରୀଙ୍କୁ ପୂର୍ବାପେକ୍ଷା ଅଧିକ ଭଡା ଦେବାକୁ ପଡିବ । କେନ୍ଦ୍ର ସରକାର ବିମାନ ଭଡା ବୃଦ୍ଧି କରିବାକୁ ନିଷ୍ପତି ନେଇଥିବାବେଳେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ
Read More...

ଦେଶରେ ଥମୁନି ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ୨ଲକ୍ଷ ତଳକୁ ରହିଛି ଦୈନିକ ସଂକ୍ରମଣ । ଆଉ ୧ଲକ୍ଷ ୭୩ହଜାର ୭୯୦ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୭୭,୨୯,୨୪୭କୁ ବୃଦ୍ଧି ପାଇଛି । ଚିକିତ୍ସାଧୀନ ଅବସ୍ଥାରେ ୩ହଜାର ୬୧୭ ଆକ୍ରାନ୍ତଙ୍କ ମୃତ୍‌ୁ୍ୟ ହୋଇଥିବା ବେଳେ ମୋଟ୍
Read More...

ପହିଲାରୁ ବିଶ୍ୱବିଦ୍ୟାଳୟ ଓ କଲେଜ୍‌ରେ ଅନ୍‌ଲାଇନ୍ କ୍ଲାସ୍

ଭୁବନେଶ୍ୱର: ଜୁନ୍ ୧ରୁ ଡିଗ୍ରୀ କଲେଜ୍ ଓ ବିଶ୍ୱବିଦ୍ୟାଳୟ ଗୁଡିକରେ ଅନ୍‌ଲାଇନ୍ କ୍ଲାସ୍ ଆରମ୍ଭ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହି ନିର୍ଦ୍ଦେଶନାମା ଅନୁଯାୟୀ, ଖରା ଛୁଟି ପରେ ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟରେ ଓ ଡିଗ୍ରୀ
Read More...

ରାଜ୍ୟରେ ଶୀର୍ଷରେ ପହଞ୍ଚି ଗଲାଣି ସଂକ୍ରମଣ

ଭୁବନେଶ୍ୱର: ମହାମାରୀ କରୋନାର ଦ୍ୱିତୀୟଲହର ସଂକ୍ରମଣ ରାଜ୍ୟରେ ଶିର୍ଷରେ ପହଞ୍ଚି ସାରିଲାଣି । ଏବଂ ଏବେ ସଂକ୍ରମଣ ନିମ୍ନଗାମୀ ହୋଇଛି ବୋଲି ବରିଷ୍ଠ ଡାକ୍ତର ନିରୋଜ ମିଶ୍ର କହିଛନ୍ତି । ଏବେ ରାଜ୍ୟରେ ଟେଷ୍ଟ ପଜିଟିଭ୍ ରେଟ୍ କମିଛି । ଆଜି ୧୪ ପ୍ରତିଶତ ଅଛି, ଯାହା ପିକ୍ ବେଳେ ୨୬ ପ୍ରତିଶତ
Read More...

୨୫ ଟ୍ରେନ୍ ବାତିଲ

ଭୁବନେଶ୍ୱର: ୟାସ୍‌କୁ ଦୃଷ୍ଟିରେ ରଖି ପୂର୍ବ ରେଳପଥ ପକ୍ଷରୁ ଓଡ଼ିଶା ବାଟଦେଇ କିମ୍ବା ଓଡ଼ିଶାକୁ ଚାଲିବାକୁ ଥିବା ୨୫ଟି ଟ୍ରେନକୁ ବାତିଲ କରିଛି । ସେଗୁଡ଼ିକ ମଧ୍ୟରେ ରହିଛି ଗୁଆହାଟୀ-ବାଙ୍ଗାଲୋର କାଂଟ, ମୁଜାଫରପୁର-ୟଶବନ୍ତପୁର, ଏର୍ଣ୍ଣାକୁଲମ-ପାଟନା, ନ୍ୟୁ ତିନସୁକିଆ-ତମବରମ,
Read More...

୨୪ ଘଂଟାରେ ୧୦ ହଜାର ୯୩୯ ପଜିଟିଭ, ୩୩ ମୃତ

ଭୁବନେଶ୍ୱର:: ଆଜି ରାଜ୍ୟରେ ୩୩ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଖୋର୍ଦ୍ଧାରୁ ୭, ଅନୁଗୁଳ, ଝାରସୁଗୁଡା, କଳାହାଣ୍ଡିରୁ ୪ ଲେଖାଏଁ ମୃତ୍ୟୁ ଘଟିଛି । ସୁନ୍ଦରଗଡ ଓ ସୁବର୍ଣ୍ଣପୁରରୁ ୩ ଲେଖାଏଁ, ଗଞ୍ଜାମ ଓ କେନ୍ଦୁଝରରୁ ୨ ଲେଖାଏଁ, ଦେବଗଡ, ଯାଜପୁର, କନ୍ଧମାଳ, କୋରାପୁଟରୁ ଜଣେ ଲେଖାଏଁ
Read More...