Browsing Category

ପ୍ରମୁଖ ଖବର

ପାରାଦ୍ୱୀପ-ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ‘ୟାସ୍‌’

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆଜି ଅବପାତରେ ପରିଣତ ହୋଇଥିବା ବେଳେ ଅତିଭୀଷଣ ରୂପନେଇ ଆସନ୍ତା ୨୬ ତାରିଖ ସନ୍ଧ୍ୟାରେ ଓଡିଶାର ପାରଦ୍ୱୀପ ଓ ପଶ୍ଚିମବଙ୍ଗର ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବୋଲି ଆଇଏମ୍‌ଡିର ମହାନିର୍ଦ୍ଦେଶକ ଶ୍ରୀ ମୃତ୍ୟୁଞ୍ଜୟ
Read More...

ଆକ୍ରାନ୍ତ ଓ ମୃତ୍ୟୁରେ ପ୍ରଥମ ସ୍ଥାନରେ ଖୋର୍ଦ୍ଧା

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନା ଥମିବାର ନାଁ ଧରୁନଥିବା ବେଳେ ଉଭୟ ସଂକ୍ରମଣ ଓ ମୃତକ ତାଲିକାରେ ଖୋର୍ଦ୍ଧା ଜିଲ୍ଲା ପ୍ରଥମ ସ୍ଥାନରେ ରହିଛି । ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ୧୪୫୧ଜଣ ଆକ୍ରାନ୍ତ ହୋଇଥିବା ବେଳେ ୬ଜଣଙ୍କର ମୃତ୍ୟୁ ଘଟିଛି । ଆଜି ଦିନକରେ ରାଜ୍ୟରେ ୧୧୧୦୮ ଜଣ ନୂଆ
Read More...

ବଢୁଛି ‘ବ୍ଲାକ୍ ଫଙ୍ଗସ୍‌’ ଦେଶରେ ୮୮୪୮ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ଘାତକ ‘ବ୍ଲାକ ଫଙ୍ଗସ୍‌’ ବା ମ୍ୟୁକୋର୍ମାଇକୋସିସ୍‌ରେ ୮୮୪୮ଜଣ ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ବର୍ତମାନ ସୁଦ୍ଧା ୧୨୬ ଜଣଙ୍କର ଜୀବନ ଯାଇଥିବା ସୂଚନା ରହିଛି । ସେମାନଙ୍କ ଭିତରୁ କେବଳ ମହାରାଷ୍ଟ୍ରରେ ହିଁ ସର୍ବାଧିକ ୯୦ ଜଣ ମୃତୃ ବରଣ କରିଛନ୍ତି । ତାହା ପଛକୁ
Read More...

ଟିକା ଅଭାବ ପାଇଁ କେନ୍ଦ୍ରକୁ ଦାୟୀ କଲା ସିରମ୍‌

ମୁମ୍ବାଇ : ଦେଶରେ ଲାଗି ରହିଥିବା କରୋନା ଟିକା ଅଭାବ ସମସ୍ୟା ପାଇଁ କେନ୍ଦ୍ର ସରକାରଙ୍କୁ ପରୋକ୍ଷ ଭାବେ ଦାୟୀ କରିଛି ସିରମ୍ ଇନ୍‌ଷ୍ଟିଚ୍ୟୁଟ୍ । ଟିକାକରଣରେ କେନ୍ଦ୍ରର ତ୍ରୁଟିପୂର୍ଣ୍ଣ ପରିଚାଳନାଗତ ବ୍ୟବସ୍ଥା ଯୋଗୁ ଆଜି ଏଭଳି ଅବସ୍ଥା ଉପୁଜିଥିବା ସିରମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ
Read More...

ବାତ୍ୟା ପାଇଁ ଟିକାକରଣ ବନ୍ଦ

ଭୁବନେଶ୍ୱର: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତ୍ୟା ପ୍ରଭାବିତ ହୋଇଥିବା ଜିଲ୍ଲାଗୁଡିକରେ ଟିକାକରଣ ବନ୍ଦ ରଖିବାକୁ ସମସ୍ତ ଜିଲ୍ଲାପାଳମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । ତେବେ ଟିକା ଯେପରି ନଷ୍ଟ ନହୁଏ ସେଥିପ୍ରତି ମଧ୍ୟ ସତର୍କ ରହିବାକୁ କୁହାଯାଇଛି । ବାତ୍ୟା ଯୋଗୁଁ
Read More...

ବାତ୍ୟା ମୁକାବିଲା ପାଇଁ ସରକାର ସଜାଗ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ସାମ୍ଭାବ୍ୟ ସାମୁଦ୍ରିକ ବାତ୍ୟା ‘ୟାସ୍‌’ର ମୁକାବିଲା ପାଇଁ ରାଜ୍ୟସରକାର ସମ୍ପୃର୍ଣ୍ଣ ଭାବେ ପ୍ରସ୍ତୁତ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ଶ୍ରୀ ପିକେ ଜେନା କହିଛନ୍ତି । ଗଣମାଧ୍ୟମକୁ ଏହି ସୂଚନା ଦେଇ ସେ କହିଛନ୍ତି ଯେ, ବାତ୍ୟା ମୁକାବିଲା
Read More...

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର

ଭୁବନେଶ୍ୱର: ପୂବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ଆଜି ଲଘୁଚାପ ରୂପ ନେଇଛି । ଫଳରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏନ୍‌ଡି)ର ମହାନିର୍ଦ୍ଦେଶକ ଡଃ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି । ଆସନ୍ତାକାଲି ଲଘୁଚାପ
Read More...

ଲକ୍‌ଡାଉନ ସମୟରେ ଆହାର ପାଲଟିଛି ସାହାରା

ଭୁବନେଶ୍ୱର: ଲକ୍‌ଡାଉନ ସମୟରେ ଏବେ ଲୋକଙ୍କ ଭୋକ ମେଂଟାଉଛି ଆହାର କେନ୍ଦ୍ର । ଭୋକିଲା ଲୋକଙ୍କ ପାଇଁ ସାହାରା ପାଲଟିଛି । ବିଶେଷ କରି ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କ ସମ୍ପର୍କୀୟଙ୍କ ସହିତ ଅନେକ ଗରୀବ ଲୋକଙ୍କ ପାଇଁ ଏହା ବରଦାନ ସଦୃଶ ହୋଇଛି । କରୋନାର ଦ୍ୱିତୀୟ ସଂକ୍ରମଣ ତୀବ୍ର
Read More...

କରୋନା ମୃତ୍ୟୁରେ ସବୁ ଦେଶକୁ ଟପିଲା ଭାରତ

ନୂଆଦିଲ୍ଲୀ :ଗତ ଏପ୍ରିଲ ୨୫ ତାରିଖରୁ କରୋନା ଭୂତାଣୁ ଦ୍ୱାରା ବିଶ୍ୱରେ ଦୌନିକ ଯେତିକି ସଂକ୍ରମଣ ହେଉଛି ତା’ର ୪୦ ପ୍ରତିଶତରୁ ଅଧିକ ହେଉଛି ଭାରତରେ । ଦିନେ ଦିନେ ଭାରତରେ ଏହି ସଂକ୍ରମଣ ୫୦ ପ୍ରତିଶତକୁ ଟପିଯାଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ)ର ତଥ୍ୟ ଅନୁସାରେ ମେ ୪, ୫,
Read More...

ଦେଶରେ ୨୪ଘଂଟାରେ ସଂକ୍ରମଣ ଟପିଲା ୨.୫୯ଲକ୍ଷ

ନୂଆଦିଲ୍ଲୀ: ଦେଶରେ ଦିନକରେ ଦୈନିକ ସଂକ୍ରମଣ ୨.୫୯ ଲକ୍ଷ ଟପିଛି । ଆଉ ୨ ଲକ୍ଷ ୫୯ ହଜାର ୫୯୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୬୦,୩୧,୯୯୧କୁ ବୃଦ୍ଧି ପାଇଛି । ଚିକିତ୍ସାଧୀନ ଅବସ୍ଥାରେ ୪ ହଜାର ୨୦୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ
Read More...