Browsing Category

ପ୍ରମୁଖ ଖବର

ଘଣ୍ଟା ଘଣ୍ଟା ଧରି ଅପେକ୍ଷା ପରେ ଟିକା ନପାଇ ବୟସ୍କ ନିରାଶ

ସାଲେପୁର: ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ କରୋନା ଟିକା ଦିଆଯାଉଥିବାବେଳେ ଆବଶ୍ୟକୀୟ ଟିକା ଅଭାବରୁ ନିୟମିତ ଟିକାକରଣ ହୋଇପାରୁନାହିଁ । ଅପର ପକ୍ଷରେ ଯେଉଁ କିଛି ଟିକା ଆସୁଛି ସେ ଟିକା ସଂପର୍କରେ ଲୋକମାନେ ଠିକ୍ ସମୟରେ ସୂଚନା ପାଇପାରୁନଥିବାରୁ ବହୁ ବରିଷ୍ଠ ନାଗରିକ…
Read More...

ଦ୍ୱିତୀୟ ଲହରରେ କରୋନା ନେଲାଣି ୪୨୦ ଡାକ୍ତରଙ୍କ ଜୀବନ

ନୂଆଦିଲ୍ଲୀ: ମହାମାରୀର କରୋନାର ଦ୍ୱିତୀୟ ଲହରରେ ବର୍ତମାନ ସୁଦ୍ଧା ଦେଶରେ ୪୨୦ଜଣ ଡାକ୍ତରଙ୍କ ମୃତ୍ୟୁ ଘଟିଲାଣି ବୋଲି ଭାରତୀୟ ଚିକିତ୍ସା ସଂଘ (ଆଇଏମଏ) ପକ୍ଷରୁ କୁହାଯାଇଛି । ସୂଚନା ଯୋଗ୍ୟ ଯେ, କରୋନା ମହାମାରୀ ଯୋଗୁ ସାରା ଦେଶରେ ଆତଙ୍କ ଏବଂ ଭୟର ବାତାବରଣ ସୃଷ୍ଟି ହୋଇଛି । ତେବେ…
Read More...

ମୁଖ୍ୟମନ୍ତ୍ରୀଙ୍କ ସମ୍ଭାବ୍ୟ ବାତ୍ୟା ସମୀକ୍ଷା : ପ୍ରତିଟି ଜୀବନ ରକ୍ଷା ଉପରେ ଗୁରୁତ୍ୱ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ୟାସ୍ କୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ଜୀବନର ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ପଦକ୍ଷେପ ନେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।ତଳିଆ ଅଂଚଳରେ ଏବଂ ବିପଦସଂକୁଳ ବାସସ୍ଥାନରେ ରହୁଥିବା ଲୋକଙ୍କ ସ୍ଥାନାନ୍ତର କରିବା ଏବଂ ଜିଲ୍ଲାପାଳ ଓ…
Read More...

ଏଣିକି ୱେବସାଇଟ୍‌ରେ ମିଳିବ କରୋନା ଟେଷ୍ଟ ରିପୋର୍ଟ

ଭୁବନେଶ୍ୱର: ଏଣିକି ୱେବସାଇଟ୍ ରେ ମିଳିବ କରୋନା ଟେଷ୍ଟ ରିପୋର୍ଟ । ଶୀଘ୍ର ଓ ସୁବିଧାରେ ରିପୋର୍ଟ ଜାଣିବା ପାଇଁ ୱେବସାଇଟରେ ମିଳିବ । ଉଭୟ ଆଂଟିଜେନ ଓ ଆରଟିପିସିଆର ଟେଷ୍ଟ ରିପୋର୍ଟ ୱେବସାଇଟରେ ମିଳିବ । ରାଜ୍ୟ କୋଭିଡ ଡ୍ୟାସବୋର୍ଡ ଓ କୋଭିଡ଼ ୧୯ ୱେବସାଇଟରେ ବ୍ୟବସ୍ଥା ହୋଇଛି । ସୂଚନା…
Read More...

ଦିଲ୍ଲୀରେ ବଢିଲା ଆଉ ସପ୍ତାହେ ଲକ୍‌ଡାଉନ୍‌

ନୂଆଦିଲ୍ଲୀ: ଦେଶରେ ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ମାମଲା ଲଗାତର କମୁଛି । ସେହିପରି କରୋନା ସଂକ୍ରମିତ ମୃତ୍ୟୁ ସଂଖ୍ୟା ମଧ୍ୟ ପୂର୍ବାପେକ୍ଷା ବହୁତ କମିଛି । ଏହା ଏବେବି ବିପଦ ଟଳିନି, ଯେଉଁକାରଣରୁ ରାଜଧାନୀ ଦିଲ୍ଳୀରେ ଆଉ ସପ୍ତାହକ ପାଇଁ ଲକ୍‌ଡାଉନ୍ ଅବଧି ବଢାଇ ଦିଆଯାଇଛି ।…
Read More...

୧୨ଦିନରେ ପେଟ୍ରୋଲ ବଢିଲାଣି ୨.୬୯ପ ଓ ଡିଜେଲ୍ ୩.୦୭ପ

ନୂଆଦିଲ୍ଳୀ: ଦେଶରେ କରୋନା ମହାମାରୀ ଭୟଙ୍କର ରୂପ ନେଉଥିବା ବେଳେ ପେଟ୍ରୋଲ୍ ଓ ଡିଜେଲ ଦର ଲଗାତର ବୃଦ୍ଧି ପାଇବାରେ ଲାଗିଛି । ଦିନକ ବ୍ୟବଧାନରେ ପେଟ୍ରୋଲ୍ ଓ ଡିଜେଲ୍ ଦର ପୁଣି ବଢିଛି । ଆଜି ପେଟ୍ରୋଲ୍ ଦର ଲିଟର ପିଛା ୧୫ରୁ ୧୭ ପଇସା ଏବଂ ଡିଜେଳ୍ ଦର ଲିଟର ୨୫ରୁ ୨୯ ପଇସା ବୃଦ୍ଧି…
Read More...

ଦେଶରେ ୨,୪୦,୮୪୨ ଆକ୍ରାନ୍ତ : ୩୭୪୧ ମୃତ

ନୂଆଦିଲ୍ଲୀ: ଦେଶରେ ଦିନକରେ ୨,୪୦,୮୪୨ କରୋନା ସଂକ୍ରମଣ ହୋଇଥିବା ବେଳେ ୩,୭୪୧ ମୃତ୍ୟୁ ରେକର୍ଡ କରାଯାଇଛି । ମୋଟ୍ ମୃତ୍ୟୁ ସଂଖ୍ୟା ୨,୯୯,୨୬୬ରେ ପହଞ୍ଚିଛି । ସେହିଭଳି ଦିନକରେ ୩,୫୫,୧୦୨ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତା ସଂଖ୍ୟା ୨,୩୪,୨୫,୪୬୭ରେ ପହଞ୍ଚିଛି ।…
Read More...

କରୋନା ନିୟମ ଉଲ୍ଲଂଘନ ପାଇଁ ବ୍ରାଜିଲ୍ ରାଷ୍ଟ୍ରପତିଙ୍କୁ ଜରିମାନା

ବ୍ୟାସିଲିଆ: ବ୍ରାଜିଲରେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି । ମହାମାରୀକୁ ନିୟନ୍ତ୍ରଣ କରିବା ଲାଗି ସରକାରଙ୍କ ପକ୍ଷରୁ କୋଭିଡ୍ କଟକଣା ଲାଗୁ କରାଯାଇଛି । ତେବେ ଖୋଦ୍ ରାଷ୍ଟ୍ରପତି ଜୈର ବୋଲସୋନାରେ ଏହାକୁ ଉଲ୍ଳଂଘନ କରିଥିବା ଜଣାପଡିଛି । ଏଥିପାଇଁ ମାରନହାଓ ପ୍ରଦେଶର…
Read More...

ଦେଶରେ କମୁଛି, ରାଜ୍ୟରେ ବଢୁଛି

ଭୁବନେଶ୍ୱର: ରାଜ୍ୟରେ କଟକଣା ଏବଂ ସଚେତନତା ସତ୍ୱେ ମହାମାରୀ କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବଢିଚାଲିଛି । ଆଜି ସଂକ୍ରମଣ ଓ ମୃତକଙ୍କ ସଂଖ୍ୟା ସର୍ବକାଳୀନ ରେକର୍ଡ ଭଙ୍ଗ କରିଛି । ରାଜ୍ୟରେ ଆଜି ଦିନକରେ ୧୨୮୫୨ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨୯ଜଣଙ୍କର ମୃତ୍ୟୁ ଘଟିଛି ।…
Read More...

ମଙ୍ଗଳ ପୃଷ୍ଠରେ ଚାଲିଲା ଚୀନ୍‌ର ‘ଜୁୁରୋଙ୍ଗ’

ବେଜିଙ୍ଗ: ଚୀନ ପ୍ରେରିତ ରୋଭର୍ ‘ଜୁରୋଙ୍ଗ’ ଗତକାଲି ପ୍ରଥମ କରି ଲୋହିତ ଗ୍ରହ ମଙ୍ଗଳ ପୃଷ୍ଠରେ ଗତି କରିଥିବା କଥା ଉକ୍ତ ରୋଭର୍ ପାଇଁ ଥିବା ଚୀନ ସାମାଜିକ ଗଣମାଧ୍ୟମରୁ ଜଣାପଡିଛି । ଚୀନ୍‌ର ପୌରାଣିକ ଅଗ୍ନିଦେବତା ‘ଜୁରୋଙ୍ଗ’ଙ୍କ ନାମାନୁସାରେ ନାମିତ ଏହି ରୋଭ୍‌ର ବେଜିଙ୍ଗ ସମୟ ସକାଳ…
Read More...