Browsing Category

ପ୍ରମୁଖ ଖବର

ପୋଲିସ ଗୁଳିରେ ୧୩ ମାଓବାଦୀ ନିହତ

ମୁମ୍ବାଇ: ଗଢ଼ଚିରୌଲୀ ଜିଲ୍ଲା ଅନ୍ତର୍ଗତ ଜଙ୍ଗଲରେ ମହାରାଷ୍ଟ୍ର ପୋଲିସ ‘ସି-୬୦’ କମାଣ୍ଡୋମାନଙ୍କ ସହ ଗୁଳି ବିନିଭୟ କରି ଅନ୍ୟୂନ ୧୩ ଜଣ ମାଓମାଦୀ ନିହତ ହୋଇଥିବା କଥା ଶୁକ୍ରବାର ଦିନ ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି । ସଭା କରିବା ଲାଗି ମାଓବାଦୀମାନେ କେମିତି ଫାଣ୍ଡି ନିକଟବର୍ତୀ
Read More...

ମିଗ୍ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟ୍ ମୃତ

ପଞ୍ଜାବର: ପଞ୍ଜାବର ମୋଗା ନିକଟରେ ବାୟୁସେନାର ଏକ ମିଗ୍‌-୨୧ ବିମାନ ଦୁର୍ଘଟଣାଗ୍ରଗସ୍ତ ହୋଇଛି । ଏଥିରେ ଜଣେ ପାଇଲଟ୍ ଅଭିନବ ଚୌଧୁରୀଙ୍କ ମୃତ୍ୟୁ ଘଟିଛି । ନିୟମିତ ପ୍ରଶିକ୍ଷଣ ଉଡ଼ାଣ ସମୟରେ ଗୁରୁବାର ରାତି ପ୍ରାୟ ସାଢ଼େ ୯ଟାରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏସପି (ମୁଖ୍ୟାଳୟ)
Read More...

ମେ’ ଶେଷ ବେଳକୁ କରୋନା ସଂକ୍ରମଣ କମିବ!

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି ରାଜ୍ୟରେ ଟେଷ୍ଟି ବଢ଼ୁଥିବାରୁ ସଂକ୍ରମଣ ସଂଖ୍ୟା ବଢ଼ୁଛି । ନମୁନା ପରୀକ୍ଷା ଅନୁଯାୟୀ ସଂକ୍ରମିତଙ୍କ ସଂଖ୍ୟା ଅଧିକ ନାହିଁ । ୮୦ ପ୍ରତିଶତ ଆଇସିୟୁ
Read More...

ଖୁବ୍ ଶିଘ୍ର ଆସିବ ଉଡନ୍ତା ଟାକ୍ସି

ଲଣ୍ଡନ: ବିଜ୍ଞାନ ଓ ପ୍ରଯୁକ୍ତିର ଚମତ୍କାରିତା ବଳରେ ଖୁବଶୀଘ୍ର ରାସ୍ତାକୁ ଆସିବ ଉଡନ୍ତା ଟାକ୍ସି । ଫଳରେ ଏହାଦ୍ୱାରା ଟ୍ରାଫିକ ସଙ୍କେତ ନିକଟରେ ଦୀର୍ଘ ସମୟ ଧରି ଅଟକି ରହିବା ସମସ୍ୟା ଆଉ ରହିବ ନାହିଁ । ଆସନ୍ତା ୨୦୨୪-୨୫ ସୁଦ୍ଧା ଏହା ବାସ୍ତବ ରୂପ ନେବ ବୋଲି ଆଶା ପ୍ରକାଶ କରିଛନ୍ତି
Read More...

ରାଜ୍ୟରେ ୧୨,୫୨୩ ପଜିଟିଭ ଚିହ୍ନଟ,୨୭ ମୃତ

ଭୁବନେଶ୍ୱର: ଗତ ୨୪ ଘଂଟା ଭିତରେ ରାଜ୍ୟରେ ୧୨,୫୨୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ସଙ୍ଗରୋଧରୁ ୭୦୧୨ ଚିହ୍ନଟ ହୋଇଥିବା ବେଳେ ୫୫୧୧ ଜଣ ହେଉଛନ୍ତି । ସ୍ଥାନୀୟ ଆକ୍ରାନ୍ତ ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି । ଗତ ୨୪ ଘଂଟାରେ
Read More...

ସମ୍ଭାବ୍ୟ ବାତ୍ୟା ‘ୟସ’ ପାଇଁ ଆମେ ପ୍ରସ୍ତୁତ: ଏସ୍‌ଆର୍‌ସି

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ୟସ’ ୨୬ ତାରିଖ ସକାଳେ ଉତର ଓଡ଼ିଶା ଓ ସୁନ୍ଦରବନ ମଧ୍ୟ ଦେଇ ସ୍ଥଳ ଭାଗ ସ୍ପର୍ଶ କରିପାରେ । ତେବେ ଭାରତୀୟ ପାଣି ପାଗ ନିର୍ଦ୍ଦେଶାଳୟର ମହାନିଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ, ଆସନ୍ତା କାଲି ପ୍ରଥମେ ଏହା ଲଘୁଚାପ ରୂପ ନେବ । ୨୪ ତରିଖ ବେଳେକୁ
Read More...

କର୍ଣ୍ଣାଟକ୍‌: ୧୫ ଦିନରେ ୧୯ହଜାର ଶିଶୁ କରୋନା ଆକ୍ରାନ୍ତ

ବେଙ୍ଗାଲୁରୁ ମହାମାରୀ କରୋନାର ତୃତୀୟ ଲହର ଯେ କୌଣସି ସମୟରେ ଆସିବା ନେଇ ବିଶେଷଜ୍ଞମାନେ ସତର୍କ କରାଇ ଦେଇଥିଲା ବେଳେ ଏହା ଶିଶୁ ମାନଙ୍କ ପାଇଁ ଘାତକ ହେବ । କିନ୍ତୁ ତୃତୀୟ ଲହର ପୂର୍ବରୁ କର୍ଣ୍ଣାଟକରେ ଗତ ୧୫ଦିନ ମଧ୍ୟରେ ୧୯ ହଜାର ଶିଶୁ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ଗତ
Read More...

ବାପାଙ୍କ ଏକାଦଶାହରେ ଆଖିବୁଜିଲେ ଜ୍ୟେଷ୍ଠ ପୁଅ

ଭୁବନେଶ୍ୱର: ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ଏକାଦଶାହ ଯାଇନଥିବା ବେଳେ ଆଜି ତାଙ୍କର ବଡ ପୁଅ ରଣଜୀ କ୍ରିିକେଟର ପ୍ରଶାନ୍ତ ମହାପାତ୍ରଙ୍କର କରୋନାରେ ମୃତ୍ୟୁ ଘଟିଛି । ଭୁବନେଶ୍ୱର ଏମ୍ସରେ ସେ କରୋନା ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ । ପ୍ରଶାନ୍ତଙ୍କ ଭାଇ ତଥା ସ୍ୱର୍ଗତ
Read More...

ରାଜ୍ୟରେ ସଂକ୍ରମଣ ପୁଣି ୧୧ହଜାର ପାର୍

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନା ଗତ ୩ଦିନ ଧରି ୧୦ହଜାରରେ ସ୍ଥିର ରହିବା ପରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୧୧ହଜାର ପାର୍ ହୋଇଛି । ରାଜ୍ୟରେ ଆଜି ଦିନକରେ ୧୧,୦୯୯ ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୬୨୧୪ ଏବଂ ସ୍ଥାନୀୟ ସଂକ୍ରମିତ
Read More...

ବଙ୍ଗୋପସାଗରରେ ଆସୁଛି ବାତ୍ୟା

ନୂଆଦିଲ୍ଲୀ: ପୂର୍ବ କେନ୍ଦ୍ରୀୟ ବଙ୍ଗୋସାଗରରେ ଆସନ୍ତା ୨୨ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ୨୨ରୁ ୨୫ତାରିଖ ମଧ୍ୟରେ ଏହା ଉତର-ପଶ୍ଚିମ ଦିଗରେ ଗତି କରି ବାତ୍ୟା ରୂପ ନେବ ବୋଲି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।
Read More...