Browsing Category

ପ୍ରମୁଖ ଖବର

ବାପାଙ୍କ ଏକାଦଶାହରେ ଆଖିବୁଜିଲେ ଜ୍ୟେଷ୍ଠ ପୁଅ

ଭୁବନେଶ୍ୱର: ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ଏକାଦଶାହ ଯାଇନଥିବା ବେଳେ ଆଜି ତାଙ୍କର ବଡ ପୁଅ ରଣଜୀ କ୍ରିିକେଟର ପ୍ରଶାନ୍ତ ମହାପାତ୍ରଙ୍କର କରୋନାରେ ମୃତ୍ୟୁ ଘଟିଛି । ଭୁବନେଶ୍ୱର ଏମ୍ସରେ ସେ କରୋନା ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ । ପ୍ରଶାନ୍ତଙ୍କ ଭାଇ ତଥା ସ୍ୱର୍ଗତ
Read More...

ରାଜ୍ୟରେ ସଂକ୍ରମଣ ପୁଣି ୧୧ହଜାର ପାର୍

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନା ଗତ ୩ଦିନ ଧରି ୧୦ହଜାରରେ ସ୍ଥିର ରହିବା ପରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୧୧ହଜାର ପାର୍ ହୋଇଛି । ରାଜ୍ୟରେ ଆଜି ଦିନକରେ ୧୧,୦୯୯ ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୬୨୧୪ ଏବଂ ସ୍ଥାନୀୟ ସଂକ୍ରମିତ
Read More...

ବଙ୍ଗୋପସାଗରରେ ଆସୁଛି ବାତ୍ୟା

ନୂଆଦିଲ୍ଲୀ: ପୂର୍ବ କେନ୍ଦ୍ରୀୟ ବଙ୍ଗୋସାଗରରେ ଆସନ୍ତା ୨୨ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ୨୨ରୁ ୨୫ତାରିଖ ମଧ୍ୟରେ ଏହା ଉତର-ପଶ୍ଚିମ ଦିଗରେ ଗତି କରି ବାତ୍ୟା ରୂପ ନେବ ବୋଲି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।
Read More...

ଦିନକରେ ନେଲା ୪୫୨୯ ଜୀବନ

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ତୃତୀୟ ଦିନପାଇଁ ମହାମାରୀ କରୋନାର ଦ୍ୱିତୀୟ ଲହରର ଦୈନିକ ସଂକ୍ରମଣ ୩ଲକ୍ଷ ତଳେ ଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ଦିନକୁ ଦିନ ବୃଦ୍ଧି ପାଉଛି । ମହାମାରୀ କରୋନା ଏବେ ଦେଶରେ ମୃତ୍ୟୁର ତାଣ୍ଡବ ସୃଷ୍ଟି କରିଛି । ସରକାରୀ ସୁତ୍ରରୁ ମିଳିଥିବା ସୂଚନା
Read More...

କରୋନାର ଦ୍ୱିତୀୟ ଲହର ନେଲାଣି ୨୭୦ଡାକ୍ତରଙ୍କ ଜୀବନ

ନୂଆଦିଲ୍ଲୀ: ମହାମାରୀ କରୋନାରେ ଦ୍ୱିତୀୟ ଲହରରେ ବର୍ତମାନ ସୁଦ୍ଧା ୨୭୦ଜଣ ଡାକ୍ତରଙ୍କ ମୃତ୍ୟୁ ଘଟିଥିବା ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମଏ) ପକ୍ଷରୁ କୁହାଯାଇଛି । ଗତବର୍ଷ କରୋନା ୭୩୬ ଜଣ ଡାକ୍ତରଙ୍କ ଜୀବନ ନେଇଥିଲା । ଦୁଇ ବର୍ଷ ମଧ୍ୟରେ ଦେଶ ପ୍ରାୟ ୧୦୦୦ ଜଣ ଡାକ୍ତରଙ୍କୁ
Read More...

ଦେଶରେ ରେକର୍ଡ ଭାଙ୍ଗିଲା କରୋନା ମୃତ୍ୟୁ ଦିନକରେ ୪୩୨୯ ମୃତ : ଆଉ ୨,୬୩,୫୩୩ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ କ୍ରମାଗତ କିଛି ଦିନ ଧରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିଲା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ଥମିବାର ନାଁ ଧରୁନାହିଁ । ଆଜି ଦେଶରେ ୪୩୨୯ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଯାହାକି ସର୍ବକାଳୀନ ରେକର୍ଡ । ମହାମାରୀ ସଂକ୍ରମଣ ହେଲା ଦିନଠାରୁ ଦେଶର
Read More...

‘ତଉ ତେ’ର ତାଣ୍ଡବ : ୨୦ମୃତ

ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟି ହୋଇଥିବା ସାମଦ୍ରିକ ବାତ୍ୟା ‘ତଉ ତେ’ ଗତ କାଲି ରାତି ପ୍ରାୟ ୮ଟା ୩୦ରେ ଗୁଜୁରାଟ ଉପକୂଳରେ ଲ୍ୟାଣ୍ଡଫଲ କରିଛି । ସାମୁଦ୍ରିକ ବାତ୍ୟା ତଉ ତେ’ ଏବେ ଦୁର୍ବଳ ହୋଇଥିଲେ ମଧ୍ୟ ଗୁଜୁରାଟରେ ପ୍ରବଳ ବର୍ଷା ଲାଗି ରହିଛି । ୧୬ହଜାରରୁ ଉର୍ଦ୍ଧ୍ୱ ବାସ ଗୃହ
Read More...

ରାଜ୍ୟରେ ୧୦ହଜାର ତଳକୁ ଖସୁନି କରୋନା

ଭୁବନେଶ୍ୱର: ରାଜ୍ୟରେ ଦିର୍ଘ ୨ସପ୍ତାହ ଧରି ଲକ୍‌ଡାଉନ୍ ଏବଂ ଟିକାକରଣ ସତ୍ୱେ ମହାମାରୀ କରୋନା ସଂକ୍ରମଣ ଥମିବାର ନାଁ ଧରୁନାହିଁ । ଗତ ୧ସପ୍ତାହ ଧରି ସଂକ୍ରମଣ ୧୦ହଜାରରୁ ଖସୁ ନାହିଁ । ଆଜି ରାଜ୍ୟରେ ୧୦୩୨୧ ଜଣ ନୂଆ କରୋନା ସଂକ୍ରମିତଙ୍କୁୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରୁ
Read More...

୧୯ ଲକ୍ଷ ଦ୍ୱିତୀୟ ଡୋଜ୍ ଅପେକ୍ଷାରେ

ଭୁବନେଶ୍ୱର: କରୋନାର ମୁକାବିଲା ପାଇଁ ରାଜ୍ୟରେ ଟିକା ଅଭାବ ଯୋଗୁଁ ଏବେ ୧୯ଲକ୍ଷ ଲୋକ ଦ୍ୱିତୀୟ ଡୋଜ୍ ଅପେକ୍ଷାରେ ଅଛନ୍ତି । ରାଜ୍ୟକୁ ତୁରନ୍ତ ପ୍ରର୍ଯ୍ୟାପ୍ତ ଟିକା ଯୋଗାଇଦେବା ପାଇଁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ କୁମାର ମହାପାତ୍ର କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ
Read More...

ଓଡିଶାକୁ ଆସୁଛି ବାତ୍ୟା!

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ଆସନ୍ତା ୨୨ତାରିଖ ବେଳକୁ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେଉଥିବା ନେଇ କେନ୍ଦ୍ର ଭୂ-ବିଜ୍ଞାନ ମନ୍ତ୍ରାଳୟର ସଚିବ ମାଧବନ ରାଜୀବନ୍ କହିଛନ୍ତି । ଏହା କମଃଶ ସାମୁଦ୍ରିକ ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି । ତେବେ ଏହା କେଉଁଠି ଲ୍ୟାଣ୍ଡଫଲ କରିବ ତାହା ବର୍ତମାନ
Read More...