Browsing Category

ପ୍ରମୁଖ ଖବର

ଜୁୁନ୍ ୧ଯାଏଁ ବଢିଲା ଲକ୍‌ଡାଉନ୍

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନା ଭୂତାଣୁର ଦ୍ୱିତୀୟ ଲହର ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ଆସନ୍ତା ଜୁନ୍ ମାସ ୧ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍ ଅବଧି ବୃଦ୍ଧି କରିଛନ୍ତି । ଆସନ୍ତାକାଲି ୧୯ ତାରିଖ ସକାଳ ୫ଟାରେ ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ୍ ଅବଧି ଶେଷ ହେଉଥିଲା ।
Read More...

ଦେଶରେ ୩ଲକ୍ଷ ତଳକୁ ଖସିଲା ସଂକ୍ରମଣ : ୪,୧୦୬ ମୃତ

ନୂଆଦିଲ୍ଲୀ: ମହାମାରୀ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଦୀର୍ଘ ୨୬ ଦିନ ପରେ ୩ଲକ୍ଷ ତଳକୁ ହ୍ରାସ ପାଇଛି । ଆଜି ଦେଶରେ ଦିନକରେ ୨,୮୧,୩୮୬ କରୋନା ସଂକ୍ରମିତ ହୋଇଛନ୍ତି । ସୂଚନା ଯୋଗ୍ୟ ଯେ, ଗତ ଏପ୍ରିଲ ମାସ ୨୨ତାରିଖ ଦିନ ପ୍ରଥମ ଥର ପାଇଁ ଦେଶରେ ସଂକ୍ରମଣ ୩ଲକ୍ଷ ଅତିକ୍ରମ କରିଥିଲା ।
Read More...

ଘରୋଇ ଆମ୍ବୁଲାନ୍ସ ପାଇଁ ନୂଆ ଭଡା ଧାର୍ଯ୍ୟ

ଭୁବନେଶ୍ୱର: କରୋନା କାଳରେ ଆମ୍ବୁଲାନ୍ସଗୁଡିକ ଲୋକଙ୍କ ଠାରୁ ମନଇଚ୍ଛା ଭଡା ନେଉଥିବା ବେଳେ ଶେଷରେ ରାଜ୍ୟ ସରକାର ଆଜି ଉଭୟ ଘରୋଇ ହସ୍ପିଟାଲ ଓ ଘରୋଇ ଆମ୍ବୁଲାନ୍ସ ଗୁଡିକ ପାଇଁ ଦର ନିଦ୍ଧାରଣ କରିଛନ୍ତି । ଦର ନିର୍ଦ୍ଧାରଣ ନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି
Read More...

ଭୟଙ୍କର ରୂପ ନେଇ ଗୁଜୁରାଟ ମୁହାଁ ‘ତଉ ତେ’

ମୁମ୍ବାଇ: ଆରମ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ତଉ ତେ’ ଅଧିକ ଭୟଙ୍କର ରୂପ ନେଇ ଏବେ ଗୁୁଜୁରାଟ ମୁହାଁ ହୋଇଛି । ଏହାର ପ୍ରଭାବରେ ସମୁଦ୍ର ମଧ୍ୟରେ ପବନର ଘଂଟାପ୍ରତି ବେଗ ୨୧୦ କିମି ବେଗରେ ପ୍ରବାହିତ ହେଉଥିଲା ବେଳେ ଗୋଆ , କର୍ଣ୍ଣାଟକ, ମହାରାଷ୍ଟ୍ରରେ ପ୍ରବଳ ବର୍ଷା
Read More...

ଥମୁନି କରୋନା : ଖୋର୍ଦ୍ଧାକୁ ଟପିଲା କଟକ

ଭୁବନେଶ୍ୱର: ରାଜ୍ୟରେ ମହାମାରୀ ଭୂତାଣୁ ସଂକ୍ରମଣ ଗତକାଲି ତୁଳନାରେ ଆଜି ସାମାନ୍ୟ ହ୍ରାସ ପାଇଥିଲା ବେଳେ ଖୋର୍ଦ୍ଧା ଜିଲ୍ଲାକୁ କଟକ ଅତିକ୍ରମ କରିଛି । ଆଜି ରାଜ୍ୟରେ ୧୦,୭୫୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ସଙ୍ଗରୋଧରୁ ୬୦୨୪ ଚିହ୍ନଟ ହୋଇଥିବା ବେଳେ ୪୭୩୩ ଜଣ
Read More...

ଡିଆରଡିଓ ଔଷଧ ୨-ଡିଜିର ଶୁଭାରମ୍ଭ

ନୂଆଦିଲ୍ଲୀ: କରୋନା ମହାମାରୀ ମୁକାବିଲା ପାଇଁ ପ୍ରତିରକ୍ଷା ଗବେଷଣା ଉନ୍ନୟନ ପ୍ରତିଷ୍ଠାନ (ଡିଆରଡିଓ) ପ୍ରସ୍ତୁତ କରିଥିବା ୨-ଡିଜି ଔଷଧର ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଶୁଭାରମ୍ଭ କରିଛନ୍ତି । ଏଥିଲାଗି ଆୟୋଜିତ ଏକ ଉତ୍ସବରେ ଉଭୟ
Read More...

ଟିଏମ୍‌ସିର ୨ମନ୍ତ୍ରୀଙ୍କ ସହ ୪ ନେତା ଗିରଫ

କୋଲକାତା: ବହୁ ଚର୍ଚ୍ଚିତ ନାରଦ ଲାଞ୍ଚ ମାମଲାରେ ପଶ୍ଚିମବଙ୍ଗର ଦୁଇଜଣ ବରିଷ୍ଟ ମନ୍ତ୍ରୀ ଫିରହାଦ୍ ହକିମ୍ ଏବଂ ସୁବ୍ରତ ମୁଖାର୍ଜୀଙ୍କ ସହ ପୂର୍ବତନ ମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ବିଧାୟକ ମଦନ ମିତ୍ର ଏବଂ କୋଲକାତାର ପୂର୍ବତନ ମେୟର ତଥା ଟିଏମ୍‌ସିର ପୂର୍ବତନ ନେତା ଶୋଭନ ଚାର୍ଟାଜୀଙ୍କୁ
Read More...

ଭୁବନେଶ୍ୱରରେ ବରିଷ୍ଠ ନାଗରିକଙ୍କ ଟିକାକରଣ ପାଇଁ ନୂଆ ବ୍ୟବସ୍ଥା

ଭୁବନେଶ୍ୱର: କରୋନା ଟେଷ୍ଟ ତଥା ଟିକାକରଣ ନିମନ୍ତେ ଭୁବନେଶ୍ୱର ମହାନଗର ନିଗମ ଅଂଚଳର ବରିଷ୍ଠ ନାଗରିକମାନଙ୍କ ପାଇଁ କରାଯାଇଥିବା ସ୍ୱତନ୍ତ୍ର ବ୍ୟବସ୍ଥା ଆଜି ଠାରୁ କାର୍ଯ୍ୟକାରୀ ହେବ । ବିଏମ୍‌ସି ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ବ୍ୟବସ୍ଥା ଅନୁସାରେ ଯେଉଁ ବରିଷ୍ଠ ନାଗରିକମାନେ ଏକୁଟିଆ
Read More...

ଶ୍ରୀମନ୍ଦିରରେ ଦର୍ଶନ ଜୁନ୍ ୧୫ ପର୍ଯ୍ୟନ୍ତ ମନା

ପୁରୀ: ପୁଣି ବଢ଼ିଲା ଶ୍ରୀମନ୍ଦିର ଦର୍ଶନ କଟକଣା । ଜୁନ୍ ୧୫ ତାରିଖ ଯାଏଁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ମନା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣା ଅବଧି ବଢ଼ିଲା କୋଭିଡ ସ୍ଥିତିକୁ ନେଇ ସମୀକ୍ଷା ବୈଠକରେ ଏହି ନିଷ୍ପତି ହୋଇଛି । ସୀମିତ ସେବାୟତଙ୍କୁ ନେଇ ଶ୍ରୀଜିଉଙ୍କ
Read More...

ପୁଣି ବଢିଲା ପେଟ୍ରୋଲ, ଡିଜେଲ୍‌

ନୂଆଦିଲ୍ଲୀ: ଦୈନଦିନ ବୃଦ୍ଧି ଯୋଗୁଁ ପେଟ୍ରୋଲ-ଡିଜେଲ ଦର ପ୍ରତିଦିନ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି । ସରକାରୀ ତୈଳ କମ୍ପାନୀ ଆଜି ମଧ୍ୟ ତୈଳ ଦଳ ବୃଦ୍ଧି କରିଛି । ଏଥିସହ ଦେଶର ଅଧିକାଂଶ ସହରରେର ତୈଳ ଦର ଏୈବ ୧୦୦ ଟଙ୍କା ଅତିକ୍ରମ କରିଛି । ଶ୍ରୀଗଙ୍ଗାନଗର, ଅନୁପପୁର, ରିୱା,
Read More...