ଦିଲ୍ଲୀ, ହରିଆନାରେ ବଢିଲା ଲକ୍ଡାଉନ୍
ନୂଆଦିଲ୍ଲୀ: କରୋନା ସଂକ୍ରମରକୁ ଦୃଷ୍ଟିରେ ରଖି ଦିଲ୍ଲୀ ଓ ହରିଆନା ସରକାର ଆଜି ଆଉ ସପ୍ତାହକ ପାଇଁ ଲକ୍ଡାଉନ୍ ବୃଦ୍ଧି କରିଛନ୍ତି । ଜାତୀୟ ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ହ୍ରାସ ପାଇବା ସତ୍ୱେ ଦିଲ୍ଲୀ ସରକାର ଆଜି ପୁଣି ସପ୍ତାହକ ପାଇଁ ଲକ୍ଡାଉନ୍ ବୃଦ୍ଧି କରିଛନ୍ତି । ସଂକ୍ରମଣ!-->…
Read More...
Read More...