Browsing Category

ପ୍ରମୁଖ ଖବର

ଗୋଟିଏ ଦିନରେ ଚାଷୀଙ୍କ ଖାତାରେ ପିଏମ୍-କିଷାନ୍ ଓ କାଳିଆ କିସ୍ତି

ନୂଆଦିଲ୍ଲୀ: ପବିତ୍ର ଅକ୍ଷୟ ତୃତୀୟା ଅବବ୍ୟାହିତ ପୂର୍ବରୁ ଆଜି ପିଏମ୍ କିଷାନ ସମ୍ମାନନିଧି ଯୋଜନାରେ ଏବଂ ଓଡିଶା ସରକାରଙ୍କ କାଳିଆ ଯୋଜନାରେ କିସ୍ତି ଅର୍ଥ ସିଧାସଳଖ ଚାଷୀଙ୍କ ଖାତାକୁ ସ୍ଥାନାନ୍ତରିତ କରାଯାଇଛି । ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ‘
Read More...

ଆମେରିକାରୁ ହଟିଲା ମାସ୍କ

ୱାଶିଂଟନ: ମହାମାରୀ କରୋନାରେ ସର୍ବାଧିକ କ୍ଷତିଗ୍ରସ୍ତ ଆମେରିକା ଆଜି ନିଜକୁ ମାସ୍କ ମୁକ୍ତ ରାଷ୍ଟ୍ର ଘୋଷଣା କରିଛି । ଆମେରିକାର ସେଂଟର ଫର ଡିଜିଜି ପକ୍ଷରୁ ଆଜି ଦେଶରେ ମାସ୍କ ଉପରୁ କଟକଣାକୁ ହଟାଇଦେଇଛନ୍ତି । କୁହାଯାଇଛି ଯେ, ଦେଶରେ ଏକ ବୃହତ ଜନସଂଖ୍ୟାର ଟିକାକରଣ କରାଯାଇଛି ।
Read More...

ସ୍ପୁଟନିକ୍‌-ଭି ଟିକାର ଶୁଭାରମ୍ଭ : ମୂଲ୍ୟ ୯୯୫ ଟଙ୍କା

ହାଇଦ୍ରାବାଦ: ଋଷ୍ ନିମିତ ବହୁ ଚର୍ଚ୍ଚିତ ସ୍ପୁଟନିକ୍‌-ଭି କରୋନା ଟିକାର ଆଜି ହାଇଦ୍ରାବାଦ୍‌ରେ ଶୁଭାରମ୍ଭ କରାଯାଇଛି । ଡଃ ରେଡ୍ଡି ଲାବରେଟୋରୀ ପକ୍ଷରୁ ଆଜି ସ୍ପୁଟନିକ-ଭି ଟିକା କରଣ ଆରମ୍ଭ ହୋଇଛି । ଏହି ଟିକାର ଡୋଜ୍ ପ୍ରତି ମୂଲ୍ୟ ୯୪୮ ଟଙ୍କା ରହିଛି । ତେବେ ୫% ଜିଏସ୍‌ଟି ପାଇଁ
Read More...

ଦେଶରେ ୩,୪୩,୧୪୪ ପଜିଟିଭ୍ : ୪୦୦୦ ମୃତ

ନୂଆଦିଲ୍ଲୀ: ଦେଶରେ ଆଜି ଦିନକ ମଧ୍ୟରେ ପୁଣି ୩,୪୩,୧୪୪ କରୋନା ସଂକ୍ରମିିତ ହୋଇଥିଲା ବେଳେ ୪୦୦୦ ଜଣଙ୍କର ମୃତ୍ୟୁ ଘଟିଛି । ଫଳରେ ଦେଶରେ ସମୁଦାୟ କୋଭିଡ୍ ସଂକ୍ରମିତ ସଂଖ୍ୟା ୨,୪୦, ୪୬, ୮୦୯ ଓ ମୃତ୍ୟୁ ସଂଖ୍ୟା ୨,୬୨,୩୧୭ରେ ପହଞ୍ଚିଛି । ସେହିଭଳି ଦିନକରେ ୩,୪୪,୭୭୬ ଆକ୍ରାନ୍ତ
Read More...

ଏଣିକି ୮୪ ଦିନ ପରେ କୋଭିସିଲ୍ଡର ଦ୍ୱିତୀୟ ଡୋଜ୍

ନୂଆଦିଲ୍ଲୀ:ଏଣିକି ପ୍ରଥମ ଡୋଜ୍ ନେବାର ୮୪ ଦିନ ପରେ କୋଭିସିଲ୍ଡର ଦ୍ୱିତୀୟ ଡୋଜ୍ ମିଳିବ । ପ୍ରଥମ ଡୋଜ୍ ନେବାର ୧୨ ସପ୍ତାହ ବା ୮୪ ଦିନ ଭିତରେ କେହି ଦ୍ୱିତୀୟ ଡୋଜ୍ ନେଇପାରିବେ ନାହିଁ କିମ୍ବା ଅନଲାଇନ୍‌ରେ ସ୍ଲଟ୍ ବୁକିଂ ହୋଇପାରିବ ନାହିଁ । ତେବେ ପ୍ରଥମରୁ କୋୱିନ୍‌ରେ ସ୍ଲଟ ବୁକିଂ
Read More...

ରେକର୍ଡ ଭାଙ୍ଗିଲା ସଂକ୍ରମଣ ଓ ମୃତ୍ୟୁ

ଭୁବନେଶ୍ୱର: ମହାମାରୀ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଥମିବାର ନାଁ ଧରୁନାହିଁ । ରାଜ୍ୟରେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି । ଏପରିକି ରାଜ୍ୟରେ ବଳବତର ଥିବା ୧୪ ଦିନିଆ ତାଲାବନ୍ଦ ଏବଂ ସପ୍ତାହାନ୍ତ ସଟ୍‌ଡାଉନ୍ ସଂକ୍ରମଣକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି । ଆଜି ଗୋଟିଏ
Read More...

୬ରୁ ୮ ସପ୍ତାହ ‘ଲକ୍‌ଡାଉନ୍‌’ ଜରୁରୀ : ଆଇସିଏମ୍‌ଆର୍‌’ ମୁଖ୍ୟ

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଥମିବାର ନାଁ ଧରୁନଥିବା ବେଳେ ଏହାର ମୁକାବିଲା ପାଇଁ ଲକ୍‌ଡାଉନ୍ ଏବେ ଏକ ମାତ୍ର ପନ୍ଥା ବୋଲି ଆଇସିଏମ୍‌ଆର୍ ପକ୍ଷରୁ କୁହାଯାଇଛି । ଅଧିକ ସଂଖ୍ୟକ କୋଭିଡ-୧୯ ସଂକ୍ରମଣ ରିପୋର୍ଟ କରୁଥିବା ଜିଲ୍ଲାଗୁଡିକ ଆହୁରି ୬ରୁ୮ ସପ୍ତାହ
Read More...

ମଇ ଶେଷ ପର୍ଯ୍ୟନ୍ତ ୪ ଏକ୍ସପ୍ରେସ ଟ୍ରେନ ବାତିଲ୍

ଭୁବନେଶ୍ୱର: କମ ପୃଷ୍ଠପୋଷକତା ଏବଂ କୋଭିଡ୧୯ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଛାଡୁଥିବା ଚାରି ଯୋଡ଼ା ବିଶେଷ ଏକ୍ସପ୍ରେସ ଟ୍ରେନକୁ ଉଭୟ ପାର୍ଶ୍ୱରୁ ବାତିଲ କରିବାକୁ ନିଷ୍ପତି ନିଆଯାଇଛି । ୦୨୮୬୬/୦୨୮୬୫ ପୁରୀ-ଏଲଟିଟି- ପୁରୀ ସାପ୍ତାହିକ ସ୍ୱତନ୍ତ୍ର
Read More...

ସୂଚନା ଓ ଲୋକ ସମ୍ପର୍କ ବିଭାଗର ଦାୟିତ୍ୱ ଗ୍ରହଣ କଲେ ବିଷ୍ଣୁପଦ

ଭୁବନେଶ୍ୱର: ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ବିଷ୍ଣୁପଦ ସେଠୀ ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ନୂତନ ପ୍ରମୁଖ ଶାସନ ସଚିବଙ୍କ ଦାୟିତ୍ୱ ଗ୍ରହଣ ଅବସରରେ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର
Read More...

ସାତଦିନରେ ବଢିଲାଣି ପେଟ୍ରୋଲ ୧ଟ.୬୫, ଡିଜେଲ୍ ୧ଟ .୮୮

ନୂଆଦିଲ୍ଲୀ: ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ବିଧାନସଭା ନିର୍ବାଚନ ପରେ ଏବେ ପୁଣି ପେଟ୍ରୋଲ ଓ ଡିଜେଲର ଦୈନଦିନ ମୂଲ୍ୟ ବଢିବାରେ ଲାଗିଛି । କ୍ରମାଗତ ସପ୍ତମ ଦିନରେ ପେଟ୍ରୋଲ ଓ ଡିଜେଲ୍‌ର ଲିଟର ପିଛା ମୂଲ୍ୟ ଆଜି ୨୫ ପଇସା ଲେଖାଁଏ ବଢିଛି । ଉଲ୍ଲେଖ ଯୋଗ୍ୟ ଯେ, ଗତ ୭ ଦିନ
Read More...