Browsing Category

ପ୍ରମୁଖ ଖବର

ଏଣିକି ୪୨ ଦିନ ପରେ କୋଭାସିଲ୍ଡର ଦ୍ୱିତୀୟ ଡୋଜ୍

ଭୁବନେଶ୍ୱର: ମହାମାରୀ କରୋନାର ମୁକାବିଲା ଲାଗି ରାଜ୍ୟରେ ଟିକାକରଣ ଅଭିଯାନ ଜାରୀ ରହିଥିଲା ବେଳେ ଏଣିକି ପ୍ରଥମ ଡୋଜ୍ ନେବାର ୪୨ ଦିନ ପରେ କୋଭାସିଲ୍ଡର ଦ୍ୱିତୀୟ ଡୋଜ୍ ମିଳିବ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଆଜି ଏକ ଘୋଷଣା ନାମା ପ୍ରକାଶ ପାଇଛି । ସୂଚନାଯୋଗ୍ୟ ଯେ, ପୂର୍ବରୁ
Read More...

ଶିଶୁଙ୍କ ଉପରେ ହେବ କୋଭାକ୍ସିନ୍ ଟିକା ପରୀକ୍ଷା

ନୂଆଦିଲ୍ଳୀ: ଦେଶରେ ମହାମାରୀ ଭୂତାଣୁ ସଂକ୍ରମଣ ବୃଦ୍ଧି ପାଉଥିଲା ବେେଳେ ଶିଶୁଙ୍କ ଉପରେ ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍ ଟିକାର ପରୀକ୍ଷା ପାଇଁ ଗତ କାଲି ଏକ ବିଶେଷଜ୍ଞ କମିଟି ଅନୁମତି ପ୍ରଦାନ କରିଛି । ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ୨ରୁ ୧୮ ବର୍ଷ ବୟସ୍କବର୍ଗଙ୍କ
Read More...

ଦେଶରେ ଦିନକରେ ୪୨୦୫ ମୃତ : ୩,୪୮,୪୨୧ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନାର ଦ୍ୱିତୀୟ ଲହର ଗତ ୨ଦିନ ଧରି ୪ଲକ୍ଷ ତଳକୁ ଖସିଥିବା ବେଳେ ଆଜି ପୁଣି ଉପରମୁହାଁ ହୋଇଛିି । ସେହିପରି ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଆଜି ଦିନକରେ ଦେଶରେ ୪୨୦୫ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିଲା ବେଳେ ୩,୪୮,୪୨୧ ଜଣ ପଜିଟିଭ୍
Read More...

ରାଜ୍ୟରେ ୧୧ହଜାର ମୁହାଁ ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନ ଦୈନିକ ସଂକ୍ରମଣ ସଂଖ୍ୟା ୧୦ ହଜାରର ସାମାନ୍ୟ ତଳକୁ ହ୍ରାସ ପାଇଥିବାବେଳେ ଆଜି ପୁଣି ଦିନକରେ ସଂକ୍ରମଣ ୧୧ ହଜାର ମୁହାଁ ହୋଇଛି । ଆଜି ଦିନକରେ ରାଜ୍ୟରେ ୧୦,୯୮୨ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୬୧୪୯ ଥିବା ବେଳେ
Read More...

ତୃତୀୟ ଲହର ପାଇଁ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଜିଲ୍ଲାସ୍ତରରେ କୋଭିଡ ଚିକିତ୍ସା କେନ୍ଦ୍ର ଗୁଡିକରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା ଏବଂ ମେଡିକାଲ ଅକ୍‌ସିଜେନ ସୁବିଧା ଉପରେ ୨୪ ଘଂଟିଆ ତଦାରଖ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି କୋଭିଡ ଚିକିତ୍ସା କରୁଥିବା ବେସରକାରୀ ମେଡିକାଲ ଉପରେ ସତର୍କ ଦୃଷ୍ଟି
Read More...

କରୋନା ଭୁତାଣୁକୁ ମାରିପାରିବ ମାସ୍କ

କୋଲକାତା: କରୋନା ଭୁତାଣୁ ଠାରୁ ଜୀବନ ରକ୍ଷା କରିବାଲାଗି ଟିକା ପ୍ରସ୍ତୁତ ହୋଇଛି । କିନ୍ତୁ କରୋନା ଭୁତାଣୁକୁ ମାରିପାରିବା କ୍ଷମତା ଥିବା ଏକ ମାସ୍କ ଉଦ୍ଭାବନ କରି ଚର୍ଚ୍ଚାକୁ ଆସିଛନ୍ତି ଜଣେ ଦ୍ୱାଦଶ ଶ୍ରେଣୀର ଛାତ୍ରୀ, ତାଙ୍କ ନା’ହେଉଛି ଦିଗନ୍ତିକା ବୋଷ ଏବଂ ଘର ପଶ୍ଚିମବଙ୍ଗରେ ।
Read More...

ଆମେରିକାରେ ପିଲାଙ୍କୁ ଟିକା

ୱାସିଂଟନ୍‌: ଆମେରିକାରେ ଏଣିକି ପିଲାଙ୍କୁ ଟିକା ଦିଆଯିବ । ଏହି ନିଷ୍ପତି ଆମେରିକା ସରକାର ନେଇଥିବା ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ ଉକ୍ତ ଟିକା ୧୨ ବର୍ଷରୁ ୧୫ ବର୍ଷ ବୟସ୍କ ପିଲାମାନଙ୍କୁ ଦିଆଯିବା ପାଇଁ ସ୍ଥିର ହୋଇଛି । ସୂଚନା ଯୋଗ୍ୟ, ଏହା ପୂର୍ବରୁ କାନାଡାରେ ପିଲାମାନେ ଟିକା
Read More...

ସିବିଏସଇ ଦ୍ୱାଦଶ ବୋର୍ଡ ପରୀକ୍ଷା ନିଷ୍ପତି ଜୁନ ପରେ

ନୁଆଦିଲ୍ଲୀ: ଦେଶରେ କୋଭିଡର ଦ୍ୱିତୀୟ ପର୍ଯ୍ୟାୟ ଭୟାନକ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ସିବିଏସଇ ଦ୍ୱାଦଶ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ କି ନାହିଁ ତାହାକୁ ଦ୍ୱନ୍ଦ ଲାଗିଥିବା ବେଳେ ବୋର୍ଡ ପକ୍ଷରୁ କୁହାଯାଇଛି, ଯେ ଏ ସମ୍ପର୍କରେ ଜୁନ ପରେ ଚୁଡାନ୍ତ ନିଷ୍ପତି ନିଆଯିବ । ସିବିଏସଇର
Read More...

ଓଡ଼ିଶାରେ ଦୈନିକ ସଂକ୍ରମଣ ବଢ଼ୁଛି: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଦେଶରେ ଗତ ଦୁଇ ଦିନ ହେଲା ସଂକ୍ରମଣ ସଂଖ୍ୟାରେ ହ୍ରାସ ପରିଲକ୍ଷିତ ହୋଇଛି କିନ୍ତୁ ଏହା ଏକ ପ୍ରାରମ୍ଭିକ ଟ୍ରେଣ୍ଡ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି । ଦେଶର ୧୩ଟି ରାଜ୍ୟରେ ଏବେ ୧ ଲକ୍ଷରୁ ଅଧିକ ସକ୍ରିୟ ମାମଲା, ୬ଟି ରାଜ୍ୟରେ ୫୦
Read More...

ରାଜ୍ୟ ସାରା କାଳବୈଶାଖୀ ବର୍ଷା

ଭୁବନେଶ୍ବର: ଦିନରେ ରାତିର ଭ୍ରମ । ଅଚାନକ ଘୋଟି ଆସିଲା କଳାହାଣ୍ଡିଆ ମେଘ । ସାରା ରାଜ୍ୟରେ ହୋଇଛି କାଳବୈଶାଖୀ ବର୍ଷା । କେତେକ ସ୍ଥାନକେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିଥିବା ଦେଖିବାକୁ ମିଳିଛି । କଟକରେ ଘଂଟାପ୍ରତି ୬୦ରୁ ୭୦ କିଲୋମିଟର ବେଗରେ ପବନ ବହିବା ସହ ରାଜଧାନୀ ଭୁବନେଶ୍ୱରରେ
Read More...