Browsing Category

ପ୍ରମୁଖ ଖବର

ମାଡିଆସୁଛି ‘ବ୍ଲାକ୍ ଫଙ୍ଗସ’ : ଓଡିଶାରେ ହୋଇନି ଠାବ

ଭୁବନେଶ୍ୱର: ମହାମାରୀ କରୋନା ପରେ ଏବେ ଦେଶର କେତେକ ରାଜ୍ୟରେ ଆତଙ୍କର କାରଣ ହୋଇଥିବା ‘ବ୍ଲାକ୍ ଫଙ୍ଗସ୍‌’ ଭୂତାଣୁ ଓଡିଶାରେ ଚିହ୍ନଟ ହୋଇନାହିଁ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ ଯେ, ଦୀର୍ଘ ଦିନ ଧରି ଆଇସିୟୁରେ ଚିକିତ୍ସିତ ହେବା ପରେ ଆରୋଗ୍ୟ ଲାଭ
Read More...

ଦେଶରେ ୩,୬୬,୧୬୧ ସଂକ୍ରମିତ: ୩୭୫୪ ମୃତ

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନାର ସଂକ୍ରମଣ ଆଜି ୫ଦିନ ପରେ ୪ଲକ୍ଷ ତଳକୁ ଖସିଛି । ଆଜି ପୁଣି ୩,୬୬.୧୬୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲା ବେଳେ ଆଜି ଦିନକରେ ୩.୭୫୪ ଜଣ ମୃତ୍ୟୁ ବରଣ କରିଛନ୍ତି । ଦେଶରେ ଆଜି ସଂକ୍ରମଣ ୫% ହ୍ରାସ ପାଇଥିବା କୁହାଯାଇଛି । ଭାରତରେ ସମୁଦାୟ କୋଭିଡ୍
Read More...

୧୭ ଯାଏଁ ୟୁପିରେ ଲକ୍‌ଡାଉନ୍‌

ଲକ୍ଷ୍ନୌ : କରୋନା ଭୂତାଣୁ ସଂକ୍ରମଣ ବୃଦ୍ଧି ଯୋଗୁୁଁ ଉତର ପ୍ରଦେଶ ସରକାର ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲକ୍‌ଡାଉନ ଲାଗୁ କରିଛନ୍ତି । ରାଜ୍ୟର ସମସ୍ତ ଦୋକାନ ଓ ପ୍ରତିଷ୍ଠାନ ସବୁ ବନ୍ଦ ରହିବ । ଏ ସଂକ୍ରାନ୍ତରେ ଟୁଇଟ୍ କରି ଉତର ପ୍ରଦେଶ ଏସିଏସ୍‌’ ଇନ୍‌ଫର୍ମେସ୍ ନବୀନତ
Read More...

ଦେଶରେ ୪ଲକ୍ଷରୁ କମୁନି ସଂକ୍ରମଣ : ୪,୦୯୨ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମହାମାରୀ ବ୍ୟାପିବା ଦିନରୁ ଚଳିତ ସପ୍ତାହରେ ୫ଥର ଦୈନିକ ସଂକ୍ରମଣ ସଂଖ୍ୟା ୪ଲକ୍ଷ ଟପିଥିବା ବେଳେ ଆଜି ଦିନକର ୪,୦୯୨ଜର ମୃତ୍ୟୁ ବରଣ କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ସମଗ୍ର ଦେଶରେ ୨୪ ଘଂଟା ମଧ୍ୟରେ ୪,୦୩,୭୩୮
Read More...

ରାଜ୍ୟରେ ପୁଣି ୧୦,୬୩୫ ଆକ୍ରାନ୍ତ : ୧୯ ମୃତ

ଭୁବନେଶ୍ୱର: ରାଜ୍ୟରେ ପୁଣି ଆଜି ୧୦,୬୩୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬୦୧୨ ଜଣ ସଙ୍ଗରୋଧରୁ ଓ ୪୬୨୩ ସ୍ଥାନୀୟ ଆକ୍ରାନ୍ତ ଅଛନ୍ତି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧,୫୬୪ ଜଣ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ ଜିଲ୍ଲାରୁ ୯୩୪ ଜଣ ଚିହ୍ନଟ ହୋଇଛନ୍ତି
Read More...

ପୁଞ୍ଚରେ ୧୦ଟି ହ୍ୟାଣ୍ଡ ଗ୍ରେନେଡ ଜବତ

ଶ୍ରୀନଗର: ରବିବାର ଦିନ ଜାମ୍ମୁ ଓ କାଶ୍ମୀର ଅନ୍ତର୍ଗତ ପୁଞ୍ଚ ଜିଲ୍ଲାର ଏକ ଗୁପ୍ତ ସ୍ଥାନରେ ଆତଙ୍କବାଦୀମାନେ ଲୁଚାଇ ଥିବା ୧୯ଟି ହ୍ୟାଣ୍ଡ ଗ୍ରେନେଡ୍ ଉଦ୍ଧାର କରାଯିବା ସହ ନିରାପତା ବଳଙ୍କ ଉପରେ ହେବାକୁ ଥିବା ଆକ୍ରମଣ ଯୋଜନା ଭଣ୍ଡୁର ହୋଇଥିବା କଥା ପ୍ରତିରକ୍ଷା ବିଭାଗର ଜଣେ ମୁଖପାତ୍ର
Read More...

ହିମନ୍ତ ବିଶ୍ୱଶର୍ମା ହେବେ ଆସାମର ନୂଆ ମୁଖ୍ୟମନ୍ତ୍ରୀ

ଗୌହାଟୀ: ବିଜେପିର ବରିଷ୍ଠ ନେତା ହିମନ୍ତ ବିଶ୍ୱଶର୍ମା ଆସାମର ଆସାମର ପରବର୍ତୀ ମୁଖ୍ୟମନ୍ତ୍ରୀ ହେବେ । ଆଜି ଗୌହାଟୀରେ ଅନୁଷ୍ଠିତ ନବନିର୍ବାଚିତ ବିଜେପି ବିଧାୟକ ଦଳ ବୈଠକରେ ଶ୍ରୀ ବିଶ୍ୱଶର୍ମା ସର୍ବ ସମ୍ମତିକ୍ରମେ ବିଧାୟକ ଦଳର ନେତା ନିର୍ବାଚିତ ହୋଇଛନ୍ତି । ବିଦାୟୀ ମୁଖ୍ୟମନ୍ତ୍ରୀ
Read More...

ଓଡିଶାକୁ ୩୩୩କୋଟି ଟଙ୍କା କେନ୍ଦ୍ରୀୟ ଅନୁଦାନ

ନୂଆଦିଲ୍ଲୀ: ରାଜ୍ୟରେ ମହାମାରୀ କରୋନାର ମୁକାବିଲା ପାଇଁ କେନ୍ଦ୍ର ସରକାର ଆଜି ଓଡିଶାକୁ ୩୩୩କୋଟି ୮୦ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର କରିଛନ୍ତି । ଏହି ଅର୍ଥ ଗ୍ରାମପଞ୍ଚାୟତ, ବ୍ଲକ ଏବଂ ଜିଲ୍ଲାସ୍ତରରେ ବିନିଯୋଗ ହେବ । କରୋନା ମୁକାବିଲା ପାଇଁ ଓଡିଶା ସହ ୨୫ଟି ରାଜ୍ୟର ପଞ୍ଚାୟତକୁ କେନ୍ଦ୍ର
Read More...

ଲକ୍ଷଣ ଥାଇ ଆଂଟିଜେନ୍ ନେଗେଟିଭ ଆସିଲେ ଜଣାନ୍ତୁ: କମିଶନର

କଟକ: ରାଜ୍ୟରେ ଦିନକୁ ଦିନ କରୋନା ମାମଲା ଲଗାତର ବଢ଼ିବାରେ ଲାଗିଛି । କଟକରେ ମଧ୍ୟ କ୍ରମାଗତ ପଜିଟିଭ ସଂଖ୍ୟା ବୃଦ୍ଧି ଯାଉଛି । ତେବେ କଟକରେ କରୋନା ସ୍ଥିତି କେମିତି ଅଛି, ସେ ନେଇ ସୂଚନା ଦେଇଛନ୍ତି ସିଏମସି କମିଶନର ଅନନ୍ୟା ଦାସ । ସିଏମସି କମିଶନର କହିଛନ୍ତି, ଏବେ କଟକର ସହରରେ ଏବେ କଟକ
Read More...

ପଥର ଖାଦନରେ ବିସ୍ଫୋରଣ : ୧୦ ମୃତ

ଆନ୍ଦ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶ କଡପା ଜିଲ୍ଲା କଲାସପାଡୁ ମଣ୍ଡଳର ଏକ ପଥର ଖାଦନରେ ଆଜି ବିସ୍ଫୋରଣ ଘଟି ୧୦ ଶ୍ରମିକଙ୍କର ମୃତ୍ୟୁ ଘଟିଛି । ପଥର ଫଟାଇବା ଲାଗି ବିସ୍ଫୋରକକୁ ବ୍ୟବହାର କରାଯାଉଥିବା ସମୟରେ ତାହା ବିସ୍ଫୋରଣ ଘଟିଥିଲା । ସୂଚନା ଅନୁସାରେ, କଡପା ଜିଲ୍ଲାର ଏକ ଗ୍ରାନାଇଟ୍ ପଥର
Read More...