Browsing Category

ପ୍ରମୁଖ ଖବର

ଲକଡ଼ାଉନରେ ଓମଫେଡ୍‌ର କ୍ଷୀର ନେବା ବନ୍ଦ

ଭୁବନେଶ୍ୱର: ବୁଧବାରଠାରୁ ଆରମ୍ଭ ହୋଇଥିବା ଲକଡ଼ାଉନ ଦୁଗ୍ଧ ଚାଷୀଙ୍କ ପାଇଁ ପୁଣିଥରେ ଦୁର୍ଦ୍ଦଶା ନେଇଆସିଛି । ଗତବର୍ଷ ଲକଡ଼ାଉନ, ସଟଡ଼ାଉନ ସମୟରେ ଓମଫେଡ଼ ସମେତ ବିଭିନ୍ନ ଦୁଗ୍ଧ ସଂଗ୍ରହକାରୀ କମ୍ପାନୀମାନେ ମାସମାସ ଧରି କ୍ଷୀର ସଂଗ୍ରହ କଲେ ନାହିଁ । ଚାଷୀ ବାଧ୍ୟ ହୋଇ କ୍ଷୀରକୁ ରାସ୍ତାରେ
Read More...

ଟ୍ରେନ୍ ଯାତ୍ରୀଙ୍କ ପାଇଁ ଏସଓପି

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ଟ୍ରେନ୍ ଯୋଗେ ଯାତ୍ରୀମାନଙ୍କ ଚଳାଚଳ ପାଇଁ ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋଟୋକଲ୍ (ଏସଓପି) ଜାରି କରିଛି । ଏଣିକି ୱେଟିଂ ଲିଷ୍ଟରେ ଥିବା ଯାତ୍ରୀମାନଙ୍କୁ ଟ୍ରେନରେ ଯାତ୍ରା କରିବା ଏବଂ ଷ୍ଟେସନରେ ପ୍ରବେଶ କରିବାକୁ
Read More...

ଦେଶରେ ଘଂଟାକୁ କରୋନା ନେଉଛି ୧୫୦ ଜୀବନ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦିନକୁଦିନ ରେକର୍ଡ ସୃଷ୍ଟି କରୁଥିଲା ବେଳେ ଦୈନିକ ମୃତ୍ୟୁ ସଂଖ୍ୟା ମଧ୍ୟ ରେକର୍ଡ ଭାଙ୍ଗୁଛି । ଦେଶରେ ଏବେ ଦୈନିକ ହାରାହାରି ମୃତ୍ୟୁ ୪ହଜାର ମୁହାଁ ହୋଇଛି । ମିଳିଥିବା ଏକ ପରିସଂଖ୍ୟାନରୁ ଦେଶରେ ଘଂଟାକୁ ୧୫୦ଜଣ ମୃତ୍ୟୁ ବରଣ କରୁଥିବା କୁହାଯାଇଛି ।
Read More...

ଦିନକରେ ୪,୧୪,୧୮୮ ଆକ୍ରାନ୍ତ : ୩୯୧୫ ମୃତ

ନୂଆଦିଲ୍ଲୀ: ଦେଶରେ ଗତକାଲି ଗୋଟିଏ ଦିନରେ ୪,୧୪, ୧୮୮ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଏଥିସହିତ ଗୋଟିଏ ଦିନରେ ଦେଶରେ ୩୯୧୫ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଭାରତରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୧୪.୯୧,୫୯୮କୁ ବୃଦ୍ଧିପାଇଛି । ସଂକ୍ରମିତଙ୍କ ମଧ୍ୟରୁ ୧.
Read More...

ପହଞ୍ଚିଲା ୨ଲକ୍ଷ କୋଭାସିଲ୍ଡ ଟିକା

ଭୁବନେଶ୍ୱର: ଆଜି ରାଜ୍ୟରେ ୨ଲକ୍ଷ କୋଭାସିଲ୍ଡ ଟିକା ପହଞ୍ଚିଛି । ଏହି ଟିକାକୁ ତୁରନ୍ତ ସମସ୍ତ ଜିଲ୍ଲାକୁ ପଠାଇ ଦିଆଯାଇଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଆଜି ହାଇଦ୍ରାବାଦର ଏକ ସ୍ୱତନ୍ତ୍ର ବିମାନରେ ୧୫ ପେଟି ତଥା ୨ଲକ୍ଷ କୋଭାସିଲ୍ଡ ଟିକା
Read More...

ତାମିଲ୍‌ନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଷ୍ଟାଲିନ୍

ଚେନ୍ନାଇ: ତାମିଲ୍‌ନାଡୁର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଆଜି ଡିଏମ୍‌କେ ସୁପ୍ରିମୋ ଏମ୍‌.କେ ଷ୍ଟାଲିନ୍ ଶପଥ ଗ୍ରହଣ କିଛନ୍ତି । ତାଙ୍କ ନେତୃତ୍ୱରେ ଏକ ୩୩ଜଣିଆ ମନ୍ତ୍ରିମଣ୍ଡଳ ମଧ୍ୟ ଶପଥ ଗ୍ରହଣ କରିଛି । ଆଜି ରାଜଭବନରେ ଆୟୋଜିତ ଏକ ନିରାଡମ୍ଭର ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ ବନୱାରୀଲାଲ୍
Read More...

୮ଟି ସହରକୁ ରେଳ ଚଳାଚଳ ବାତିଲ

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନାକୁ ଦୃଷ୍ଟିରେ ରଖି ରେଳବାଇ ୮ଟି ସହରକୁ ରେଳଚଳାଚଳ ବାତିଲ କରିଛି । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରେଳ ଚଳାଚଳ ବନ୍ଦ ରହିବ ବୋଲି କୁହାଯାଇଛି । ସେହିପରି ଯାତ୍ରୀ ନ ହେବାରୁ ପୂର୍ବତଟ ରେଳପଥ ପକ୍ଷରୁ ଆଉ ୪ଟି ଦୈନିକ ସ୍ୱତନ୍ତ୍ର ଟ୍ରେନ୍ ବାତିଲ୍ ହୋଇଛି ।
Read More...

ଦିଲ୍ଲୀକୁୁୁ ଦୈନିକ ୭୦୦ ମେଟ୍ରିକ୍ ଟନ୍ ଅକ୍ସିଜେନ୍ ଯୋଗାଅ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀକୁ ଦୈନିକ ୭୦୦ ମେଟ୍ରିକ ଟନ୍ ତରଳ ମେଡିକାଲ୍ ଅକ୍ସିଜେନ୍ ଯୋଗାଇ ଦେବାକୁ ସୁପ୍ରିମକୋର୍ଟ ଆଜି କେନ୍ଦ୍ର ସରକାରଙ୍କୁ କର୍ଡା ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟର ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱାରେ ଗଠିତ ଖଣ୍ଡପୀଠ ଜାତୀୟ ରାଜଧାନୀ
Read More...

ରାଜ୍ୟରେ ୧୨ହଜାର ଡେଇଁଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଆଜି ସଂକ୍ରମଣଙ୍କ ସଂଖ୍ୟା ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି । ଦିନକରେ ପୁଣି ୧୨,୨୩୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ଭିତରୁ ୬୯୧୪ ଜଣ ସଙ୍ଗରୋଧରୁ ଓ ୫୩୨୪ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ
Read More...

ଭୁବନେଶ୍ୱରରେ ଟିକା ଉତ୍ପାଦନ ୟୁନିଟ୍‌ର ନିର୍ମାଣ ଆରମ୍ଭ, ୨୦୨୨ ଜୁନ୍ ସୁଦ୍ଧା କୋଭାକ୍ସିନ୍ ଉତ୍ପାଦନ ଲକ୍ଷ୍ୟ

ଭୁବନେଶ୍ୱର: ଓଡ଼ିଶାରେ ବ୍ୟବସାୟ ଅନୁଗୁଳ ବାତାବରଣ ଏବଂ ଇଡେକା ମାଧ୍ୟମରେ ତ୍ୱରିତ ଜମି ଆବଂଟନ ପ୍ରକ୍ରିୟାକୁ ଭୁବନେଶ୍ୱରର ଅନ୍ଧାରୁଆଠାରେ ଟିକା ଉତ୍ପାଦନ ଶିଳ୍ପାନୁଷ୍ଠାନର ନିର୍ମାଣ କାର୍ଯ୍ୟ ଇତି ମଧ୍ୟରେ ଆରମ୍ଭ ହୋଇଛି । ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଆବଶ୍ୟକୀୟ ବୈଧାନିକ ଏବଂ ଆଇନଗତ
Read More...