Browsing Category

ପ୍ରମୁଖ ଖବର

ଦେଶରେ ମାଡିଚାଲିଛି କରୋନା

ନୂଆଦିଲ୍ଲୀ: ମହାମାରୀ କରୋନାର ଦ୍ୱିତିୟ ଲହର ଦେଶରେ ଦିନକୁ ଦିନ ରେକର୍ଡ ଭାଙ୍ଗିବା ସହ ସକ୍ରମଣ ମାଡିଚାଲିଛି । ଆଜି ଦିନକରେ ୩,୮୬,୪୫୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦିନକରେ କରୋନା ଆକ୍ରାନ୍ତ ସଂଖ୍ୟାରେ ଦେଶରେ ନୂଆ ରେକର୍ଡ ସୃଷ୍ଟି ହୋଇଛି । ସେହିଭଳି
Read More...

ଚିନ୍ତା ବଢାଇଲା ଖୋର୍ଦ୍ଧା

ଭୁବନେଶ୍ୱର: ରାଜ୍ୟରେ ୮୬୮୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ସଙ୍ଗରୋଧରୁ ୪୯୪୮ ଓ ୩୭୩୩ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ସେହିପରି ଆଜି ଦିନକରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି । ଆଜି ଦିନକରେ ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୦୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି
Read More...

ଯୁକ୍ତ ଦୁଇ ପରୀକ୍ଷା ବାତିଲ ପାଇଁ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ଧର୍ମଶାଳା : ରାଜ୍ୟରେ କରୋନାର ପ୍ରଥମ ଲହରୀ ପାଇଁ ଗତବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ହୋଇପାରିଲା ନାହିଁ । ଚଳିତବର୍ଷ ମଧ୍ୟ କରୋନାର ଦ୍ୱିତୀୟ ଲହରୀ ଚାଲିଥିବା ବେଳେ ବିଦ୍ୟାଳୟରେ ପାଠପଢ଼ା ମଧ୍ୟ ବନ୍ଦ ହୋଇଛି । ଏସମୟରେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବାକୁ ରାଜ୍ୟ ସରକାର ଘୋଷଣା କରିଥିବା
Read More...

କୋଭିଡ଼ ପାଇଁ ତିନୋଟି ସ୍ୱତନ୍ତ୍ର ଟ୍ରେନ୍ ବାତିଲ

ଭୁବନେଶ୍ୱର: କୋଭିଡ଼ ସଂକ୍ରମଣ ବୃଦ୍ଧି ଦୃଷ୍ଟିରେ ରଖି ଏବଂ ଏହାର ସଂକ୍ରମଣକୁ ବନ୍ଦ କରିବା ପାଇଁ ରେଳବାଇ ପକ୍ଷରୁ ପଦକ୍ଷେପ ନିଆଯାଇ ନିମ୍ନଲିଖିତ ଅନୁଯାୟୀ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ତିନୋଟି ସ୍ୱତନ୍ତ୍ର ଟ୍ରେନ ପରବର୍ତୀ ଆଦେଶ ପର୍ଯ୍ୟନ୍ତ ବାତିଲ କରିବାକୁ ନିଷ୍ପତି ନେଇଛି ।
Read More...

ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଅଢେଇ କୋଟି ଲୋକଙ୍କ ପଞ୍ଜିକରଣ

ନୂଆଦିଲ୍ଲୀ: ଦେଶରେ ଆସନ୍ତାକାଲି (ଶନିବାର) ଠାରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ । ତେବେ ଶୁକ୍ରବାର ସକାଳ ସୁଦ୍ଧା ଟିକାକରଣ ପାଇଁ ୨କୋଟି ୪୫ ଲକ୍ଷ ଲୋକ କୋୱିନ୍ ପୋର୍ଟାଲ୍ରେ ପଞ୍ଜିକରଣ କରିଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ କହିଛି
Read More...

ଜେଲରୁ ଛାଡ ପାଇଲେ ଲାଲୁ

ନୂଆଦିଲ୍ଲୀ: ରାଞ୍ଚି ଉଚ୍ଚ ନ୍ୟାୟାଳୟ ମଞ୍ଜୁର କରିଥିବା ଜାମିନର ସମସ୍ତ ଆନୁଷଙ୍ଗିକ ଆଇନଗତ ଦିନ ପୂରଣ କରିବା ପରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ଲାଲୁ ପ୍ରସାଦ ଯାଦବ ଗୁରୁବାର ଜେଲରୁ ଛାଡ ପାଇଛନ୍ତି । ଲୁଲୁ ପ୍ରସାଦ ଝାଡଖଣ୍ଡର ରାଞ୍ଚିସ୍ଥିତ ଡୁମକା ଟ୍ରେଜେରୀ ମାମଲାରେ ଉଚ୍ଚ
Read More...

୪୦ରୁ ଅଧିକ ଦେଶ ଭାରତକୁ ସହାୟତା କରିବେ

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁର ୨ୟ ତରଙ୍ଗ ଭୟାବହ ପରିସ୍ଥିତି ସୃଷ୍ଟି କରିଛି। ଦୈନିକ ସଂକ୍ରମଣ ୪ ଲକ୍ଷ ନିକଟତର ହୋଇଥିଲାବେଳେ ମୃତ୍ୟୁ ସଂଖ୍ୟା ୩ ହଜାର ପାର୍‌ କରିଛି। ଦେଶରେ ଚିକିତ୍ସା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ରୋଗୀଙ୍କୁ ଅମ୍ଳଜାନ ମିଳୁନାହିଁ। ରେମଡେସିଭିର ଭଳି
Read More...

ଭାରତକୁ ଆସୁଥିବା ଚିକିତ୍ସା ଉପକରଣକୁ ଅଟକାଉଛି ଚୀନ

ୱାଶିଂଟନ: କରୋନା ମହାମାରୀର ୨ୟ ତରଙ୍ଗକୁ ନେଇ ଭାରତର ଚିକିତ୍ସା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ସମୟରେ ବିଶ୍ଵର ବିଭିନ୍ନ ଦେଶ ସହାୟତା କରିବାକୁ ଆଗେଇ ଆସିଛନ୍ତି। କେଉଁ ଦେଶରୁ ଅମ୍ଳଜାନ ଆସିଲାଣି ତ ଆଉ କେଉଁ ଦେଶରୁ ଅମ୍ଳଜାନ ପ୍ରସ୍ତୁତକାରୀ ଉପକରଣ ଆସୁଛି। ଆମେରିକା ଏହି କଠିନ ସମୟରେ ଭାରତ
Read More...

ମାଇକେଲ କଲିନ୍ସଙ୍କ ପରଲୋକ : ନୀଲ ଆମଷ୍ଟ୍ରଙ୍ଗଙ୍କୁ ଚନ୍ଦ୍ରପୃଷ୍ଠରେ ପହଞ୍ଚାଇଥିବା ଆପୋଲୋ-୧୧ର ପାଇଲଟ୍‌

ୱାଶିଂଟନ: ଆପୋଲୋ-୧୧ ଅଭିଯାନକୁ ଚନ୍ଦ୍ରପୃଷ୍ଠରେ ସଫଳତାପୂର୍ବକ ଅବତରଣ କରିଥିବା ଆମେରିକୀୟ ମହାକାଶଚାରୀ ମାଇକେଲ କଲିନ୍ସଙ୍କର ପରଲୋକ ଘଟିଛି। ତାଙ୍କୁ ୯୦ ବର୍ଷ ହୋଇଥିଲା। ସେ କର୍କଟ ରୋଗରେ ଆକ୍ରାନ୍ତ ଥିଲେ। ଗତ ବୁଧବାର ସେ ଶେଷନିଃଶ୍ଵାସ ତ୍ୟାଗ କରିଛନ୍ତି। ମାଇକେଲ ଆପୋଲୋ-୧୧ର ପାଇଲଟ୍‌
Read More...

ଭିଜିଲାନ୍ସ ଜାଲରେ ତହସିଲଦାର

ଫୁଲବାଣୀ: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି କନ୍ଧମାଳ ଜିଲ୍ଲା ରାଇକିଆ ତହସିଲଦାର ଚକ୍ରଧର ପାଢୀ। ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ତହସିଲଦାର ଚକ୍ରଧର ପାଢ଼ୀଙ୍କୁ ଗିରଫ କରିଛି। ମଣ୍ଡାକିଆର ସେନାପତି ପ୍ରଧାନଙ୍କ ଜବତ ଟ୍ରାକ୍ଟରକୁ ମୁକ୍ତ କରିବା
Read More...