Browsing Category

ପ୍ରମୁଖ ଖବର

ଭାରତକୁ ଆସୁଥିବା ଚିକିତ୍ସା ଉପକରଣକୁ ଅଟକାଉଛି ଚୀନ

ୱାଶିଂଟନ: କରୋନା ମହାମାରୀର ୨ୟ ତରଙ୍ଗକୁ ନେଇ ଭାରତର ଚିକିତ୍ସା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା ସମୟରେ ବିଶ୍ଵର ବିଭିନ୍ନ ଦେଶ ସହାୟତା କରିବାକୁ ଆଗେଇ ଆସିଛନ୍ତି। କେଉଁ ଦେଶରୁ ଅମ୍ଳଜାନ ଆସିଲାଣି ତ ଆଉ କେଉଁ ଦେଶରୁ ଅମ୍ଳଜାନ ପ୍ରସ୍ତୁତକାରୀ ଉପକରଣ ଆସୁଛି। ଆମେରିକା ଏହି କଠିନ ସମୟରେ ଭାରତ
Read More...

ମାଇକେଲ କଲିନ୍ସଙ୍କ ପରଲୋକ : ନୀଲ ଆମଷ୍ଟ୍ରଙ୍ଗଙ୍କୁ ଚନ୍ଦ୍ରପୃଷ୍ଠରେ ପହଞ୍ଚାଇଥିବା ଆପୋଲୋ-୧୧ର ପାଇଲଟ୍‌

ୱାଶିଂଟନ: ଆପୋଲୋ-୧୧ ଅଭିଯାନକୁ ଚନ୍ଦ୍ରପୃଷ୍ଠରେ ସଫଳତାପୂର୍ବକ ଅବତରଣ କରିଥିବା ଆମେରିକୀୟ ମହାକାଶଚାରୀ ମାଇକେଲ କଲିନ୍ସଙ୍କର ପରଲୋକ ଘଟିଛି। ତାଙ୍କୁ ୯୦ ବର୍ଷ ହୋଇଥିଲା। ସେ କର୍କଟ ରୋଗରେ ଆକ୍ରାନ୍ତ ଥିଲେ। ଗତ ବୁଧବାର ସେ ଶେଷନିଃଶ୍ଵାସ ତ୍ୟାଗ କରିଛନ୍ତି। ମାଇକେଲ ଆପୋଲୋ-୧୧ର ପାଇଲଟ୍‌
Read More...

ଭିଜିଲାନ୍ସ ଜାଲରେ ତହସିଲଦାର

ଫୁଲବାଣୀ: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି କନ୍ଧମାଳ ଜିଲ୍ଲା ରାଇକିଆ ତହସିଲଦାର ଚକ୍ରଧର ପାଢୀ। ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ତହସିଲଦାର ଚକ୍ରଧର ପାଢ଼ୀଙ୍କୁ ଗିରଫ କରିଛି। ମଣ୍ଡାକିଆର ସେନାପତି ପ୍ରଧାନଙ୍କ ଜବତ ଟ୍ରାକ୍ଟରକୁ ମୁକ୍ତ କରିବା
Read More...

କରୋନାରେ ସମ୍ବାଦିକ ମାନଓ ରଞ୍ଜନ ଜୟପୁରିଆଙ୍କ ଦେହାନ୍ତ

ଭୁବନେଶ୍ୱର: କରୋନା ନେଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ । ଏକ ଘରୋଇ ଚ୍ୟାନେଲରେ କାର୍ଯ୍ୟରତ ଥିଲେ ମାନସ ରଞ୍ଜନ । କରୋନା ଆକ୍ରାନ୍ତ ହୋଇ ସେ ଚିକିତ୍ସାଧୀନ ଥିଲେ । ଦେହ ଖରାପ ହେବାରୁ ସେ କିଛି ଦିନ ତଳେ ସେ ଦିଲ୍ଲୀରୁ ନିଜ ବାସ ସ୍ଥାନ ସମ୍ବଲପୁୂରକୁ ଫେରି ଥିଲେ । ସେଠାରେ ତାଙ୍କର ପରଲୋକ
Read More...

୩,୬୦ଲକ୍ଷ ଆକ୍ରାନ୍ତ : ୩୨୯୩ ମୃତ

ନୂଆଦିଲ୍ଳୀ: ଦେଶରେ ମହାମାରୀ କରୋନା ଭୂତାଣୁ ସଂକ୍ରମଣର ଦ୍ୱିତୀୟ ଲହର ଆଜି ୩ଲକ୍ଷ ୬୦ ହଜାର ଅତିକ୍ରମ କରିଥିଲା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ୩ହଜାର ପାର ହୋଇଛି । ଆଜି ଦିନକରେ ୩,୬୦,୯୬୦ କରୋନା ଭୂତାଣୁ ଜନିତ ନୂତନ ସଂକ୍ରମଣ ଓ ୩,୨୯୩ଜଣଙ୍କ ମୃତ୍ୟୁ ଘଟିଥିବା ରେକର୍ଡ କରାଯାଇଛି । ଗତ
Read More...

ଦିନକରେ ୮୩୮୬ ଆକ୍ରାନ୍ତ

ଭୁବନେଶ୍ୱର: ଗତ ଏକ ସପ୍ତାହଧରି ରାଜ୍ୟରେ ମହାମାରୀ କରୋନା ଭୂତାଣୁ ସଂକ୍ରମଣର ଦ୍ୱିତୀୟ ଲହର ସ୍ଥିର ରହିବା ପରେ ପୁଣି ଉଗ୍ର ମୂହାଁ ହୋଇଛି । ଆଜି ଦିନକରେ ରାଜ୍ୟରେ ପୁଣି ୮୩୮୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୭୮୧ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା
Read More...

୩ ପୋଲିସ ସହ ୯ ଠକ ଗିରଫ : କୋଟିଏ ଟଙ୍କା ଜବତ

ଭୁବନେଶ୍ୱର: କମିଶନ ରେଟ ପୋଲିସ୍ ଆଜି ଝାଡଖଣ୍ଡରେ ଏକ ଠକ୍ ଗ୍ୟାଙ୍ଗକୁ ଗିରଫ କରିବା ସହ ସେମାନଙ୍କ ନିକଟରୁ କୋଟିଏ ଟଙ୍କା ଜବତ କରିଛି । ଗିରଫ ଠକଙ୍କ ମଧ୍ୟରେ ୩ଜଣ ପୋଲିସ୍ କର୍ମଚାରୀ ଅନ୍ତର୍ଭୁକ୍ତ ଅଛନ୍ତି । ସେମାନଙ୍କ ମଧ୍ୟରେ ୨ଜଣ କନଷ୍ଟେବଳ ଓ ଜଣେ ହାବିଲଦାର ଥିବା କୁହାଯାଇଛି ।
Read More...

ଥରିଲା ଆସାମ : ବହୁ ଘର ଦ୍ୱାର କ୍ଷତିଗ୍ରସ୍ତ

ଗୁଆହାଟି: ଆସାମରେ ଆଜି ସକାଳେ ବଡଧରଣର ଭୂକମ୍ପ ଅନୁଭୂତ ହୋଇଛି । ସ୍ଥାନୀୟ ସମୟ ସକାଳ ୭.୫୧ରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୭ ଥିବା ଭାରତର ଜାତୀୟ ଭୂକମ୍ପ ପରିମାପ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଆସାମର ସୋନିତପୁର ଅନ୍ତର୍ଗତ ଢେକିଆଜୁଲି
Read More...

ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ପଞ୍ଜିକରଣ ଆରମ୍ଭ

ନୂଆଦିଲ୍ଲୀ: ଦେଶର ତଥା ପର୍ଯ୍ୟାୟ ତଥା ୧୮ରୁ ୪୪ ବର୍ଷ ବୟସ୍ପକଙ୍କୁ ଟିକା କରଣ ପାଇଁ ଆଜିଠାରୁ ପଞ୍ଜିକରଣ ଆରମ୍ଭ ହୋଇଛି । କୋ-ୱନି’ ପୋଟାଲ୍, ଆରୋଗ୍ୟ ସେତୁ ଏବଂ ଉମଙ୍ଗା ଆପ୍ର ଏର୍ହି ଆରମ୍ଭ ହୋଇଇଛି । ଏାହା ଦ୍ୱାରା ୧୮ ବର୍ଷରୁ ୪୪ ବର୍ଷ ବୟସ୍କକଙ୍କୁ ଟିକା ଦାନ କରାଯାଇପାରିବ । ତେବେ
Read More...

ରାଜ୍ୟ ପାଇଁ କୋଭିସିଲ୍ଡ ଟିକାର ଦାମ କମାଇଲା ସେରମ ଇନଷ୍ଟିଚ୍ୟୁଟ୍

ନୂଆଦିଲ୍ଲୀ: ଗୋଟିଏ ଟିକାର ୩ଟି ଦରକୁ ନେଇ ଲାଗି ରହିଥିବା ବିବାଦ ଭିତରେ କୋଭିସିଲ୍ଡ ଟିକା ଉତ୍ପାଦନକାରୀ କମ୍ପାନୀ ସେରମ୍ ଇନଷ୍‌ଟିଚ୍ୟୁଟ୍ ରାଜ୍ୟ ସରକାର ମାନଙ୍କ ପାଇଁ ଖୁସି ଖବର ଆଣିଛି । ଇନଷ୍ଟିଚ୍ୟୁଟ୍ ପକ୍ଷରୁ ସୂଚନା ଦିଆଯାଇଛି କି ରାଜ୍ୟମାନଙ୍କୁ କୋଭିସିଲ୍ଡ ଟିକାର ପ୍ରତ୍ୟେକ ଡୋଜ୍
Read More...