Browsing Category

ପ୍ରମୁଖ ଖବର

ଓଡିଶା-ଛତିଶଗଡ ସୀମା ସିଲ୍

ଭୁବନେଶ୍ୱର: ମହାମାରୀ କରୋନା ଭୂତାଣୁ ସଂକ୍ରମଣ ଛତିଶଗଡରେ ଦିନକୁ ଦିନ ବଢିଚାଲିଥିବା ଯୋଗୁଁ ରାଜ୍ୟର ସୀମାନ୍ତ ଜିଳ୍ଲାଗୁଡିକର ସମସ୍ତ ପ୍ରବେଶ ପଥକୁ ରାଜ୍ୟ ସରକାର ସିଲ୍ କରିଦେଇଛନ୍ତି । ଛତିଶଗଡ ସୀମାନ୍ତ ସଲଗ୍ନ ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, ଝାରସୁଗୁଡା ଏବଂ ସୁନ୍ଦରଗଡ ଜିଲ୍ଲାର
Read More...

ମାଗିଲେ ୨୫ଲକ୍ଷ : ମିଳିଲା ୨.୫ଲକ୍ଷ କୋଭାସିଲ୍ଡ

ଭୁବନେଶ୍ୱର: ଭୁବନେଶ୍ୱର ଆଜି ଅଢେଇ ଲକ୍ଷ କୋଭିସିଲ୍ଡ ଟିକା ପହଞ୍ଚିଛି । ତେବେ ଟିକା ପହଞ୍ଚିବା ପରେ ସବୁ ଜିଲ୍ଲାକୁ ଟିକା ପଠାଇଦିଆଯାଇଛି ବୋଲି ସ୍ୱାସ୍ଥ୍ୟବିଭାଗର ଜଣେ ବରିÂ ଅଧିକାରୀ କହିଛନ୍ତି । ତେବେ ରାଜ୍ୟ ୨୫ ଲକ୍ଷ ଟିକା ପଠାଇବା ପାଇଁ ଦାବି କରିଥିଲା ବେଳେ ମିଳିଛି ମାତ୍ର ୨ଲକ୍ଷ
Read More...

କଟକ ନର୍ସିଂ କଲେଜ୍ ବନ୍ଦ

କଟକ: କଟକ ବଡ ମେଡିକାଲର ନସିଂ କଲେଜ୍କୁ ବନ୍ଦ ଘୋଷଣା କରାଯାଇଛି । କରୋନା ସଂକ୍ରମର ବଢିବା ପରେ ଏସିଏସ୍ (ସ୍ୱାସ୍ଥ୍ୟ ବିଭାଗ)ଙ୍କ ନିଦେ୍ର୍ଧଶ କ୍ରମେ ନର୍ସିଂ କଲେଜ୍କୁ ବନ୍ଦ କରାଯାଇଥିବା ଅନୁଷ୍ଠାନର ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହା ସହିତ ଆଜି ସନ୍ଧ୍ୟା
Read More...

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା : ୫ ମୃତ

କୋଲ୍କାତା: ପଶ୍ଚିମବଙ୍ଗର କୁଚ୍ ବିହାର ଜିଲ୍ଲା ଅନ୍ତର୍ଗତ ଶୀତଲକୁଚି ନିର୍ବାଚନ ମଣ୍ଡଳୀରେ ଭୋଟ୍ ଗ୍ରହଣ ବେଳେ ଆଜି ବିଜେପି-ତୃଣମୁଳ କଂଗ୍ରେସ କର୍ମୀଙ୍କ ମଧ୍ୟରେ ହିଂସା କାଣ୍ଡ ଘଟି ୫ଜଣଙ୍କର ମୃତୁ୍ୟ ଘଟିଛି । ଭୋଟ ଦେବା ପାଇଁ ଧାଡିରେ ଛିଡା ହୋଇଥିବା ଆନନ୍ଦ ବର୍ମନ୍ ନାମକ ଜଣେ ଯୁବକଙ୍କୁ
Read More...

ବୀମା ଟଙ୍କା ପାଇଁ ସ୍ୱାମୀଙ୍କୁ ଜୀବନ୍ତ ପୋଡି ମାରିଲେ ମହିଳା

କୋଏମ୍ବାଟୁର : ତାମିଲନାଡୁର ଜଣେ ମହିଳା ତାଙ୍କ ସ୍ବାମୀଙ୍କର ୩.୫ କୋଟି ବୀମା ଟଙ୍କା ପାଇବା ପାଇଁ ସ୍ୱାମୀଙ୍କୁ ଜୀଅଁନ୍ତା ପୋଡି ମାରି ହତ୍ୟା କରିଥିବା ଜଣାପଡିଛି। ଏକ ଅଭାବନୀୟ ଘଟଣା କ୍ରମରେ ତାମିଲନାଡୁର ଜଣେ ୫୭ ବର୍ଷ ବୟସ୍କା ମହିଳା ତାଙ୍କର ଜଣେ ସମ୍ପର୍କୀୟଙ୍କ ସହ ମିଶି ନିଜର ୬୨
Read More...

ଦେଶରେ ଦିନକରେ ୧ ଲକ୍ଷ ୪୫ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ଗତକିଛି ଦିନ ତୁଳନାରେ ପ୍ରତିଦିନ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସପ୍ତାହରେ ଲଗାତାର ଏକ ଲକ୍ଷରୁ ଅଧିକ ପଜିଟିଭ ଚିହ୍ନଟ ହେଉଛନ୍ତି। ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୪୫ ହଜାର ୩୮୪ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ମୋଟ ପଜିଟିଭ ସଂଖ୍ୟା
Read More...

ଏମାର ମଠରୁ ପୁଣି ମିଳିଲା ରୁପା ଇଟା

ପୁରୀ: ପୁରୀ ଏମାର ମଠରୁ ପୁଣି ଥରେ ରୁପା ଇଟା ମିଳିଛି। ଏମାର ମଠର ୪ ନମ୍ବର କୋଠରୀରୁ ୮ଖଣ୍ଡ ରୁପା ଇଟା ମିଳିଥିବା ଜଣାପଡ଼ିଛି। ରାଜ୍ୟ ଦେବୋତ୍ତର କମିଶନର ଏମାର ମଠ ମହନ୍ତଙ୍କୁ କ୍ଷମତାଚ୍ୟୁତ କରିବା ପରେ ଗତ ଶୁକ୍ରବାର ନବଗଠିତ ଟ୍ରଷ୍ଟ ବୋର୍ଡ ମଠ ପରିଚାଳନା ଦାୟିତ୍ଵ ଗ୍ରହଣ କରିଥିଲା।
Read More...

ରାଜ୍ୟରେ ୨୪ ଘଣ୍ଟାରେ୧୩୭୪ ନୂଆ ସଂକ୍ରମିତ

ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଦ୍ରୁତଗତିରେ ମାଡିଚାଲିଛି। ସମଗ୍ର ଦେଶ ଓ ରାଜ୍ୟରେ ମାଡିଚାଲିଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ନୂଆ ୧୩୭୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ ଜିଲାରେ ସର୍ବାଧିକ ୩୫୫ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ
Read More...

ଚଢ଼ାଉ ସମୟରେ ଥାନା ଅଧିକାରୀଙ୍କୁ ହତ୍ୟା

ବିହାରର କିଶନଗଞ୍ଜ ଅଞ୍ଚଳରେ ଏକ ଛାତିଥରା ଘଟଣା ସାମ୍ମାକୁ ଆସିଛି। ଏଠାରେ ଚଢ଼ାଉ ପାଇଁ ଯାଇଥିବା ଜଣେ ଥାନା ଅଧିକାରୀଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ଏହି ପୁଲିସ ଅଧିକାରୀ ଜଣକ ଭିଡ ହିଂସାର ଶିକାର ହୋଇଥିବା କୁହାଯାଉଛି। ସୂଚନା ଅନୁସାରେ, କିଶନଗଞ୍ଜ ଟାଉନ ଥାନା ଅଧିକାରୀ ଅଶ୍ଵିନୀ
Read More...

ନରୱେ ପ୍ରଧାନମନ୍ତ୍ରୀଙ୍କୁ ଜରିମାନା

ସାରା ବିଶ୍ଵରେ ଏବେ କରୋନା ମହାମାରୀର ପ୍ରକୋପ ଜାରି ରହିଛି। ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ସବୁ ଦେଶ ଉଦ୍ୟମ ଚଳାଇଛନ୍ତି। ଲକ୍‌ଡାଉନ, ସଟ୍‌ଡାଉନ ଲାଗୁ କରିବା ଭଳି ପଦକ୍ଷେପ ନେଉଛନ୍ତି। କୋଭିଡ ନିୟମ ପାଳନ କରିବାକୁ ସରକାର ନିର୍ଦେଶ ଜାରି କରୁଛନ୍ତି। କିନ୍ତୁ ନରୱେ ପ୍ରଧାନମନ୍ତ୍ରୀ
Read More...