Browsing Category

ପ୍ରମୁଖ ଖବର

ଭୁବନେଶ୍ୱରରେ ହେବ କ୍ୟାନ୍ସର ହସ୍ପିଟାଲ୍

ଭୁବନେଶ୍ୱର: ଭୁବନେଶ୍ୱରରେ ଏକ ଅତ୍ୟାଧୁନିକ କ୍ୟାନ୍ସର ହସ୍ପିଟାଲ୍ ପ୍ରତିଷ୍ଠା ହେବ । ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନ୍ଟେ୍ ବୈଠକରେ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ପସ୍ତାବ ସହ ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି ।
Read More...

ସୁଶିଲ୍ ଚନ୍ଦ୍ର ପରବର୍ତୀ ମୁଖ୍ୟ ନିର୍ବାଚନ କମିଶନର

ନୂଆଦିଲ୍ଲୀ: ନିର୍ବାଚନ ଆୟୁକ୍ତ ସୁଶୀଲ ଚନ୍ଦ୍ର ଦେଶର ପରବର୍ତୀ ମୁଖ୍ୟ ନିର୍ବାଚନ କମିଶନ (ସିଇସି) ହେବେ । ନିର୍ବାଚନ ଆୟୋଗରେ ସବୁଠୁ ବରିଷ୍ଠ ଆୟୁକ୍ତଙ୍କୁ ସିଇସି ଭାବେ ନିଯୁକ୍ତ କରିବାର ପରମ୍ପରା ରହି ଆସିଥିବାରୁ ମୁଖ୍ୟ ନିର୍ବାଚନ କମିଶନ ଭାବେ ସୁଶୀଲ ଚନ୍ଦ୍ରଙ୍କ ନାମକୁ କେନ୍ଦ୍ର
Read More...

ରାଜ୍ୟରେ ୧୭୪୨ ଆକ୍ରାନ୍ତ : ୨ ମୃତ

ଭୁବନେଶ୍ୱର: ରାଜ୍ୟରେ ୧୭୪୨ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରୁ କ୍ୱାରାଂଟାଇନ୍ରୁ ୧୦୧୫ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୭୨୬ ଜଣ ରହିଥିବା ଜଣାଯାଇଛି । ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ଦୁଇଜଣଙ୍କର କରୋନାରେ ମୃତ୍ୟୁ ଘଟିଛି । ସରକାରୀ ସୂତ୍ରରୁ ପ୍ରାପ୍ତ
Read More...

ଦେଶରେ ୧ଲକ୍ଷ ୬୮ ହଜାର ଆକ୍ରାନ୍ତ, ୯୦୪ ମୃତ

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଦିନକୁ ଦନ ଭୟଙ୍କର ହେବାରେ ଲାଗିଛି । ଗତ ୨୪ ଘଂଟାରେ ଦେଶରେ ୧ଲକ୍ଷ ୬୮ ହଜାର ୯୧୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ ଏବେ ମୋଟ୍ ୧କୋଟି ୩୫ଲକ୍ଷ ୨୭ହଜାର ୭୧୭ରେ ପହଞ୍ଚିଛି । ସେହିପରି ଦେଶରେ ଗୋଟିଏ ଦିନରେ ୯୦୪ କରୋନା
Read More...

ସ୍ତ୍ରୀର ମାଡରେ ସ୍ୱାମୀ ମୃତ

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ବାଲିଶଙ୍କରା ବ୍ଲକ ତଳ ସରା ଥାନା ଅନ୍ତର୍ଗତ ଶୁଖାମହାଦେବ ମନ୍ଦିରପଡାରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ଲୁହା ରଡ୍ରେ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ବ୍ୟକ୍ତିଙ୍କ ନାଁ ପ୍ରକାଶ କୁଜୁରୁ । ତାଙ୍କୁ ୪୫ ବର୍ଷ ହୋଇଥିଲା । ତାଙ୍କ ପତ୍ନୀଙ୍କ ନାଁ
Read More...

ଓଡିଶାରେ ୧୩୭୯ ପଜିଟିଭ୍

ଭୁବନେଶ୍ୱର: ଗତ ୨୪ ଘଂଟା ଭିତରେ ରାଜ୍ୟରେ ୧୩୭୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୮୦୮ ଜଣ କ୍ୱାରେଂଟାଇନ୍ରେ ଥିବା ବେଳେ ୫୭୧ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି । ମିଳିଥିବା ସୂଚନା ମୁତାବକ ଗତ ୨୪ ଘଂଟାରେ ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୩୧୭ ଓ ଖୋର୍ଦ୍ଧା
Read More...

ରାଜଧାନୀରେ ବଢୁଛି ସଂକ୍ରମଣ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଅଂଚଳରୁ ଗତକାଲି ୧୭୧ ଜଣ ଆକ୍ରାନ୍ତ ଚିହ୍ନଟ ହାଇଥିବା ବେଳେ ଆଜି (ରବିବାର)୧୪୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିରୁ ୪୫ ଜଣ କ୍ୱାରେଂଟାଇନ୍ ରେ ଥିବା
Read More...

ପଶ୍ଚିମବଙ୍ଗ ନିର୍ବାଚନ – କୁଚ୍‍ବିହାରରେ ୭୨ ଘଣ୍ଟିଆ ପ୍ରବେଶ କଟକଣା

ପଶ୍ଚିମବଙ୍ଗର ହିଂସାଗ୍ରସ୍ତ କୁଚ୍‍ବିହାର ଜିଲ୍ଲାରେ ଆଗାମୀ ୭୨ ଘଣ୍ଟା ପାଇଁ ରାଜନେତାମାନଙ୍କ ପ୍ରବେଶ ଉପରେ ନିର୍ବାଚନ କମିଶନ କଟକଣା ଜାରି କରିଛନ୍ତି। ଆଇନଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ଏଭଳି କଟକଣା ଜାରି କରାଯାଇଛି। ପ୍ରଥମେ ୪୮ଘଣ୍ଟା ପାଇଁ ଏହି କଟକଣା ଲାଗୁ କରାଯାଇଥିବା ବେଳେ ପରେ
Read More...

ଦିନକରେ ଦେଢ ଲକ୍ଷ ଟପିଲା ସଂକ୍ରମଣ

ନୂଆଦିଲ୍ଲୀ : ଦେଶରେ ହୁ ହୁ ହୋଇ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ଓ ମୃତକଙ୍କ ସଂଖ୍ୟା । ଗତକିଛିଦିନ ମଧ୍ୟରେ ୧ ଲକ୍ଷରୁ ଅଧିକ ଦୈନିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ୨୪ ଘଣ୍ଟାରେ ୧ଲକ୍ଷ ୫୨ ହଜାର ୮୭୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ମୋଟ ପଜିଟିଭ ସଂଖ୍ୟା
Read More...

ହାଇଦର ସୁରକ୍ଷା ଦାୟିତ୍ବରେ ଥିବା ୬ ପୁଲିସ କର୍ମଚାରୀ ନିଲମ୍ବିତ

ଭୁବନେଶ୍ବର: ଗ୍ୟାଙ୍ଗଷ୍ଟର ସେଖ୍‌ ହାଇଦର ଫେରାର ହେବା ଘଟଣାରେ ପୁଲିସ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୁରକ୍ଷା ଦାୟିତ୍ବରେ ଥିବା ପୁଲିସ କର୍ମଚାରୀଙ୍କ ଅବହେଳା ଯୋଗୁ ଏପରି ଘଟଣା ଘଟିଥିବା ଜଣାପଡ଼ିବା ପରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବିଭାଗୀୟ
Read More...