Browsing Category

ଦେଶ

68 ତମ ଜାତୀୟ ରେଳ ପୁରସ୍କାର ସମାରୋହରେ ପୂର୍ବତଟ ରେଳପଥକୁ ଦୁଇଟି ସମ୍ମାନଜନକ ଜାତୀୟ ପୁରସ୍କାର

● ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମା ରେଳ ମନ୍ତ୍ରୀଙ୍କ ଠାରୁ ବାଣିଜ୍ୟିକ ଏବଂ ସୁରକ୍ଷା ବିଭାଗରେ ଦୁଇଟି ସମ୍ମାନଜନକ ଦକ୍ଷତା ଶିଲ୍ଡ ଗ୍ରହଣ କଲେ |● ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ପରିଚାଳନା ପ୍ରବନ୍ଧକ (ଡିଭିଜନାଲ ଅପରେସନ୍ ମ୍ୟାନେଜର) ଶ୍ରୀ ରାନ୍ଦି ମନୋଜ ବାବୁ
Read More...

ପାରାଦୀପ ଇଫକୋକୁ ‘ଜାତୀୟ ଶକ୍ତି ସରଂକ୍ଷଣ’ ପୁରସ୍କାର

ପାରାଦୀପ : ଶକ୍ତି ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଓ ଏଥିପ୍ରତି ଅତୁଳନୀୟ ପ୍ରତିବଦ୍ଧତାକୁ ସ୍ୱୀକୃତି ଦେଇ ଇଫକୋ ପାରାଦୀପ ୟୁନିଟ୍ କୁ ସମ୍ମାନଜନକ ଜାତୀୟ ଶକ୍ତି ସଂରକ୍ଷଣ ପୁରସ୍କାର ୨0୨୩ ରେ ସମ୍ମାନିତ କରାଯାଇଛି l କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ଦ୍ୱାରା ପ୍ରଦାନ
Read More...

ବୋଇତ ବନ୍ଦାଣ ଉତ୍ସବ ଓ ବନ୍ଦର ଦିବସରେ ଯୋଗଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ପାରାଦୀପ : ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପାରାଦୀପ ଗସ୍ତରେ ଆସି ପାରାଦୀପ ବନ୍ଦରର ୱେଟ ବେସିନଠାରେ ବୋଇତ ବନ୍ଦାଣ ଉତ୍ସବ ଓ ବନ୍ଦର ଦିବସରେ ଯୋଗଦାନ କରିଥିଲେ । ରାଷ୍ଟ୍ରପତି ପ୍ରଥମେ ଗୋପବନ୍ଧୁ ଷ୍ଟାଡିୟମ୍ ଠାରେ   ନବନିର୍ମିତ ହେଲିପ୍ୟାଡରେ ଅବତରଣ କରିବା ପରେ 
Read More...

‘ୱାର୍ଲଡ ଫୁଡ ଇଣ୍ଡିଆ ୨୦୨୩’ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ନଭେମ୍ବର ୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ପ୍ରଗତି ମଇଦାନରେ ‘ୱାର୍ଲଡ ଫୁଡ ଇଣ୍ଡିଆ ୨୦୨୩’ ପ୍ରଦର୍ଶନୀକୁ ଉଦଘାଟନ କରିବେ । ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟ ଦ୍ୱାରା ଏହି ତିନି ଦିନିଆ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଏହାର ଉଦେଶ୍ୟ ହେଉଛି ଭାରତର
Read More...

ପ୍ରଧାନମନ୍ତ୍ରୀଙ୍କ ନିକଟରେ ବସିଲେ କଳାହାଣ୍ଡି ଛାତ୍ରଛାତ୍ରୀ

ଭବାନୀପାଟଣା : ନୂଆଦିଲ୍ଲୀସ୍ଥିତ ଭାରତମଣ୍ଡପରେ ‘ଜି ୨୦ ୟୁନିଭର୍ସିଟି କନେକ୍ଟ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ କଳାହାଣ୍ଡି ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ, ଅଧ୍ୟାପକ ଡ. ଜୟଦେବ ସାହୁଙ୍କ ସମେତ ଛାତ୍ର ସତ୍ୟବ୍ରତ, ଶୁଭମ୍ ଏବଂ ଛାତ୍ରୀ ଶୁଭଶ୍ରୀ ଓ
Read More...

୧୩ରେ ଚନ୍ଦ୍ରଯାନ-୩ର ଉତକ୍ଷେପଣ

ମୁମ୍ବାଇ : ଭାରତର ବହୁ ପ୍ରତୀକ୍ଷିତ ଚନ୍ଦ୍ର ଅଭିଯାନ ଚନ୍ଦ୍ରଯାନ-୩ର ଉତକ୍ଷେପଣ ଆସନ୍ତା ୧୩ରେ ହେବ ବୋଲି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ଅଧ୍ୟକ୍ଷ ଏସ.ସୋମନାଥ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ଆସନ୍ତା ୧୩ରେ ଉତକ୍ଷେପଣ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଛି । ସବୁକିଛି
Read More...

ସାକ୍ଷୀ ଦେଶର ସର୍ବ କନିଷ୍ଠ ପାଇଲଟ

ନୂଆଦିଲ୍ଲୀ : ହିମାଚଳ ପ୍ରଦେଶର ସାକ୍ଷୀ କୋଚ୍ଚର ଦେଶର ସବୁଠାରୁ କନିଷ୍ଠ କମର୍ସିଆଲ ପାଇଲଟ୍ ହେବାର ଗୌରବ ହାସଲ କରିଛନ୍ତି । ୨୦୦୫ ମେ ୩୦ରେ ଜନ୍ମ ଗ୍ରହଣ କରିଥିବା ସାକ୍ଷୀ ମାତ୍ର ୧୮ବର୍ଷ ବୟସରେ ବାଣିଜ୍ୟିକ ବିମାନ ଉଡାଣ ଲାଗି ପାଇଲଟ୍ ଲାଇସେନ୍ସ ହାସଲ କରିଛନ୍ତି । ଏହା ପୂର୍ବରୁ
Read More...

ରାଷ୍ଟ୍ରପତିଙ୍କୁ ସୁରିନାମର ସର୍ବୋଚ୍ଚ ନାଗରିକ ସମ୍ମାନ

ନୂଆଦିଲ୍ଲୀ : ଭାରତର ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ସୁରିନାମ ତରଫରୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନୀତ କରାଯାଇଛି । ସୁରିନାମର ରାଷ୍ଟ୍ରପତି ଚନ୍ଦ୍ରିକାପ୍ରସାଦ ସଂନ୍ତୋଖେଙ୍କ ତରଫରୁ ଭାରତର ରାଷ୍ଟ୍ରପତିଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯାଇଛି । ଗୃହମନ୍ତ୍ରଣାଳୟ
Read More...

‘ମହାଭାରତ’ର ଶକୁନି ଆଉ ନାହାନ୍ତି

ମୁମ୍ବାଇ : ବି. ଆର୍. ଚୋପ୍ରାଙ୍କ ଟେଲିଭିନ୍ ଧାରାବାହିକ ‘ମହାଭାରତ’ରେ ଶକୁନି ମାମୁଁ ଚରିତ୍ରରେ ଅଭିନୟ କରି ଲୋକପ୍ରିୟ ହୋଇଥିବା ଅଭିନେତା ସରବଜୀତ- ଗୁଫୀ ପେଣ୍ଟଲ୍ ଙ୍କର ଆଜି ଦେହାନ୍ତ ହୋଇଥିବା କଥା ତାଙ୍କ ପରିବାରସୂତ୍ରରୁ ଜଣାପଡ଼ିଛି । ବାର୍ଦ୍ଧକ୍ୟଜନିତ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ
Read More...

ଶିକ୍ଷାବିତ୍ କ୍ଷୀତି ଭୂଷଣ ଦାସ ୟୁଜିସି ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ

ନୂଆଦିଲ୍ଲୀ : ଉଚ୍ଚଶିକ୍ଷାର ଗୁଣବତ୍ତା ସୁଦୃଢ଼ କରିବା ଏବଂ ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ନିକଟରେ ଓଡ଼ିଶାର ଜଣେ ବିଶିଷ୍ଟ ଶିକ୍ଷାବିତ୍ ତଥା ଝାଡ଼ଖଣ୍ଡ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର କ୍ଷୀତି ଭୂଷଣ ଦାସଙ୍କୁ
Read More...