Browsing Category

ଦେଶ

ଶ୍ରମିକ ସ୍ୱତନ୍ତ୍ର ଟ୍ରେନରେ ୯୭ ମୃତ୍ୟୁ

ନୂଆଦିଲ୍ଲୀ : କରୋନା ଲକଡାଉନ ସମୟରେ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଘରେ ପହଞ୍ଚାଇବା ଲାଗି ସରକାର ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିଥିଲେ। ଏହି ସ୍ୱତନ୍ତ୍ର ଟ୍ରେନରେ ଯାତ୍ରା ସମୟରେ ୯୭ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ରେଳମନ୍ତ୍ରୀ ପିୟୂଷ ଗୋୟଲ ସଂସଦକୁ ଲଖିତ ଉତ୍ତର ଦେଇ ଜଣାଇଛନ୍ତି।
Read More...

ଦେଶରେ ୨୪ ଘଣ୍ଟାରେ ୯୨ ହଜାର ୬୦୫ ଆକ୍ରାନ୍ତ ଚିହ୍ନଟ, ୧୧୩୩ ମୃତ

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ରେକର୍ଡ଼ ସୃଷ୍ଟି କରୁଛି। ପ୍ରତିଦିନ ୯୦ ହଜାରୁ ଅଧିକ ଆକ୍ରାନ୍ତ ସୃଷ୍ଟି ହେଉଛନ୍ତି। ଦେଶରେ ୨୪ ଘଣ୍ଟାରେ ୯୨ ହଜାର ୬୦୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧୩୩ ଜଣଙ୍କ ମୃତ୍ୟୁ ହୋଇଛି। ବର୍ତ୍ତମାନ କରୋନା ଜନିତ ମୃତ୍ୟୁ
Read More...

ଓଡିଶା ପାଇଁ ଗୌରବର ଦିନ : ୨୦ବର୍ଷ ପରେ ରାଜ୍ୟସଭାରେ ଅଧ୍ୟକ୍ଷତା କଲେ ଓଡିଆ ସାଂସଦ

ନୂଆଦିଲ୍ଲୀ :  ଓଡ଼ିଶା ପାଇଁ ଆଜି ଏକ ଗର୍ବ ଓ ଗୌରବର ଦିନ । ଦୀର୍ଘ ୨୦ ବର୍ଷ ପରେ ଜଣେ ଓଡ଼ିଆ ସାଂସଦ ରାଜ୍ୟସଭାରେ ଅଧ୍ୟକ୍ଷତା କରିଛନ୍ତି । ବିଜୁ ଜନତା ଦଳର ସାଂସଦ ଡକ୍ଟର ସସ୍ମିତ ପାତ୍ର ଶନିବାର ରାଜ୍ୟସଭାରେ ଅଧ୍ୟକ୍ଷତା କରି ଗୃହ କାର୍ଯ୍ୟ ପରିଚାଳନା କରିଛନ୍ତି। ମହାମାରୀ (ସଂଶୋଧନ)
Read More...

କରୋନାରେ ବିଜେପି ସାଂସଦଙ୍କ ମୃତ୍ୟୁ

ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜ୍ୟସଭା ସାଂସଦ ତଥା ବିଜେପି ନେତା ଅଶୋକ ଗାସ୍ତିଙ୍କର ଆଜି ଦେହାନ୍ତ ହୋଇଛି । ସେ ବାଙ୍ଗାଲୋରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ । ଅଶୋକ ଗାସ୍ତିଙ୍କ ମୃତ୍ୟୁରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୋକ ପ୍ରକାଶ
Read More...

୩୦ରେ ବାବ୍ରୀ ମସ୍‌ଜିଦ୍ ଭଙ୍ଗା ମାମଲା ରାୟ

ଲକ୍ଷ୍ନୌ : ବାବ୍ରୀ ମସଜିଦ ଭଙ୍ଗା ମାମଲାର ରାୟ ଶୁଣାଇବାକୁ ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ସେପ୍ଟେମ୍ବର ୩୦ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି । ଏହି ମାମଲାରେ ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡ଼ଭାଣୀ, ମୁରଲୀମନହର ଯୋଶୀ , କଲ୍ୟାଣ ସିଂହ ଓ ଉମା ଭାରତୀଙ୍କ ସମେତ ୩୨ଜଣ
Read More...

ସବୁ ସ୍ଥିତିର ମୁକାବିଲା ପାଇଁ ଭାରତ ପ୍ରସ୍ତୁତ : ରାଜନାଥ

ନୂଆଦିଲ୍ଲୀ: ଭାରତ-ଚୀନ ସୀମା ବିବାଦ ପ୍ରସଙ୍ଗରେ ଲୋକସଭାରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିବୃତ୍ତି ରଖିଛନ୍ତି। ଲଦାଖ ପରିସ୍ଥିତି ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରର ରାଜନାଥ ସିଂହ ଗୃହକୁ ଜଣାଇବା ସହିତ କହିଲେ ଆମେ ଶାନ୍ତି ଚାହୁଁଛୁ। ବର୍ତ୍ତମାନ ପର୍ଯ୍ୟନ୍ତ ଚୀନ-ଭାରତ
Read More...

ଓଲଟିଲା ଚାଉଳ ବୋଝେଇ ଟ୍ରକ ; ଲୋକେ ବୋହିଲେ ଚାଉଳ ବସ୍ତା

ବିହାର : ବିହାରର ହାଜିପୁର ୩୨୨ ଜାତୀୟ ରାଜପଥରେ ଏକ ଚାଉଳ ବୋଝେଇ ଟ୍ରକ ଓଲଟି ଯାଇ ରାସ୍ତା ଯାକ ବିଛାଇ ହୋଇ ପଡିବା ପରେ ଏହା ଲୁଟ କରିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକ ବସ୍ତାକୁ ନେଇ ପଳାଉଥିବା ବେଳେ ତାଙ୍କୁ ଅଟକାଇଥିଲା।ଏହି ଘଟଣା ରବିବାର
Read More...

ଖୁବ ଶୀଘ୍ର ଟିକଟକର ବିକଳ୍ପ ଆଣିବ ୟୁଟ୍ୟୁବ ଓ ଫେସବୁକ

ନୂଆଦିଲ୍ଲୀ: ଭାରତରେ ଲୋକପ୍ରିୟ ଚାଇନିଜ୍ ଆପ୍ ଟିକଟକ୍ ଉପରେ ନିଷେଧାଦେଶ ଦିଆଯିବା ପରେ ବର୍ତ୍ତମାନ ଟିକଟକର ବିକଳ୍ପ ଭାବେ ଅନେକ ଆପ ପ୍ଲେ ଷ୍ଟୋରେ ଉପଲବ୍ଧ ଅଛି।  ୟୁଟ୍ୟୁବ୍ ଏବଂ ଫେସବୁକ୍ ମଧ୍ୟ ଏହାର ବିକଳ୍ପ ଆଣିବାକୁ ଯାଉଛନ୍ତି। ବର୍ତ୍ତମାନ ୟୁଟ୍ୟୁବ୍ ଏହାର ବିକଳ୍ପ ଭାବରେ ‘ସର୍ଟସ୍’
Read More...

ସଂସଦର ମୌସୁମୀ ଅଧିବେଶନ ୨ୟ ଦିନ ; ବଲିଉଡ଼କୁ ବଦନାମ କରିବାକୁ ଷଡଯନ୍ତ୍ର , ଜୟା ବଚ୍ଚନ

ନୂଆଦିଲ୍ଲୀ : କରୋନା ମହାମାରୀର ସ୍ଥିତିକୁ ନଜରରେ ରଖି ସୋମବାର ଠାରୁ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନ ୧୮ ତାରିଖ ଯାଏଁ ଚାଲୁ ରହିବ। ଆଜି ଏହାର ୨ୟ ଦିନରେ ପ୍ରଥମେ ରାଜ୍ୟସଭାର ଅଧିବେଶନ ଆରମ୍ଭ ହୋଇଛି। ଲୋକସଭାର ଅଧିବେଶନ ପ୍ରାୟ ୩ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୭ଟା ଯାଏଁ ଚାଲୁ ରହିବ।
Read More...

ଆନ୍ତର୍ଜାତିକ ଗଣତନ୍ତ୍ର ଦିବସ

୨୦୦୭ରେ ଜାତିସଂଘ ପକ୍ଷରୁ ଏକ ପ୍ରସ୍ତାବ ଗୃହୀତ ହେବାପରେ ପ୍ରତିବର୍ଷ ଆଜିର ଦିନଟିକୁ ଆନ୍ତର୍ଜାତିକ ଗଣତନ୍ତ୍ର ଦିବସ ଭାବେ ପାଳନ କରାଯାଇଆସୁଛି। ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ରଖିବା ଦିଗରେ ସରକାରଗୁଡ଼ିକ ଯତ୍ନବାନ ହେବାକୁ ଓ ବ୍ୟବସ୍ଥା ଭିତରେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଦର୍ଶାଇବାପାଇଁ
Read More...