ପଞ୍ଜାବରେ ନିର୍ମାଣଧୀନ କୋଠା ଭୁଷୁଡି ୨ ମୃତ
ପଞ୍ଜାବ: ପଞ୍ଜାବର ମୋହାଲି ଜିଲ୍ଲାର ଡେ଼ରାବାସୀ ଅଂଚଳରେ ଏକ ନିର୍ମାଣଧୀନ କୋଠା ଭୁଷୁଡି ୨ଜଣଙ୍କର ମୃତୁ୍ୟ ଘଟିଥିବା ବେଳେ ଏଥିରେ ଅନେକ ଲୋକ କୋଠା ତଳେ ଦବିକି ରହିଛନ୍ତି । ଖବର ପାଇ ଘଟଣାସ୍ଥଳରେ ପୁଲିସ, ଏନଡିଆରଏଫ ଟିମ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଘଟଣାସ୍ଥଳରେ ଅବଶ୍ୟକ!-->…
Read More...
Read More...