ରାଜ୍ୟସଭାରେ କୃଷି ବିଲ୍ ଆଗତ : ବିଜେଡି ସମେତ ବିଭିନ୍ନ ଦଳର ବିରୋଧ
ନୂଆଦିଲ୍ଲୀ : କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ରବିବାର ରାଜ୍ୟସଭାରେ କୃଷି ସମ୍ବନ୍ଧୀୟ ୩ଟି ବିଲ୍ ଆଗତ କରିଛନ୍ତି । ସଂସଦର ମୌସୁମୀ ଅଧିବେଶନର ସପ୍ତମ ଦିନ। ପୁରୁଣା ସହଯୋଗୀମାନଙ୍କ ଅସନ୍ତୋଷ ତଥା ଚାଷୀଙ୍କ ସମେତ ବିରୋଧୀଙ୍କ ଦଳର ପ୍ରବଳ ବିରୋଧ ସତ୍ତ୍ବେ!-->…
Read More...
Read More...