Browsing Category

ଦେଶ

୨୦୨୧ରେ ଭାରତକୁ ଆସିବ କରୋନା ଟିକା

ନୂଆଦିଲ୍ଲୀ- ୨୦୨୧ରେ ଭାରତକୁ ଆସିବ କରୋନା ଟିକା । ପୂର୍ବରୁ ଆଶା କରାଯାଉଥିଲା ନଭେମ୍ବର ସୁଦ୍ଧା ଭାରତରେ ଟିକା ପଂହଚିବ । କିନ୍ତୁ ୨୦୨୧ ପୂର୍ବରୁ ଭାରତକୁ କୌଣସି ପ୍ରକାରର ପଞ୍ଜୀକୃତ କରୋନା ଟିକା ମିଳିବ ନାହିଁ । ୨୦୨୧ ପ୍ରଥମ ତିନି ମାସ ମଧ୍ୟରେ ଭାରତ ପାଖରେ ନିଶ୍ଚିତ ଭାବେ
Read More...

ନିଟ୍ ଓ ଜେଇଇ ପରୀକ୍ଷା ବିରୋଧରେ ସୁପ୍ରିମକୋର୍ଟ ଗଲେ ୬ ଟି ରାଜ୍ୟର କ୍ୟାବିନେଟ ମନ୍ତ୍ରୀ

ନୂଆଦିଲ୍ଲୀ- ନିଟ୍ ଓ ଜେଇଇ ପରୀକ୍ଷା ବିରୋଧରେ ସୁପ୍ରିମକୋର୍ଟ ଗଲେ ୬ଟି ରାଜ୍ୟର କ୍ୟାବିନେଟ ମନ୍ତ୍ରୀ । କରୋନା ମହାମାରୀ ସମୟରେ ପରୀକ୍ଷା ସ୍ଥଗିତ ରଖିବାକୁ ପଶ୍ଚିମବଙ୍ଗ, ପଞ୍ଜାବ, ମହାରାଷ୍ଟ୍ର, ଛତିଶଗଡ, ରାଜସ୍ଥାନ ଓ ଝାରଖଣ୍ଡର କ୍ୟାବିନେଟ ମନ୍ତ୍ରୀ ସୁପ୍ରିମକୋର୍ଟର ଦ୍ୱାରସ୍ଥ
Read More...

ବିମାନରେ ଯାତ୍ରା ସମୟରେ ମାସ୍କ ନ ପିନ୍ଧିଲେ ନୋ-ଫ୍ଲାଇ ତାଲିକାଭୁକ୍ତ

ନୂଆଦିଲ୍ଲୀ- ବିମାନରେ ଯାତ୍ରାକରୁଥିବା ସମୟରେ ମାସ୍କ ବ୍ୟବହାର କରିନଥିଲେ ନୋ-ଫ୍ଲାଇ ତାଲିକାଭୁକ୍ତ ହୋଇପାରନ୍ତି । ଏନେଇ ଡାଇରେକ୍ଟୋରେଟ ଜେନେରାଲ ଅଫ୍ ସଭିିଏ ଏଭିଏସନର ମହାନିର୍ଦେଶକ ଅରୁଣ କୁମାର ଘୋଷଣା କରିଛି । ଖାଇବା, ପିଇବା ଏବଂ ଅନ୍ୟକୌଣସି କାରଣ ଲାଗି ଯଦି ମାସ୍କ କାଢନ୍ତି
Read More...

ବିମାନ ଭିତରେ ଯାତ୍ରୀଙ୍କୁ ଖାଦ୍ୟ ଯୋଗାଇ ଦେବା ପାଇଁ କେନ୍ଦ୍ରର ଅନୁମତି

ନୂଆଦିଲ୍ଲୀ- ସମସ୍ତ ଘରୋଇ ଓ ଅନ୍ତାଜାର୍ତୀୟ ବିମାନରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଖାଦ୍ୟ ଯୋଗଇବା ପାଇଁ କେନ୍ଦ୍ରର ଅନୁମତି । ଯାତ୍ରୀଙ୍କୁ ଜଳଖିଆ ଓ ମିଲ ପ୍ୟାକିଂଙ୍ଗ କରି ଦିଆଯିବ । ଯାତ୍ରୀମାନେ ବ୍ୟବହାର କରୁଥିବା ଥାଳି ଥରେ ମାତ୍ର ବ୍ୟବହାର କରାଯିବ ବୋଲି ନିର୍ଦେଶ ରହିଛି ।
Read More...

ୟୁଜି ଓ ପିଜି ପରୀକ୍ଷା ହେବ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ- ୟୁଜି ଓ ପିଜି ପରୀକ୍ଷାକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱ ପୂର୍ଣ୍ଣ ରାୟ । ୟୁଜି ଓ ପିଜି ପରୀକ୍ଷା ହେବ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି । ବିନା ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଉତିର୍ଣ୍ଣ କରିହେବନି । ମହାମାରୀ କରୋନା ସ୍ଥିତିକୁ ଦେଖି ରାଜ୍ୟ ସରକାର ତାରିଖ
Read More...

ରିଜର୍ଭ ବ୍ୟାଙ୍କ ପଛରେ ସରକାର ଲୁଚି ପାରିବେନି

ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତିରେ ଯେଉଁ ସମସ୍ୟା ଦେଖାଦେଇଛି ସେଥିପାଇଁ ସରକାର ଜାରି କରିଥିବା କଡ଼ା ଲକ୍ଡାଉନ୍ ଦାୟୀ । ଲକ୍ଡାଉନ କରି ଅର୍ଥନୀତିକୁ ପୂର୍ବରୁ ବିଗାଡ଼ିଥିବାରୁ ଏବେ ରିହାତି ଦିଅ । ଏଭଳି କଥା କହିଛନ୍ତି ଦେଶର ସର୍ବୋଚ୍ଚ ଅଦାଲତା ଋଣ ମୋରାଟୋରିୟମ ମାମଲାର ଶୁଣାଣି କରିବା
Read More...

ଚୀନ୍ ଓ ପାକିସ୍ତାନ ସହ ରୁଷିଆରେ ସମରାଭ୍ୟାସ କରିବ ଭାରତ

ନୂଆଦିଲ୍ଲୀ: ସେପ୍ଟେମ୍ବରରେ ରୁଷିଆ ଦ୍ୱାରା ଆୟୋଜିତ ହେବାକୁ ଥିବା ଏକ ବହୁଦେଶୀୟ ସମରାଭ୍ୟାସରେ ଚୀନ୍ ଓ ପାକିସ୍ତାନୀ ସୈନିକଙ୍କ ସହ ଭାରତୀୟ ଯବାନମାନେ ଯୋଗଦେବେ ବୋଲି ଜଣାଯାଇଛି । ସମ୍ପ୍ରତି ଚୀନ୍ ସହ ସୀମାନ୍ତରେ ଉତେଜନା ଲାଗିରହିବା ସାଙ୍ଗକୁ ପାକିସ୍ତାନ ସହ ବହୁ ପୁରୁଣା ସୀମା ବିବାଦ
Read More...

କେନ୍ଦ୍ରମନ୍ତ୍ରୀ କ୍ରିଷ୍ଣ ପାଲ ଗୁରଜାରଙ୍କୁ କରୋନା ପଜିଟିଭ

ନୂଆଦିଲ୍ଲୀ- ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା କ୍ରିଷ୍ଣ ପାଲ ଗୁରୁଜାର କରୋନାରେ ଆକ୍ରାନ୍ତ । ଏନେଇ ସେ ଟୁଇଟ କରି ସୂଚନା ଦେଇଛନ୍ତି । ତାଙ୍କ ରିପୋର୍ଟ ପଜିଟଭି ଆସିବା ପରେ ଚିକିତ୍ସିତ ହେଉଛନ୍ତି ବୋଲି କହିଛନ୍ତି । ଯେଉଁମାନେ ତାଙ୍କ
Read More...

ମହରମ୍ ଶୋଭାଯାତ୍ରାକୁ ମିଳିଲାନି ଅନୁମତି

ନୂଆଦିଲ୍ଲୀ- ମୁସଲିମଙ୍କ ପର୍ବ ମହରମ ଶୋଭାଯାତ୍ରାକୁ ମିଳିଲାନି ଅନୁମତି । ଆଜି ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ମହରମ ଶେଭାଯାତ୍ରା ଆୟୋଜନକୁ ଅନୁମତି ଦେବାକୁ ମନା କରିଦେଇଛନ୍ତି । ମହରମ ଶୋଭାଯାତ୍ରା ପାଇଁ ଶିୟା ଧର୍ମଗୁରୁ ମୌଲାନା ସୟଦ କଲବେ ଦେଶରେ ମହରମ ଶୋଭାଯାତ୍ରା
Read More...

ଟିକଟକ ରୁ ଇସ୍ତଫା ଦେଲେ ସିଇଓ କେଭିନ ମେୟର

ନୂଆଦିଲ୍ଲୀ-ଟିକଟକ ରୁ ଇସ୍ତଫା ଦେଲେ ସିଇଓ କେଭିନ ମେୟର । ମେୟରଙ୍କୁ ଚାରି ମାସ ପୂର୍ବରୁ ଟିକଟକ ର ସିଇଓ କରାଯାଇଥିଲା । ଏହାପୂର୍ବରୁ ସେ ଡିଜନୀରେ ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀ ଥିଲେ । ଟକ୍ଟକ ମୁଖ୍ୟପାତ୍ର କହିଛନ୍ତି ଯେ, କେଭିନ ମେୟରଙ୍କ ନିଷ୍ପତିକୁ କମ୍ପାନି ସମ୍ମାନ କରେ ।
Read More...