ଟିକଟକ ରୁ ଇସ୍ତଫା ଦେଲେ ସିଇଓ କେଭିନ ମେୟର
ନୂଆଦିଲ୍ଲୀ-ଟିକଟକ ରୁ ଇସ୍ତଫା ଦେଲେ ସିଇଓ କେଭିନ ମେୟର । ମେୟରଙ୍କୁ ଚାରି ମାସ ପୂର୍ବରୁ ଟିକଟକ ର ସିଇଓ କରାଯାଇଥିଲା । ଏହାପୂର୍ବରୁ ସେ ଡିଜନୀରେ ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀ ଥିଲେ । ଟକ୍ଟକ ମୁଖ୍ୟପାତ୍ର କହିଛନ୍ତି ଯେ, କେଭିନ ମେୟରଙ୍କ ନିଷ୍ପତିକୁ କମ୍ପାନି ସମ୍ମାନ କରେ ।!-->…
Read More...
Read More...