Browsing Category

ଦେଶ

ଗରିବ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଲୋକାଭିମୁଖୀ ଯୋଜନା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍‍

ନୂଆଦିଲ୍ଲୀ/ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମତରେ “ଘର କେବଳ ଚାରି କାନ୍ଥକୁ ନେଇ ନୁହେଁ। ଏହା ଲୋକଙ୍କ ପାଇଁ ସୁଖ ସୁବିଧା ଓ ସମ୍ମାନର ଉପଲବ୍ଧି। ଯେଉଁଠାରେ ସ୍ୱପ୍ନକୁ ନୂଆ ରୂପ ମିଳେ ଓ ଆକାଂକ୍ଷାକୁ ନୂଆ ଉନ୍ମାଦନା ମିଳେ”। ପ୍ରଧାନମନ୍ତ୍ରୀଙ୍କ ଏହି ଦୂରଦୃଷ୍ଟିକୁ
Read More...

ଭାରତୀୟ ବାୟୁସେନା ଲଞ୍ଚ କଲା ‘ମାଇ ଆଇଏଏଫ୍’ ମୋବାଇଲ୍ ଆପ୍

ନୂଆଦିଲ୍ଲୀ : ଭାରତୀୟ ବାୟୁସେନା ପକ୍ଷରୁ ଏକ ମୋବାଇଲ୍ ଆପ୍ଲିକେସନ୍ ଲଞ୍ଚ କରାଯାଇଛି। ଯାହାର ନାମ “ମାଇ ଆଏଏଫ୍” ରଖାଯାଇଛି। ଏହି ମୋବାଇଲ୍ ଆପରେ, ଆପଣ ବାୟୁସେନାରେ କ୍ୟାରିୟର ସମ୍ବନ୍ଧୀୟ ସୂଚନା ଏବଂ ଚାକିରିର ସମ୍ପୂର୍ଣ୍ଣ ବିବରଣୀ ପାଇପାରିବେ। ଏହି ଆପରେ ବାୟୁସେନାରେ ଭର୍ତ୍ତି ହେବାକୁ
Read More...

ପଥର ତଳେ ଚାପି ହୋଇ ଜେସିବି ଚାଳକ ସମେତ ୩ ମୃତ

ଉତ୍ତରାଖଣ୍ଡ : ଟିହରୀ ଅଂଚଳରେ କାମ କରି ଫେରୁଥିବା ସମୟରେ ୩ ଜଣ ଶ୍ରମିକଙ୍କ ପଥର ତଳେ ଚାପି ହୋଇ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଟିହରୀ ଅଂଚଳରେ କାମ କରୁଥିବା ସମୟରେ ଜେସିବି ଚାଳକ ସମେତ ୩ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। କାମ କରି ଫେରୁଥିବା ସମୟରେ ହଠାତ ପାହାଡ଼ରୁ ପଥର ଖସି ଶ୍ରମିକ ଓ
Read More...

ଭାରତୀୟ ବଜାରକୁ ଆସିଲା ମୋଟୋ ଜି-୯

ନୂଆଦିଲ୍ଲୀ : ଦୀର୍ଘ ଦିନ ବ୍ୟବଧାନ ପରେ ମୋଟରୋଲା ତାର ନୂତନ ସ୍ମାର୍ଟଫୋନ୍ ମୋଟୋ ଜି-୯ ଭାରତୀୟ ବଜାରରେ ପ୍ରବଶେ କରିଛି। ଏହାପୂର୍ବରୁ ପାଞ୍ଚ ମାସ ପୂର୍ବରୁ କମ୍ପାନୀ ବ୍ରାଜିଲରେ ମୋଟୋ ଜି-୮ ଲଞ୍ଚ କରିଥିଲା। ମୋଟୋ ଜି-୯ରେ ଟ୍ରିପଲ୍ ରିୟର କ୍ୟାମେରା ଏବଂ ୨୦ ୱାଟର ଫାଷ୍ଟ ଚାର୍ଜିଂ
Read More...

ମୟୂରଙ୍କ ସହ ପ୍ରକୃତି ପ୍ରେମୀ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ମୋଦୀଙ୍କ ହାତରୁ ମୟୂରମାନେ ଦାନା ଖାଉଥିବା ଦେଖିବାକୁ ମିଳିଛି। ଏହା ସହିତ ବାସଭବନରେ ମୟୂରମାନଙ୍କ ସହିତ ମୋଦୀ କିପରି ସମୟ
Read More...

ଅରୁଣାଚଳ ପ୍ରଦେଶରେ ଭୂକମ୍ପ ଝଟକା

ଇଟାନଗର : ଅରୁଣାଚଳ ପ୍ରଦେଶର ଅଞ୍ଜାଓ ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ସୋମବାର ଭୋର ୩ଟା ୩୬ମିନିଟରେ ଏହି ଭୂକମ୍ପ ହୋଇଥିବା ଜଣାପଡ଼ିଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୭ ରେକର୍ଡ କରାଯାଇଛି। ଏଥିରେ ଧନଜୀବନହାନୀର କୌଣସି ସୂଚନା ମିଳିପାରିନାହିଁ।
Read More...

ଅରୁଣ ଜେଟଲୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟି(ବିଜେପି)ର ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟଲୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ। ଠିକ୍ ଗୋଟିଏ ବର୍ଷ ପୂର୍ବେ ଆଜିର ଦିନରେ ସେ ଦେହତ୍ୟାଗ କରିଥିଲେ। ଜେଟଲୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ବିଜେପି ନେତାମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ
Read More...

ଏହି ଶାଢ଼ୀ ପିନ୍ଧିଲେ ହେବ ନାହିଁ କରୋନା

ଭୋପାଳ: କୋଭିଡ଼-୧୯ ବିରୋଧରେ ବିଜୟୀ ହେବା ନିମନ୍ତେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଉପରେ ସବୁଠାରୁ ଅଧିକ ଗୁରୁତ୍ବ ଦିଆଯାଉଛି । ଏଥିପାଇଁ ଆୟୁଷ କାଢ଼ା ସହିତ ବିଭିନ୍ନ ପ୍ରକାର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ସାମଗ୍ରୀ (ଇମ୍ୟୁନିଟି ବୁଷ୍ଟର) ବଜାରରେ ଉପଲବ୍ଧ ହେଉଛି । ମାତ୍ର
Read More...

ବାବରୀ ମସ୍‌ଜିଦ ମାମଲା ବିଚାର ସେପ୍ଟେମ୍ବର ୩୦ ସୁଦ୍ଧା ସାରିବାକୁ ନିର୍ଦେଶ

ନୂଆଦିଲ୍ଳୀ : ବାବରୀ ମସ୍‌ଜିଦ ଭଙ୍ଗା ମାମଲାର ବିଚାର ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଶେଷ କରିବାକୁ ସୁପ୍ରିମକୋର୍ଟ ଶନିବାର ନିଷ୍ପତ୍ତି ନେଇଛନ୍ତି। ବିଚାରପତି ଆର.ଏଫ୍‌ ନରିମାନଙ୍କ ନେତୃତ୍ବରେ ଗଠିତ ପୀଠ ଏଥିପାଇଁ ସାନି କଣ୍ଟ ଧାର୍ଯ୍ୟ କରିଛନ୍ତି। ମାମଲାର ବିଚାର କରୁଥିବା ସିବିଆଇ ଅଦାଲତର
Read More...

ଗଭୀର କୋମାରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହେଉନଥିବା ଆର୍ମି ରିସର୍ଚ୍ଚ ଆଣ୍ଡ ରେଫରାଲ ହସ୍ପିଟାଲ ସୂଚନା ଦେଇଛି। ହସ୍ପିଟାଲ ବୁଲେଟିନ ଅନୁଯାୟୀ ସେ ଗଭୀର କୋମାରେ ଅଛନ୍ତି ଏବଂ ଭେଣ୍ଟିଲେଟର ସହାୟତାରେ ରହିଛନ୍ତି। ହସ୍ପିଟାଲ ପକ୍ଷରୁ ଏକ
Read More...