କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକ ସୋମବାର
ନୂଆଦିଲ୍ଲୀ: ସୋନିଆ ଗାନ୍ଧୀଙ୍କ ଆନ୍ତରୀଣ ଅଧ୍ୟକ୍ଷ କାର୍ଯ୍ୟକାଳ ଶେଷ ହୋଇଛି । ରାହୁଳ ଗାନ୍ଧୀଙ୍କୁ ଦଳର ଦାୟିତ୍ଵ ଦେବା ନିମନ୍ତେ ଦାବି ବଢ଼ୁଛି । କିଛି ନେତା ଏଥିନେଇ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଥିବା ଗଣମାଧ୍ୟମରେ ଚର୍ଚା ଚାଲିଛି। ଏହି ସ୍ଥିତିରେ ଆସନ୍ତାକାଲି ବସିବାକୁ ଥିବା!-->…
Read More...
Read More...