Browsing Category

ଦେଶ

ସ୍ୱଛ ସର୍ବେକ୍ଷଣ : ଓଡିଶାକୁ ‘ଦୃତତମ ଗତିଶୀଳ ରାଜ୍ୟ ମାନ୍ୟତା’

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ ସ୍ୱଛ ସର୍ବେକ୍ଷଣ ୨୦୨୦ରେ ଓଡିଶାକୁ 'ଦୃତତମ ଗତିଶୀଳ ରାଜ୍ୟ'ଭାବରେ ସ୍ୱୀକୃତି ପାଇଛିି । ସ୍ୱଛତା ହାସଲ କ୍ଷେତ୍ରରେ ଓଡିଶା ସର୍ବାଧିକ ବେଗରେ ଆଗକୁ ବଢୁଥିବା ରାଜ୍ୟର ମାନ୍ୟତା ପାଇଛି । ଏଥି ସହ ଏହି ସର୍ବେକ୍ଷଣରେ ୧୦ମ
Read More...

ପ୍ରଶାନ୍ତ ଭୂଷଣଙ୍କ ଶୁଣାଣି ସ୍ଥଗିତ ଆବେଦନ ଆଗ୍ରାହ୍ୟ

ନୂଆଦିଲ୍ଲୀ: ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ତାଙ୍କ ବିରୋଧରେ ଚାଲିଥିବା ଅପରାଧିକ ଅବମାନନା ମାମଲାର ବିଚାର ପ୍ରକ୍ରିୟାକୁ ସ୍ଥଗିତ ରଖିବାକୁ କରିଥିବା ଆବେଦନକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି । ପୂର୍ବରୁ ଏହି ମାମଲାର ଶୁଣାଣି କରି ଅପରାଧିକ ଅଦାଲ ଅବମାନନା ଏବଂ ନିର୍ଦ୍ଧିଷ୍ଟ
Read More...

ଅଭିବୃଦ୍ଧି ୩.୨ ପ୍ରତିଶତରୁ ବହୁତ ତଳକୁ ଖସିବ!

ନୂଆଦିଲ୍ଲୀ: ଭାରତର ଅଭିବୃଦ୍ଧି କରେନା ମହାମାରୀ ଲାଗି ଗୁରୁତର ଭାବେ ପ୍ରଭାବିତ ହେବ ବୋଲି ବିଶ୍ୱବ୍ୟାଙ୍କ ଆକଳନ କରିଛି । ଭାରତର ଅଭିବୃଦ୍ଧି ୩.୨ ପ୍ରତିଶତ ହ୍ରାସ ପାଇବ ବୋଲି ପୂର୍ବରୁ ଏହା ଆକଳନ କରିଥିଲା । ମାତ୍ର ସ୍ଥିତି ଯେଉଁଭଳି ଭାବେ ଆଗକୁ ବଢ଼ୁଛି ତାହାକୁ ବିଚାରକୁ ନେବା ପରେ
Read More...

୨୦୦ କୋଭିଡ ପଜିଟିଭ ମା’ ଜନ୍ମ ଦେଲେ ସୁସ୍ଥ ଶିଶୁ

ବେଙ୍ଗାଲୁର : ବେଙ୍ଗାଲୁରୁରେ ଅତି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ୨୦୦ କୋଭିଡ ପଜିଟିଭ୍ ମା’ଙ୍କଠାରୁ ଜନ୍ମ ନେଇଛନ୍ତି ସୁସ୍ଥ ଶିଶୁ । ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଖୁବ୍ ଭଲ ଅଛି ଏବଂ ସମସ୍ତେ କରୋନା ନେଗେଯିଭ । ଭିକ୍ଟୋରିଆ ଆଣ୍ଡ୍ ବାଣୀ ବିଳାସ ହସ୍ପିଟାଲରେ ଏହି ଚମତ୍କାର ଘଟଣା ଘଟିଛି ।
Read More...

ଚିତ୍ରଶିଳ୍ପୀ ରାମ ଇନ୍ଦ୍ରନୀଲ କାମତଙ୍କ ପରଲୋକ

ମୁମ୍ବଇ : ଜଣାଶୁଣା ଚିତ୍ରଶିଳ୍ପୀ ରାମ ଇନ୍ଦ୍ରନୀଲ କାମତଙ୍କ ଦେହାନ୍ତ ହୋଇଛି। ମୁମ୍ବଇର ମାଟୁଙ୍ଗାସ୍ଥିତ ତାଙ୍କ ବାସଭବନରେ ଥିବା ତାଙ୍କ ବାଥଟାବରୁ ୪୧ ବର୍ଷୀୟ ରାମ ଇନ୍ଦ୍ରନୀଲ କାମତଙ୍କ ମୃତଦେହ ମିଳିଛି। ପୁଲିସ୍ ଦୁର୍ଘଟଣାଜନିତ ମୃତ୍ୟୁ ମାମଲା ରୁଜୁ କରି ଏହା ଆତ୍ମହତ୍ୟା ବୋଲି ପୁଲିସ୍
Read More...

କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କୁ କରୋନା

ନୂଆଦିଲ୍ଲୀ : କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନା ରିପୋର୍ଟ ପଜିଟିଭ ଆସିବା ପରେ ସେ ଏବେ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ଯାଉଛନ୍ତି। ଟ୍ୱିଟରରେ ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିବା ନେଇ ମନ୍ତ୍ରୀ ନିଜେ ସୂଚନା ଦେଇଛନ୍ତି।
Read More...

୧୦୫ କିମି ସାଇକେଲ ଚଳାଇ ପୁଅକୁ ପରୀକ୍ଷାକେନ୍ଦ୍ରରେ ପହଞ୍ଚାଇଲେ ବାପା

ଧାର(ମଧ୍ୟପ୍ରଦେଶ) : ଶିକ୍ଷାର ମୂଲ୍ୟ ବୁଝି ବାପା ନିଜ ପୁଅକୁ ପରୀକ୍ଷା ସେଂଟରରେ ପହଂଚାଇବାକୁ ୧୦୫ କିମି ସାଇକେଲରେ ବସାଇ ନେଉଛନ୍ତି । ଏରି ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଧାରା ଜିଲ୍ଲା ସ୍ଥିତ ଏକ ଗାଁର ଜଣେ ୩୮ ବର୍ଷୀୟ ଗରୀବ ଏବଂ ଅଶିକ୍ଷିତ ବ୍ୟକ୍ତି ନିଜ ପୁଅର ଦଶମ
Read More...

ସୁପ୍ରିମ କୋର୍ଟଙ୍କ ନିଷ୍ପତ୍ତିକୁ ବିହାର ମୁଖ୍ୟମନ୍ତ୍ରୀଙ୍କ ସ୍ବାଗତ

ପାଟନା : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ନେଇ ସୁପ୍ରିମ କୋର୍ଟଙ୍କ ନିଷ୍ପତ୍ତିକୁ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ସ୍ବାଗତ କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜନୀତି ସହିତ ଏହାର କୌଣସି ସଂପର୍କ ନାହିଁ, ଏହା ହେଉଛି ନ୍ୟାୟର
Read More...

ପାକ ସୀମାରେ ତେଜସ ମୁତୟନ

ନୂଆଦିଲ୍ଲୀ: ଚୀନ ସୀମାରେ ଭାରତ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମୁତୟନ କରିଥିବାବେଳେ ଏବେ ପାକିସ୍ତାନ ସୀମାରେ ମଧ୍ୟ ସମାନ ପଦକ୍ଷେପ ନେଇଛି। ପାକିସ୍ତାନ ପଟୁ ବରାବର ବିପଦ ଲାଗିରହିଥିବାରୁ ଏହାର ଉଭୟ ଉତ୍ତର ଓ ପଶ୍ଚିମ ସୀମାରେ ସାମରିକ ପ୍ରସ୍ତୁତି ଜୋର୍‌ଦାର କରିଛି। ଲଦାଖ ସୀମାରେ ସୁଖୋଇ,
Read More...

ମଧ୍ୟପ୍ରଦେଶ ସରକାର: ଏଣିକି ସରକାରୀ ଚାକିରିରେ ବାହାର ରାଜ୍ୟ ଲୋକଙ୍କୁ ମନା

ଭୋପାଳ : ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ରାଜ୍ୟ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ସମସ୍ତ ସରକାରୀ ଚାକିରୀ କେବଳ ମଧ୍ୟପ୍ରଦେଶର ବାସିନ୍ଦାଙ୍କ ପାଇଁ ସଂରକ୍ଷିତ କରାଯାଇଛି। ଏହା ଅଧୀନରେ ରାଜ୍ୟରେ ଉପଲବ୍ଧ ସରକାରୀ ଚାକିରିରେ ରାଜ୍ୟବାସୀ
Read More...