Browsing Category

ଦେଶ

ଭେଣ୍ଟିଲେଟରରେ ପ୍ରଣବ ମୁଖାର୍ଜୀ, ସ୍ୱାସ୍ଥାବସ୍ଥା ସ୍ଥିର

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ପରିବର୍ତ୍ତନ ହୋଇନାହିଁ ବୋଲି ଦିଲ୍ଲୀର ଆର୍ମି ରିସର୍ଚ୍ଚ ଏବଂ ରେଫରାଲ ହସ୍ପିଟାଲ କହିଛି। ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ଆର୍ମି ହସ୍ପିଟାଲ ଦେଇଥିବା ସୂଚନା ଅନୁଯାୟୀ ପୂର୍ବତନ ରାଷ୍ଟ୍ରପତିଙ୍କୁ
Read More...

ପିଏମ କେୟାର୍ସରୁ ପାଣ୍ଠି ସ୍ଥାନାନ୍ତର ଆବେଦନ ଖାରଜ

ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ସର୍ବୋଚ୍ଚ ନ୍ୟାୟାଳୟ ପିଏମ କେୟାର୍ସରୁ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫଣ୍ଡକୁ ପାଣ୍ଠି ସ୍ଥାନାନ୍ତର ପାଇଁ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ପିଏମ କେୟାର୍ସରେ ଥିବା ଅର୍ଥକୁ ଜାତୀୟ ବିପର୍ଯ୍ୟୟ ମୁକାବିଲା
Read More...

ନିଲାମ ହେବ ଅଭିନେତ୍ରୀ ବିଦ୍ୟା ବାଲାନ ପିନ୍ଧିଥିବା ସମ୍ବଲପୁରୀ ଶାଢୀ

ନୂଆଦିଲ୍ଲୀ- ବଲିଓଡ ଅଭିନେତ୍ରୀ ବିଦ୍ୟା ବାଲାନ ପିନ୍ଧିଥିବା ସମ୍ବଲପୁରୀ ଶାଢୀ ନିଲାମ ହେବ । ଅଗଷ୍ଟ ୧୫ ତାରିଖରୁ ଅନଲାଇନରେ ନିଲାମ ଆରମ୍ଭ ହୋଇଛି । ଏହା ୨୦ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ଚାଲିବ । ଯେଉଁ ମାନେ ନିଲାମରେ ଭାଗ ନେବାକୁ ଇଛୁକ ସେମାନେ ଗୁଗୁଲ ଫର୍ମସରେ ଆବେଦନ
Read More...

୪ହଜାର କିମି ଲମ୍ବ ରେଳ କରିଡର ନିର୍ମାଣ କରିବ ଭାରତୀୟ ରେଳ

ନୂଆଦିଲ୍ଲୀ- ଦେଶରେ ରେଳ ଭିତିଭୂମି କ୍ଷେତ୍ରକୁ ଅଧିକ ସୁଦୃଢ କରିବା ପାଇଁ ଭାରତୀୟ ରେଳ କେତେକ ବୃହତ ପ୍ରକଳ୍ପର ପରିକଳ୍ପନା କରିଛି ।ଦେଶର ପୂର୍ବ, ପଶ୍ଚିମ ଭାଗରେ ଥିବା ବନ୍ଦର ଓ ଶିଳ୍ପାଚଂଳ ଗୁଡୁକି ଦକ୍ଷିଣ ଭାରତ ସହ ସଂଯୁକ୍ତ କରିବାକୁ ପ୍ରାୟ୪ ହଜାର କିଲୋମଟିର ଲମ୍ବର ଡେଡିକେଟେଡ
Read More...

ବଲିଓଡ ନିର୍ଦେଶକ ନିଶିକାନ୍ତଙ୍କ ପରଲୋକ

ମୁମ୍ବାଇ- ବଲିଓଡ ନିର୍ଦେଶକ ନିଶିକାନ୍ତ କାମାତଙ୍କ ୫୦ ବର୍ଷ ବୟସରେ ପରଲୋକ ହୋଇଛି । ଦୀର୍ଘ ଦିନ ଧରି ନିଶିକାନ୍ତ ଲୀଭର ରୋଗରେ ପୀଡିତ ଥିଲେ । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ହାଇଦ୍ରାବାଦ ଏଆଇଜି ହସ୍ପିଟାଲରେ ଭର୍ତି କରାଯାଇଥିଲା । ଆଜି ସେ ହସ୍ପିଟାଲରେ
Read More...

ରାସ୍ତାରେ ଥିବା କାରରେ ପଶିଲା ସାପ ; ଆଉ ତା’ପରେ…..

ବିହାର : ସାପର ନାଁ ଶୁଣିବା ମାତ୍ରେ ଭୟଭୀତ ହେବା ସାଧାରଣ କଥା। କାରରେ ଲୋକେ ବସିଥିବା ଅବସ୍ଥାରେ ହଠାତ ଯଦି ଏକ ବିଷଧର ସାପ ତା’ମଧ୍ୟକୁ ପଶିଯାଏ। ତେବେ ଘଟଣାଟିକୁ କଳ୍ପନା କଲେ ମଧ୍ୟ ଭୟରେ ଲୋମ ଟାଙ୍କୁଠି ଉଠିଥାଏ। ଏଭଳି ଏକ ଘଟଣା ବିହାରର ସମସ୍ତିପୁର ଜିଲାର। ଏକ ଠିଆ ହୋଇଥିବା କାର
Read More...

ସେପ୍ଟେମ୍ବର୬ ତାରିଖ ପର୍ଯ୍ୟନ୍ତ ଲକଡାଉନ ବୃଦ୍ଧି କଲେ ବିହାର ସରକାର

ପାଟନା- କରୋନା ମହାମାରୀକୁ ଦୃଷ୍ଟିରେ ରଖି ବିହାର ସରାକର ସେପ୍ଟେମ୍ବର ୬ ତାରିଖ ପର୍ଯ୍ୟନ୍ତ ଲକଡାଉନ ଅବଧିକୁ ବୃଦ୍ଧି କରିଛନ୍ତି । ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଉଭୟ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଚାଲୁରହିବ । ବିମାନ ଓ ରେଳ ସେବା ମଧ୍ୟ ଜାରି ରହିବ । ସମସ୍ତ
Read More...

ଟିକ୍‌ଟକ୍‌ ପରେ ଆଲିବାବା ଉପରେ ପ୍ରତିବନ୍ଧକ ଲଗାଇପାରନ୍ତି ଟ୍ରମ୍ପ ସରକାର

ସମାଜ ପୋର୍ଟାଲ ଡେସ୍କ : ଚାଇନିଜ୍ ଆପ୍‌ ଟିକ୍‌ଟକ୍‌ ଉପରେ ନିଷେଧାଦେଶ ପରେ ବର୍ତ୍ତମାନ ଆଉ ଗୋଟିଏ ଚାଇନିଜ୍‌ ଆପ୍ ଆଲିବାବା ଉପରେ ପ୍ରତିବନ୍ଧକ ଲଗାଇପାରନ୍ତି ଟମ୍ପ ସରକାର। ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚିତ କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଜଣେ ସାମ୍ବାଦିକ
Read More...

ଫେସବୁକ ପକ୍ଷରୁ ଜାରି ହେଲା କଡା କଟକଣା

ନୂଆଦିଲ୍ଲୀ- ଘୃଣା ଓ ହିଂସା ଉଦ୍ରେକକାରୀ ମନ୍ତବ୍ୟ ଉପରେ କଡା କଟକଣା ଜାରି କରିଛି ଫେସବୁକ । ଏଣିକି ଏଭଳି ମନ୍ତବ୍ୟକୁ ଫୋଷ୍ଟ କଲେ ପ୍ରତିବନ୍ଧକ ଲାଗିବ । ସମସ୍ତଙ୍କ ପାଇଁ ଏହି ନିୟମ ସମାନ ଭାବେ ଲାଗୁ ହେବ । ଫେସବୁକରେ ହେଉଥିବା ପୋଷ୍ଟକୁ ଯାଂଚ କରାଯିବ ଏବଂ ପୋଷ୍ଟ ଯେପରି ଅପଲୋଡ
Read More...

ଆଜି ବସିବ ଭାରତ ଓ ନେପାଳ ବୈଠକ

ନୂଆଦିଲ୍ଲୀ- ଆଜି ଭାରତ ଓ ନେପାଳ ମଧ୍ୟରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ତିକ୍ତତା ସହ ଏହି ବୈଠକର କୌଣସି ସମ୍ପର୍କ ନାହିଁ । ସ୍ୱାଧୀନତା ଦିବସ ଅବସରରେ ନେପାଳ ପିଏମ କେପି ଓଲି ଶର୍ମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ ଯୋଗେ ଶୁଭେଛା
Read More...