Browsing Category

ଦେଶ

ମହେଶ ଭଟ୍ଟ, ଉର୍ବଶୀ ରୌତେଲାଙ୍କୁ ଜାତୀୟ ମହିଳା କମିଶନଙ୍କ ନୋଟିସ

ନୂଆଦିଲ୍ଲୀ: ମଡେଲିଂ ଅଫର ଦେବା ବାହାନାରେ ଯୁବତୀମାନଙ୍କୁ ବ୍ଲାକମେଲ କରିବା ଏବଂ ଯୌନ ନିର୍ଯାତନା ଦିଆଯାଉଥିବା ନେଇ ସାମାଜିକ କର୍ମୀ ଯୋଗିତା ଭାୟାନା ଜାତୀୟ ମହିଳା କମିଶନ(ଏନସିଡବ୍ଲ୍ୟୁ)ଙ୍କ ନିକଟରେ ଅଭିଯୋଗ କରିଥିଲେ। ଯୋଗିତା ଏକ କମ୍ପାନୀର ପ୍ରମୋଟରଙ୍କ ବିରୋଧରେ ଏହି ଅଭିଯୋଗ
Read More...

୪%ରେ ଅପରିବର୍ତିତ ରହିଲା ରେପୋ ରେଟ୍

ନୂଆଦିଲ୍ଲୀ- ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍ ୪% ଅପରିବର୍ତିତ ରଖାଯାଇଛି । ମନିଟାରି ପଲିସି କମିଟିର ଛଅ ସଦସ୍ୟ ବରିଶିଷ୍ଟ ବୈଠକ ପରେ ଏଭଳି ନିଷ୍ପତି ନିଆଯାଇଛି । ରିଜର୍ଭ ରେପୋ ରେଟ୍ ମଧ୍ୟ ୩.୩%ରେ ଅପରିବର୍ତିତ ରଖାଯାଇଛି ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ
Read More...

ଗଲୱାନ୍ ଉପତ୍ୟକାରେ ଅଚଳବସ୍ଥା ଦୀର୍ଘଦିନ ରହିପାରେ

ନୂଆଦିଲ୍ଲୀ- ଚୀନର ଆକ୍ରମଣ ମନୋଭାବ ବଢୁଥିବାରୁ ପୂର୍ବ ଲଦାଖ ଅନ୍ତର୍ଗତ ବାସ୍ତବ ନିୟନ୍ତ୍ରଣ ରେଖା ଠାରେ ଦୀର୍ଘ ଦିନ ଧରି ଅଚଳବସ୍ଥା ରହିପାରେ ବୋଲି ଜଣାପଡିଛି । ବିଶେଷ କରି ଗଲୱାନ ଉପତ୍ୟକାରେ ଉଭୟ ଦେଶର ସୈନ୍ୟ ମୁହାଁମୁହିଁ ରହିପାରନ୍ତି ବୋଲି ଗୃହମନ୍ତ୍ରାଳୟ କାଗଜପତ୍ରରେ
Read More...

ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଲେ ବିଜେପି ସରପଂଚ

ଶ୍ରୀନଗର- କାଶ୍ମୀର କାଜିଗୁଣ୍ଡରେ ବିଜେପି ସରପଂଚଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ । ନିହତ ସରପଂଚ ହେଉଛନ୍ତି ସାଜଦ ଅହମଦ ଖାଣ୍ଡେ । ଗୁରୁତର ଅବସ୍ଥାରେ ତାଙ୍କୁ ଅନନ୍ତନାଗ ସ୍ଥିତ ଜିଏମଜି ହସ୍ପିଟାଲକୁ ନିଆଯାଇଥିଲା । ମେଡିକାଲ ସୁପରିଟେଂଣ୍ଡେଟ୍ ଡାକ୍ତର ମହମଦ୍ ଇକବାଲ ସୋଫି
Read More...

ଦେଶରେ କେରାନା ଆକ୍ରାନ୍ତଙ୍କ ସଂଖ୍ୟା ୧୯,୬୪,୫୩୭ ପାର

ନୂଆଦିଲ୍ଲୀ- ଗତ ୨୪ ଘଂଟାରେ ୫୬,୨୮୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ସହ ୯୦୪ ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯,୬୪, ୫୩୭କୁ ବୃଦ୍ଧି ପାଇଥିବା ବେଳେ ୪୦,୬୯୯ ଜଣଙ୍କ ମୃତ୍ୟୁ ହୋଇଛି । ବର୍ତମାନ ସୁଦ୍ଧା ୧,୩୨୮,୩୩୬ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଓ
Read More...

ଜାମ୍ମୁ-କାଶ୍ମୀରର ନୂଆ ଉପରାଜ୍ୟପାଳ ମନୋଜ ସିହ୍ନା

ଶ୍ରୀନଗର- ମନୋଜ ସିହ୍ନା ହେବେ ଜାମ୍ମୁ-କାଶ୍ମୀରର ନୂଆ ଉପରାଜ୍ୟପାଳ । ଗିରୀଶ ଚନ୍ଦ୍ର ମୁର୍ମୁ ବୁଧାବର ଇସ୍ତଫା ଦେବା ପରେ ମନୋଜ ସିହ୍ନାଙ୍କୁ ନୂଆ ଦାୟିତ୍ୱ ମିଳିଛି । ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ଗିରୀଶ ଗତକାଲି ରାମନାଥ କୋବିନ୍ଦଙ୍କ ନିକଟକୁ
Read More...

କୋଭିଡ ହସ୍ପିଟାଲରେ ନିଆଁ

ଅହମଦାବାଦ- ଗୁଜୁରାଟ ଅହମଦାବାଦ ସ୍ଥିତ ଏକ ଘରୋଇ କୋଭିଡ-୧୯ ହସ୍ପିଟାଲରେ ବୁଧବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୮ ଜଣ ରୋଗୀ ମୃତ୍ୟୁ ହୋଇଛି । ପ୍ରାଣ ହରାଇଥିବା ୮ ଜଣଙ୍କ ମଧ୍ୟରୁ ପାଂଚ ଜଣ ପୁରୁଷ ଓ ତିନି ଜଣ ମହିଳା ଅଛନ୍ତି । ମେଡିକାଲରେ ଥିବା ଅନ୍ୟ ୩୫ ରୋଗୀଙ୍କୁ ଅନ୍ୟ
Read More...

ସୁଶାନ୍ତ ସିଂହ ମୃତ୍ୟୁ ମାମଲା : ସିବିଆଇ ତଦନ୍ତ କରିବ

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାର ତଦନ୍ତ ସିବିଆଇ କରିବ । କେନ୍ଦ୍ର ସରକାର ସିବିଆଇକୁ ତଦନ୍ତ ନିମନ୍ତେ ନିର୍ଦେଶ ଦେଇଛନ୍ତି । ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ବିହାର ସରକାରଙ୍କ ସୁପାରିସ ଆଧାରରେ ଏହି ନିର୍ଦେଶ ଦିଆଯାଇଛି
Read More...

ମିସଇଣ୍ଡିଆ ହେଲେ ଆଇଏସ ଅଫିସର

ପୂର୍ବତନ ମିସ ଇଣ୍ଡିଆ ଫାଇନାଲଷ୍ଟି ଓ ଏସ୍ ମଡେଲେ ଐଶ୍ଵର୍ଯ୍ୟା ସେରାନ ହେଲେ ଏବେ ଆଇଏସ ଅଫିସର । ମଙ୍ଗଳବାର ପ୍ରକାଶ ପାଇଥିବା ୨୦୧୯ ୟୁପିଏସସି ସିଭଲି ସର୍ଭିିସ ପରୀକ୍ଷାରେ ଐଶ୍ଵର୍ଯ୍ୟା ୯୩ ର୍ୟାଙ୍କରେ ଅଛନ୍ତି । ଐଶ୍ଵର୍ଯ୍ୟା ରାୟ ମିସ୍ଇଣ୍ଡିଆ ହେବାପାରେ ମୋ ମା ମୋ ନାମକୁ
Read More...

ଶିଳାନ୍ୟାସ ପରେ ମୋଦୀଙ୍କ ବକ୍ତବ୍ୟ

ନୂଆଦିଲ୍ଲୀ- ଭବ୍ୟ ରାମ ମନ୍ଦିର ଶିଳାନ୍ୟାସ ହେବାପରେ ଭକ୍ତଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଛନ୍ତି, ବହୁ ଦିନ ଅପେକ୍ଷାର ଅନ୍ତ ଘଟିଛି । ପ୍ରଭୁ ରାମଙ୍କ ସତା ବିଲୋପ ପାଇଁ ବହୁ ଉଦ୍ୟମ ସତ୍ୱେ ଏହା ହୋଇପାରି ନାହିଁ । ଆଜି ଆମେ ସଫଳ ହୋଇଛୁ ପ୍ରକାଶ କରି
Read More...