Browsing Category

ଦେଶ

୨୦ ଲକ୍ଷ ଟପିଲା କରୋନା; ଦିନକରେ ୬୨ ହଜାର ସଂକ୍ରମିତ

ନୂଆଦିଲ୍ଲୀ: କରୋନା ଭୂତାଣୁ ଭାରତରେ ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି। ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଶୁକ୍ରବାର ୨୦ ଲକ୍ଷ ଅତିକ୍ରମ କରିଛି। ସବୁଠୁ ଚିନ୍ତାର ବିଷୟ ହେଉଛି ଦୈନିକ ସଂକ୍ରମଣ। ସପ୍ତାହକ ତଳେ ଦୈନିକ ସଂକ୍ରମଣ ୫୦ରୁ ୫୫ ହଜାର ଭିତରେ ରହୁଥିଲା ବେଳେ ଶୁକ୍ରବାର ତାହା ୬୦
Read More...

ଜାଣନ୍ତି କି? ଏବେ ବି ଥାଇଲାଣ୍ଡର ରାଜା ହେଉଛନ୍ତି ‘’ରାମ’’

ଉତ୍ତରପ୍ରଦେଶସ୍ଥିତ ଅଯୋଧ୍ୟାରେ ରାମମନ୍ଦିର ଭୂମିପୂଜନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ରାଜ୍ୟ ଓ ଦେଶ ସହ ରାମଙ୍କ ସମ୍ପର୍କର ଅବତାରଣା କରିଥିଲେ । ଏହି ଅବସର​‌ରେ ଥାଇଲାଣ୍ଡ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଥିଲେ । କେବଳ ଭାରତ ନୁହେଁ ଥାଇଲାଣ୍ଡରେ ମଧ୍ୟ ଏକ ଅଯୋଧ୍ୟା ଅଛି ।
Read More...

ଭାରତ ମହାକାଶ ପଠାଇବ ୬ଟି ’ଆକାଶ ଆଖି’: ଚୀନ ସେନା ଗତିବିଧି ଉପରେ ରଖିବ ନଜର

ନୂଆଦିଲ୍ଲୀ: ଚୀନ ସେନାର ଗତିବିଧି ସହ ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି) ଉପରେ ନଜର ରଖିବା ପାଇଁ ଭାରତ ମହାକାଶରେ ସ୍ଥାପନ କରି ଆଉ ୬ଟି କୃତ୍ରିମ ଉପଗ୍ରହ । ଭାରତୀୟ ସୁରକ୍ଷା ସଂସ୍ଥାର ଆବଶ୍ୟକତା ଅନୁସାରେ ଏହି କୃତ୍ରିମ ଉପଗ୍ରହ ଖୁବ୍ ଶୀଘ୍ର ମହାକାଶରେ ସ୍ଥାପନ ନିମନ୍ତେ ଆରମ୍ଭ ହୋଇଛି
Read More...

ଆଇପିଏଲ ୨୦୨୦ : VIVO କୁ ହଟାଇଲା BCCI, ୨ ଦିନରେ ନୂଆ ଟେଣ୍ଡର

ମୁମ୍ବାଇ : ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ପ୍ରାୟୋଜନା ଦ୍ୱାୟିତ୍ୱରୁ ଚୀନ ମୋବାଇଲ କମ୍ପାନି ଭିଭୋକୁ ବାଦ ଦିଆଯାଇଥିବା ବିଷୟରେ ବିସିସିଆଇ ଔପଚାରିକ ଭାବେ ଘୋଷଣା କରିଛି । ତେବେ ଭିଭୋକୁ କେଉଁ କାରଣରୁ ହଟାଯାଇଛି ସେ ସମ୍ପର୍କରେ ବିସିସିଆଇ ପକ୍ଷରୁ କିଛି କୁହାଯାଇନାହିଁ ।ନୂଆ
Read More...

ହୋମ୍ କ୍ୱାରାଂଟିନ୍ କାରଗାର ତୁଲ୍ୟ : ଅମିତାଭ

ମୁମ୍ବାଇ: ଅମିତାଭ ବଚ୍ଚନ ରବିବାର ହସ୍ପିଟାଲ୍ରୁ ଘରକୁ ଫେରି ଏବେ ହୋମ କ୍ୱାରାଂଟିନ୍ରେ ଅଛନ୍ତି । ତେବେ ଏହି ହୋମ୍ କ୍ୱାରାଂଟିନକୁ କାରାଗାର ବୋଲି ବର୍ଣ୍ଣନା କରିଛନ୍ତି ବିଗ୍-ବି ନିଜ ବ୍ଲଗ୍ ପୋଷ୍ଟରେ ସେ ଏ ସମ୍ପର୍କରେ ଉଲ୍ଳେଖ କରିଛନ୍ତିି, ଘରେ ଥାଇ ମଧ୍ୟ ଘର ଲୋକଙ୍କ ସହ ସମ୍ପର୍କ ନାହିଁ
Read More...

ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ୩ଟି ପ୍ରଥମ

ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମଣ ପାଇଁ ଭୂମି ପୁଜନ କରିଛନ୍ତି । ତେବେ ମୋଦୀଙ୍କ ଅଯୋଧ୍ୟା ଗସ୍ତ ସହ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ୩ଟି କାର୍ଯ୍ୟ କରିଛନ୍ତି । ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ମୋଦୀ ଅଯୋଧ୍ୟରେ ଦଶମ ଶତାଦ୍ଧୀର ହନୁମାନ ଗଦି ମନ୍ଦିର
Read More...

ରାମ ମନ୍ଦିର ଯାତ୍ରାର ମାର୍ଗଦର୍ଶକ ମହନ୍ତ ରାମଚନ୍ଦ୍ର ଦାସ

ଅଯୋଧ୍ୟା:୨୦୦୩ ଅଗଷ୍ଟ ୩ର କଥା । ମହନ୍ତ ରାମଚନ୍ଦ୍ର ଦାସ ପରମହଂସଙ୍କ ଶେଷ ଯାତ୍ରା ପାଇଁ ସରଜୁ ନଦୀ କୂଳରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ମହନ୍ତ ରାମଚନ୍ଦ୍ର ଦାସ ପରମହଂସ ଥିଲେ ଦିଗମ୍ଭର ଆଖଡ଼ାର
Read More...

ପ୍ରତି ୧୫ ସେକେଣ୍ଡରେ ମରୁଛନ୍ତି ଜଣେ କରୋନା ରୋଗୀ, ସ୍ଥିତି ଗୁରୁତର ଆଶଙ୍କା

ନୂଆଦିଲ୍ଲୀ:  ସାରା ବିଶ୍ଵରେ କରୋନା ସଂକ୍ରମଣ ସ୍ଥିତି ଦିନକୁଦିନ ଖରାପ ହେବାରେ ଲାଗିଛି । ପରିସ୍ଥିତି ଏପରି ହୋଇଛି ଯେ ସାରା ବିଶ୍ଵରେ ହାରାହାରି ପ୍ରତି ୧୫ ସେକେଣ୍ଡରେ ଜଣେ କରୋନା ସଂକ୍ରମିତ ମୃତ୍ୟୁବରଣ କରୁଛନ୍ତି । ବର୍ତମାନ ସୁଦ୍ଧା ସାରା ପୃଥିବୀରେ ମୃତକଙ୍କ ସଂଖ୍ୟା ୭ ଲକ୍ଷ ଅତିକ୍ରମ
Read More...

ବର୍ଷାରେ ବେହାଲ ମୁମ୍ବାଇ ସହର

ମୁମ୍ବାଇ- ମୁମ୍ବାଇରେ ଭୀଷଣ ବର୍ଷା ଯୋଗୁ ସ୍ଥିତି ଅସମ୍ଭାଳ ହୋଇପଡିଛି । ବିଭିନ୍ନ ସ୍ଥାନରେ ୧୦ରୁ ୧୨ ଫୁଟ ଉଚ୍ଚର ପାଣି ଜମି ରହିଛି । ରେଳ ଠାରୁ ଆରମ୍ଭ କରି ସଡକ ଓ ବିମାନ ସେବା ବାଧାପ୍ରାପ୍ତ ହୋଇଛି । କେଉଁଠି ନିର୍ମାଣଧୀନ ପାଚେରି ଭୁଶୁଡି ପଡିଛ ତ ଆଉ କେଉଁଠି ଗଛ । ତଳିଆ ଅଂଚଳର ଲୋକ
Read More...

ଚୀନରେ ବ୍ୟାପୁଛି ଆଉ ଏକ ଭୂତାଣୁ; ୭ ମୃତ, ୬୦ ଆକ୍ରାନ୍ତ

ବେଜିଂ: କରୋନା ପରେ ଚୀନରେ ଆଉ ଏକ ଭୂତାଣୁ ଯୋଗୁ ସଂକ୍ରାମକ ରୋଗ ବ୍ୟାପିବାରେ ଲାଗିଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୬୦ ଜଣ ସଂକ୍ରମିତ ହୋଇଥିବା ଚୀନ ସରକାରୀ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି। ସୂଚନା ଅନୁସାରେ, ଏହି ଭୂତାଣୁ ଏକ କୀଟଠାରୁ ମଣିଷକୁ
Read More...