ଚୀନ୍କୁ ପୁଣି ଝଟ୍କା; ଆଉ ୪୭ ଚାଇନିଜ୍ ଆପ୍ ବ୍ୟାନ କଲା ଭାରତ
ନୂଆଦିଲ୍ଲୀ: ଚୀନ ଉପରେ ଭାରତ ସରକାର ଆଉ ଏକ ଡିଜିଟାଲ ଷ୍ଟ୍ରାଇକ୍ କରିଛନ୍ତି। ପୂର୍ବରୁ ୫୯ ଚାଇନିଜ୍ ମୋବାଇଲ୍ ଆପ୍ ଉପରେ ସରକାର ପ୍ରତିବନ୍ଧକ ଲଗାଇଥିବାବେଳେ ପୁଣି ୪୭ ଆପ୍କୁ ନିଷିଦ୍ଧ କରିଛନ୍ତି। ଫଳରେ ବର୍ତ୍ତମାନ ସୁଦ୍ଧା ମୋଟ ୧୦୬ ଚାଇନିଜ୍ ଆପ୍କୁ ଭାରତରେ ନିଷିଦ୍ଧ କରାଯାଇଛି।!-->…
Read More...
Read More...