Browsing Category

ଦେଶ

ଥାନାରେ ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ହେଡ୍‌ କନଷ୍ଟେବଳ

ଦିଲ୍ଲୀ: ଥାନା ଭିତରେ ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ହେଡ୍‌ କନଷ୍ଟେବଳ। ଏଭଳି ଏକ ଘଟଣା ଘଟିଛି ରାଜଧାନୀ ନୂଆଦିଲ୍ଲୀର ସାକେତ ଥାନାରେ। ଘଟଣା ପରେ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସୂଚନା ଅନୁସାରେ, ଆତ୍ମହତ୍ୟା କରିଥିବା ହେଡ୍‌ କନଷ୍ଟେବଳ ହେଉଛନ୍ତି ସଞ୍ଜୟ(୩୪)।
Read More...

ଗେହଲଟକୁ ଶିକ୍ଷା ଦେବେ ମାୟାବତୀ

ନୂଆଦିଲ୍ଲୀ: ରାଜସ୍ଥାନରେ ଦେଖାଦେଇଥିବା ରାଜନୈତିକ ସଙ୍କଟରେ ଏଂଟ୍ରି କରିଛନ୍ତି ବିଏସପି ମୁଖ୍ୟ ମାୟାବତୀ । କଂଗ୍ରେସ ଚଂଚକତା କରି ବିଏସପିର ୬ ବିଧାୟକଙ୍କୁ ନିଜ ଦଳରେ ସାମିଲ କରିଦେଇଥିବା ଅଭିଯୋଗ କରି ମାୟାବତୀ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ରାଜସ୍ଥାନ
Read More...

ବିଶ୍ୱବିଦ୍ୟାଳୟ ପରୀକ୍ଷା: ୟୁଜିସିକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସେପ୍ଟେମ୍ବର ୩୦ ସୁଦ୍ଧା ବିଶ୍ୱବିଦ୍ୟାଳୟ ପରୀକ୍ଷା ଶେଷ କରିବା ନିମନ୍ତେ ଜୁଲାଇ ୬ ତାରିଖରେ ନିର୍ଦେଶ ବିରୋଧରେ ଆଗତ ମାମଲାର ବିଚାର କରି ୩୧ ତାରିଖ ପୂର୍ବରୁ ନିଜର ପକ୍ଷ ରଖିବାକୁ ୟୁଜିସିକୁ ନିର୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ବିଶ୍ୱବିଦ୍ୟାଳୟ ପରୀକ୍ଷା ସମ୍ପର୍କରେ
Read More...

୭୦% ଭାରତୀୟ କର୍ମଚାରୀଙ୍କୁ ହୁୱୈଇର ଛଟେଇ ନୋଟିସ

ନୂଆଦିଲ୍ଲୀ: ଚୀନ ଟେଲିକମ୍ କମ୍ପାନୀ ହୁୱୈଇ ଭାରତରେ କାର୍ଯ୍ୟ କରୁଥିବା ଭାରତୀୟ କର୍ମଚାରୀଙ୍କୁ ହଟାଇବା ଆରମ୍ଭ କରିଛି । ଅନ୍ୟୂନ ୬୦%ରୁ ୭୦% ଭାରତୀୟ କର୍ମଚାରୀଙ୍କୁ ଛଟେଇ ନୋଟିସ ଦେଇଥିବା ସୂଚନା ମିଳିଛି । କମ୍ପାନୀ ପକ୍ଷରୁ ଏ ସମ୍ପର୍କରେ ବିଧିବଦ୍ଧ ଘୋଷଣା କରାଯାଇ ନ ଥିଲେ ମଧ୍ୟ ଏପରି
Read More...

୯ଲକ୍ଷ ଅତିକ୍ରମ କଲା କୋଭିଡ-୧୯ ଆରୋଗ୍ୟଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କୋଭିଡ-୧୯ ଆରୋଗ୍ୟଙ୍କ ସଂଖ୍ୟା ୯ଲକ୍ଷକୁ ଅତିକ୍ରମ କରିଛି । ତେବେ ଗତ ୨୪ ଘଂଟା ମଧ୍ୟରେ ୩୧ ହଜାର ୯୯୧ଜଣ କରୋନା ଆରୋଗ୍ୟ ଲାଭ କରିବା ସହ ଦେଶରେ କୋଭିଡ୍-୧୯ ରୁ ଆରୋଗ୍ୟ ସଂଖ୍ୟା ଏବେ ୯ଲକ୍ଷ ୧୭ହଜାର ୫୬୮ରେ ପହଂଚିଛି । ଫଳରେ କୋଭିଡ୍ ମୃତ୍ୟୁ ହାର ୨.୨୮ପ୍ରତିଶତ ହ୍ରାସ
Read More...

ହିମାଚଳରେ ଭୂକମ୍ପ ଝଟକା: ତୀବ୍ରତା ୩.୧

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ଚମ୍ବାରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୩.୧ ରହିଛି । ନ୍ୟାସନାଲ ସେଂଟର ସିସ୍ମୋଲଜିରୁ ପ୍ରାପ୍ତ ସୂଚନା ମୁତାବକ ଭୂକମ୍ପର ଝଟକା ଦ୍ୱିପହର ୧.୪୧ ମିନିଟରେ ହେବାର ଅନୁମାନ କରାଯାଇଥିଲା । କୁହାଯାଉଛି କି,
Read More...

ମର୍ମର୍ନ୍ତୁଦ ସଡକ ଦୁର୍ଘଟଣା: ୮ ମୃତ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶ ଛତ୍ରପୁର ଜିଲ୍ଲାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ୮ ଜଣଙ୍କ ଜୀବନ ଯାଇଥିବାର ସୂଚନା ମିଳିଛି । ଏହି ଦୁର୍ଘଟଣା ଛତ୍ରପୁର ଜିଲ୍ଲାର ଚନ୍ଦ୍ରନଗର ସ୍ଥିତ ପାନ୍ନା ରୋଡ୍ ନିକଟରେ ହୋଇଛି । ଏଯାଏ ମୃତକଙ୍କ ପରିଚୟ ମିଳିନାହିଁ । ମୃତକଙ୍କ
Read More...

ଡାକ ଦୂତ ସେବା ବନ୍ଦକଲା ଭାରତୀୟ ରେଳୱେ

ନୂଆଦିଲ୍ଲୀ: ଭାରତୀୟ ରେଲୱେ ଗୋପନୀୟ ତଥ୍ୟ ପଠାଇବା ନେଇ ଜାରି ରଖିଥିବା ବ୍ରିଟିସ୍ ଅମଳର ଡାକ ଦୂତ ସେବା ବନ୍ଦ କରିବାକୁ ନିଷ୍ପିତି ନେଇଛି । ଏହା ପରିବର୍ତେ ଭିଡିଓ କନଫରେନ୍ସିଂ ଜରିଆରେ ଯୋଗାଯୋଗ କରିବାକୁ ନିଜର ସମସ୍ତ ଜୋନକୁ ନିଦେ୍ର୍ଧଶ ଦେଇଛି । ଖର୍ଚ୍ଚ କମ୍ କରିବା ଉଦେଶ୍ୟରେ
Read More...

ଜ୍ୟାକ ମାଙ୍କୁ ଭାରତୀୟ କୋର୍ଟର ସମନ

ନୂଆଦିଲ୍ଲୀ: ଆଲିବାବା ଓ ଏହାର ପ୍ରତିଷ୍ଠା ଜ୍ୟାକ୍ ମାଙ୍କୁ ଭାରତୀୟ କୋର୍ଟ ସମନ ଜାରି କରିଛି । ଭାରତର ଜଣେ କର୍ମଚାରୀଙ୍କୁ ଅନୁଚିତ ଭାବେ ବିଦା କରିଥିବାରୁ ଆଲିବାବା ଓ ଜ୍ୟାକ୍ ମାଙ୍କୁ କୋର୍ଟ ସମନ କରିଛି । ଭାରତ-ଚୀନର ତିକ୍ତତା ପାଇଁ ଆଲିବାବାର ୟୁସି ନ୍ୟୁଜ, ୟୁସି ବ୍ରାଉଜର
Read More...

ସଫଳତାର ୫ଟି ମନ୍ତ୍ର : ଡ. ଏପିଜେ ଅବଦୁଲ କଲାମ

ଭାରତରତ୍ନ ଡ. ଏ ପି ଜେ ଅବଦୁଲ କଲାମଙ୍କ ଆଜି ଶ୍ରାଦ୍ଧବାର୍ଷିକ।ତାଙ୍କର ପୁରା ନାମ ଅବୁଲ ପାକିର ଜୈନୁଲଅବଦିନ ଅବଦୁଲ କଲାମ ମସୁଦି ଏ ପି ଜେ ଅବଦୁଲ କଲାମ।ସେ ସ୍ୱପ୍ନର ସୌଦାଗର ତ କେତେବେଳେ ସେ ମିସାଇଲ ମ୍ୟାନ, ପୁଣି ସେ ଜନତାର ରାଷ୍ଟ୍ରପତି, ଏଭଳି ନାମରେ ଅବଦୁଲ କଲାମ ପରିଚିତ।
Read More...