ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ପ୍ରସଙ୍ଗ; ମହେଶ ଭଟ୍ଟଙ୍କୁ ୨ ଘଣ୍ଟା ଜେରା
ମୁମ୍ବଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ପ୍ରସଙ୍ଗରେ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ମହେଶ ଭଟ୍ଟଙ୍କୁ ପୁଲିସ ଜେରା କରିଛି। ନୋଟିସ ପାଇବା ପରେ ମହେଶ ଭଟ୍ଟ ସୋମବାର ମଧ୍ୟାହ୍ନ ୧୨ଟାରେ ମୁମ୍ବଇର ସାଣ୍ଟା କ୍ରୁଜ ଥାନାରେ ପହଞ୍ଚିଥିଲେ। ସେଠାରେ ପୁଲିସ ତାଙ୍କୁ ପ୍ରାୟ ୨!-->…
Read More...
Read More...