Browsing Category

ଦେଶ

ଭାରତ ଛୁଇଁଲା ରାଫେଲ

ରାଲେ ନୂଆଦିଲ୍ଲୀ- ଭାରତରେ ପଂହଚିଲା ରାଫେଲ ଜେଟ । ଫ୍ରାନ୍ସରୁ ଆସିଥିବା ୫ ଟି ରାଲେ ହରିୟାଣାର ଅମ୍ବାଲା ଏୟାର ବେସରେ ଅବତରଣ କରିଛି । ଭାରତୀୟ ବାୟୁସେନାର ବହୁ ବରିଷ୍ଠ ଅଧିକାରୀ ଅମ୍ବାଲା ବେସରେ ଉପସ୍ଥିତ ରହି ବିମାନଗୁଡିକୁ ସ୍ୱାଗତ କରିଛନ୍ତି ।ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
Read More...

ଭାରତୀୟ ବାୟୁ ସୀମାରେ ରାଫେଲ

ନୂଆଦିଲ୍ଲୀ- ଭାରତୀୟ ବାୟୁ ସୀମରରେ ଉଡିଲା ରାଫେଲ ଯୁଦ୍ଧ ବିମାନ । ୟୁଏଇରୁ ଉଡାଣ ଭରି ଆଜି ଅପରାହ୍ନଣରେ ଭାରତୀୟ ସମୀରେ ପଂହଚିଛି । ବାୟୁ ସୀମାରେ ପଂହଚିବା ପରେ ରାଫେଲକୁ ଯୁଦ୍ଧ ଜାହାଜ ଡେଲଟା-୬୩ ସ୍ୱାଗତ କରିଛି । ଆଉ କିଛି ସମୟ ପରେ ହରିଆଣା ଅମ୍ବାଲା ଏୟାର ବେସରେ ପଂହଚିବ ୫ ଟି
Read More...

ଭାରତରେ ପଂହଚିବ ୫ ରାଫେଲ ଫାଇଟର

ନୂଆଦିଲ୍ଲୀ- ଆଜି ଭାରତରେ ପଂହଚିବ ୫ ରାଫେଲ ଜେଟ । ଫ୍ରାନ୍ସରୁ ଉଡାଣ କରିଥିବା ଏହି ଜେଟ ହରିଆଣାର ଅମ୍ବାଲା ଏୟାରବେସରେ ପହଂଚିବ । ୧୨ ଯୋଦ୍ଧା ପାଇଲଟ ଏହାକୁ ଭାରତ ଆଣୁଛନ୍ତି । ରାସ୍ତାରେ ଆବୁଧାବିରେ କିଛି ସମୟ ରହଣି ପରେ ପୁଣି ଉଡାଣ ଆରମ୍ଭ କରିଛନ୍ତି । ଆକାଶରୁ ଭୂପୃଷ୍ଠକୁ ନିକ୍ଷେପ
Read More...

ଦେଶରେ ଦିନକରେ ୪୮, ୫୧୩ ନୂଆ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ- ଦେଶରେ ଗତ ୨୪ ଘଂଟାରେ ନୂଆ ୪୮,୫୧୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୫୩୧,୬୬୯କୁ ବୃଦ୍ଧି ପାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଏଯାବତ୍ ଦେଶରେ
Read More...

ଅଯୋଧ୍ୟାରେ ଆତଙ୍କବାଦୀ ଆକ୍ରମଣ ଯୋଜନା କରୁଛି ଆଇଏସ୍‍ଆଇ

ନୂଆଦିଲ୍ଲୀ : ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଇଣ୍ଟର ସର୍ଭିସ ଇଣ୍ଟେଲିଜେନ୍ସ (ଆଇଏସଆଇ) ଅଯୋଧ୍ୟାର ରାମ ଜନ୍ମଭୂମିରେ ଆତଙ୍କବାଦୀ ଆକ୍ରମଣ କରିବାକୁ ଯୋଜନା କରୁଛି। ଅଗଷ୍ଟ ୧୫ ତାରିଖରେ ଏହି ଆକ୍ରମଣ କରିବା ଲାଗି ଆଇଏସଆଇ ଯୋଜନା କରିଥିବା ଭାରତର ଗୁଇନ୍ଦା ଏଜେନ୍ସି ର’ ପକ୍ଷରୁ ସୂତର୍କ
Read More...

ଦେଶରେ ୪୭,୭୦୩ ଆକ୍ରାନ୍ତ : ୬୫୪ ମୃତ

ନୂଆଦିଲ୍ଲ: ଦେଶରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବଢି ଚାଲିଥିଲା ବେଳେ ଗତ ୨୪ ଘଂଟାରେ ୪୭ ହଜାର ୭୦୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ଆକ୍ରାନ୍ତଙ୍କ ସଂଖ୍ୟା ୧୪ ଲକ୍ଷ ୮୩ ହଜାର ୧୫୬ରେ ପହଞ୍ଚିଛି । ସେହିପରି ଗୋଟିଏ ଦିନରେ ୬୫୪ଜଣଙ୍କ ପ୍ରାଣ
Read More...

୩୦ ସେକେଣ୍ଡରେ କରୋନା ରିପୋର୍ଟ: ସହାୟତା ପାଇଁ ଭାରତରେ ଇସ୍ରାଏଲ ଗବେଷକ

କରୋନା ଲଢ଼େଇରେ ସହଯୋଗ କରିବା ନିମନ୍ତେ ଭାରତରେ ପହଞ୍ଚିଛନ୍ତି ଇସ୍ରାଏଲର ଗବେଷକ । ଏହି ଟିମ୍ ଭାରତୀୟ ଗବେଷକଙ୍କ ସହ ମିଶି ଏମିତି ଏକ କରୋନା ଟେଷ୍ଟ କିଟ୍ ପ୍ରସ୍ତୁତ କରିବେ, ଯେଉଁଥିରେ କି ଆଖିରୁ ପଲକ ପଡ଼ିବା ପାଇଁ ଯେତିକି ସମୟ ଲାଗେ ସେତିକି ସମୟ ମଧ୍ୟରେ ଜଣେ ବ୍ୟକ୍ତିଙ୍କ କରୋନା
Read More...

କୃଷି ସଂସ୍କାର ସପକ୍ଷରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ

ମୁମ୍ବାଇ: ବିଗତ କିଛି ବର୍ଷ ହେଲାଣି ଦେଶରେ ରେକର୍ଡ ପରିମାଣ ଖାଦ୍ୟ ଶସ୍ୟ ଉତ୍ପାଦନ ହେଉଥିବାରୁ କୃଷି ଆୟରେ ବୃଦ୍ଧି ଆଣିବା ଲାଗି ଦେଶ ପାଇଁ ସ୍ୱତନ୍ତ୍ର ନୀତିର ଆବଶ୍ୟକତା ରହିଛି ବୋଲି ଭାରତୀୟ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି । ସରକାରଙ୍କ ତରଫରୁ ପ୍ରଦାନ କରାଯାଉଥିବା
Read More...

ରାଜସ୍ଥାନ ରାଜନୀତି : ବିଧାନସଭା ଅଧିବେଶନ ଡାକିବା ନେଇ ରାଜ୍ୟପାଳଙ୍କ ୩ ସର୍ତ୍ତ

ଜୟପୁର : ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ର ବିଧାନସଭା ଅଧିବେଶନ ଡାକିବା ପାଇଁ ସୋମବାର ସମ୍ମତି ପ୍ରକାଶ କରିଛନ୍ତି। ତେବେ ଅଧିବେଶନ ଡାକିବା ନେଇ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସରକାର ଯେଉଁ ଏଜେଣ୍ଡା ଦେଇଛନ୍ତି ତଦନୁଯାୟୀ ରାଜ୍ୟପାଳ ସରକାରଙ୍କ ନିକଟରେ ତିନିଟି ସର୍ତ୍ତ ଧାର୍ଯ୍ୟ
Read More...

ପ୍ରଧାନମନ୍ତ୍ରୀଙ୍କ ଅଯୋଧ୍ୟା ଗସ୍ତକୁ ଓୱେସୀଙ୍କ ବିରୋଧ

ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ୫ ତାରିଖରେ ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ରାମ ମନ୍ଦିରର ଭୂମି ପୂଜନ ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେଇ ଶିଳାନ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ମନ୍ଦିରର ଭୂମିପୂଜା ଉତ୍ସବ ପାଇଁ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ
Read More...