Browsing Category

ଦେଶ

ଆସାମ ତୈଳକୂପରେ ଭୟଙ୍କର ବିସ୍ପୋରଣ

ଆସାମ- ଆସାମ ତିନିସୁକିଆ ଜିଲ୍ଲା ସ୍ଥିତ ବାଗଜାନ ତୈଳକୂପ ସ୍ଥିତି ଦିନକୁ ଦିନ ଭୟଙ୍କର ଆକାର ଧାରଣ କରୁଛି । ଏହି ନିଆଁକୁ ଲିଭାଇବାକୁ ବିଦେଶରୁ ଆସୁଥିବା ବିଶେଷଜ୍ଞ ମଧ୍ୟ ବିଫଳ ହେଲେଣି । ବୁଧବାର ଏହି ତୈଳକୂପରେ ହଠାତ ଏକ ବିସ୍ପୋରଣ ହେବାରୁ ସେଠାରେ କାର୍ଯ୍ୟରତ ୩ ବିଦେଶୀ ବିଶେଷଜ୍ଞ
Read More...

ସାର ଦୁର୍ନିତି ଅଭିଯୋଗରେ ଅଗ୍ରସେନ ଗେହଲଟଙ୍କ ବିରୋଧରେ ପ୍ରବର୍ତନ ନିର୍ଦେଶାଳୟ ପକ୍ଷରୁ ଅର୍ଥ ହଡପ ମାମଲା ରୁଜୁ

ଜୟପୁର- ସାର ଦୁର୍ନିତି ଅଭିଯୋଗରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କ ବଡଭାଇ ଅଗ୍ରସେନ ଗେହଲଟଙ୍କ ବିରୋଧରେ ପ୍ରବର୍ତନ ନିର୍ଦେଶାଳୟ ପକ୍ଷରୁ ଅର୍ଥ ହଡପ ମାମଲା ବୁଧବାର ରୁଜୁ କରାଯାଇଛି । ଅଶୋକ ଗେହଳଟଙ୍କ ୪ ରାଜ୍ୟ ଦିଲ୍ଲୀ, ଗୁଜୁରାଟ, ରାଜସ୍ଥାନ ଓ ପଶ୍ଚିମବଙ୍ଗରେ ଥିବା
Read More...

ବର୍ଷକ ଭିତରେ ସୁନା ଦର ୨୫% ବୃଦ୍ଧି

ନୂଆଦିଲ୍ଲୀ: ଏକ ବର୍ଷ ମଧ୍ୟରେ ସୁନା ଦର ୨୫ ପ୍ରତିଶତ ବୃଦ୍ଧି ହୋଇଛି । ମହାମାରୀ କରୋନା ଭାଇରସ୍ ସୁନା ଦରକୁ ଅଧିକ ପ୍ରଭାବିତ କରିଛି । ଯେଉଁଥିପାଇଁ ପ୍ରତିଦିନ ସୁନାଦର ବୃଦ୍ଧି ହେବାରେ ଲାଗିଛି । ସୁନା ଦର ୧୦ ଗ୍ରାମ ପିଛା ତୀବ୍ର ଗତିରେ ବଢି ୪୯ ହଜାର ୫୦୦ ଟଙ୍କାରେ ପହଁଚିଛି । କେବଳ
Read More...

୩୫ ବର୍ଷ ପରେ ରାୟ ପ୍ରକାଶ; ରାଜା ମାନ ସିଂହ ହତ୍ୟା ମାମଲାରେ ୧୧ପୁଲିସ ଦୋଷୀ

ମଥୁରା : ରାଜସ୍ଥାନର ଭରତପୁର ରାଜା ମାନ୍‌ ସିଂହଙ୍କ ହତ୍ୟା ଘଟଣାର ଦୀର୍ଘ ୩୫ ବର୍ଷ ପରେ ୧୧ ପୁଲିସ କର୍ମଚାରୀଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଉତ୍ତରପ୍ରଦେଶର ମଥୁରାସ୍ଥିତ ଅଦାଲତ ବୁଧବାର ସେମାନଙ୍କ ଦଣ୍ଡ ଘୋଷଣା କରିବେ। ୧୯୮୫ ଫେବୃଆରୀ ୨୧ରେ ଘଟିଥିବା ଏହି ଲୋମହର୍ଷକ ହତ୍ୟାକାଣ୍ଡ
Read More...

ଇସ୍ତଫା ଦେବେ ରାହୁଲ ବଜାଜ

ନୂଆଦିଲ୍ଲୀ: ବଜାଜ ଫାଇନାନ୍ସ ଅଧ୍ୟକ୍ଷ ପଦରୁ ରାହୁଲ ବଜାଜ ଇସ୍ତଫା ଦେବେ । ଜୁଲାଇ ୩୧ରୁ ସେ ବଜାଜ ଫାଇନାନ୍ସରୁ ବିଦାୟ ନେବେ ବୋଲି କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି । କମ୍ପାନିର ଅଣ-କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ରାହୁଲ ବଜାଜ ୧୯୮୭ରୁ ଏହି ପଦରେ ରହି ଆସିଛନ୍ତି । ୫ ଦଶନ୍ଧି ହେବ ସେ
Read More...

ହଜାରେ ଟଙ୍କାରେ ଉପଲବ୍ଧ ହେବ କରୋନା ଟିକା

ନୂଆଦିଲ୍ଲୀ : ମହାମାରୀ କରୋନା ପରିସ୍ଥିତିରେ ପୁରା ବିଶ୍ୱ ଗତି କରୁଥିବା ବେଳେ ଆସିଛି ଏକ ଆସ୍ୱସ୍ତି କର ଖବର । ଡିସେମ୍ବର ମାସ ମଧ୍ୟରେ ଭାରତରେ କରୋନା ଟିକା ଉପଲବ୍ଧ ହେବ ବୋଲି ଭାରତୀୟ ଫାର୍ମା କମ୍ପାନୀ ସେରମ ଇନଷ୍ଟିଚୁ୍ୟଟ୍ ଅଫ୍ ଇଣ୍ଡିଆର କାର୍ଯ୍ୟନିର୍ବାହୀ ଅର୍ଧିକାରୀ ଆଦର ପୁନାୱ୍ାଲା
Read More...

ରାଜ୍ୟସଭାର ସଦସ୍ୟ ଭାବେ ଶପଥ ନେଲେ ଓଡିଶାର ୪ ସଦସ୍ୟ

ଭୁବନେଶ୍ୱର- ଓଡିଶାର ୪ ସଦସ୍ୟ ରାଜ୍ୟସଭାର ନୂଆ ସାଂସଦ ଭାବେ ଶପଥ ନେଇଛନ୍ତି । ମୁନାଖାଁ, ମମତା ମହାନ୍ତ, ସୁବାଷ ସିଂ ଓ ସୁଜିତ୍ କୁମାରଙ୍କ ବ୍ୟତିତ ଅନ୍ୟ ୩୯ ସାଂସଦ ଶପଥ ପାଠ କରିଛନ୍ତି । କରୋନା ଭୟାବହତାକୁ ନେଇ ସଂସଦ ଅଧିବେଶନ ବନ୍ଦ ଥିବାରୁ ରାଜ୍ୟ ସଭାର ଅଧ୍ୟକ ଏମ. ଭେଙ୍କେୟା
Read More...

ଦେଶରେ ୨୪ ଘଂଟାରେ ନୂଆ ୩୭,୭୨୪ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ- ଦେଶରେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ । ହୁ ହୁ ହୋଇ ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୩୭,୭୨୪ରେ ପଂହଚିଛି । ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୯୨୯୧୫କୁୁ ବୃଦ୍ଧି ପାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ
Read More...

କୋଭିଡ-୧୯ ପାଇଁ ଗାଇଡଲାଇନ ଜାରି କଲା ଦିଲ୍ଲୀ ବିମାନବନ୍ଦର

ନୂଆଦିଲ୍ଲୀ- କୋଭିଡ-୧୯ ପାଇଁ ଦିଲ୍ଲୀ ଆନ୍ତର୍ଜାତିକ ବିମାନ ବନ୍ଦର ଯାତ୍ରୀଙ୍କ ପାଇଁ ନୂଆ ଗାଇଡଲାଇନ ଜାରି କରିଛନ୍ତି । ଯାତ୍ରୀଙ୍କ ପାଇଁ ୭ଦିନ ସଙ୍ଗରୋଧ ଓ ଗୋଟିଏ ସପ୍ତାହ ହୋମ କ୍ୱାରେନଂଟାଇନ ବାଧ୍ୟତାମୂଳକ ବୋଲି ବିମାନ ବନ୍ଦର କର୍ତୃପକ୍ଷ କହିଛନ୍ତି । ଏହି ନିୟମକୁ ମାନିବେ ବୋଲି
Read More...

ଅମରନାଥ ଯାତ୍ରା ବାତିଲ୍

ନୂଆଦିଲ୍ଲୀ- ଚଳିତ ବର୍ଷ ହୋଇପାରିବନି ବିଶ୍ୱପ୍ରସିଦ୍ଧ ଅମରନାଥ ଯାତ୍ରା । କରୋନାଭାଇରସ ସଂକ୍ରମଣ ଓ ଶ୍ରଦ୍ଧାଳୁଙ୍କ ସ୍ୱାର୍ଥ ଦୃଷ୍ଟିରୁ ଶ୍ରୀ ଅମରନାଥଜୀ ଧାର୍ମିକ ବୋର୍ଡର ୩୯ ତମ ବୈଠକରେ ଏହି ନିଷ୍ପତି ନିଆଯାଇଛି । ଶ୍ରଦ୍ଧାଳୁମାନେ ଲାଇଭ ଟେଲିକାଷ୍ଟ ଜରିଆରେ ସକାଳ ଓ ସନ୍ଧ୍ୟା ଆଳତୀ
Read More...