ଅଯୋଧ୍ୟା ରାମ ମନ୍ଦିର ଉଚ୍ଚତା ୧୬୧ ଫୁଟ
ନୂଆଦିଲ୍ଲୀ- ଅଯୋଧ୍ୟା ରାମ ମନ୍ଦିର ମଡେଲରେ ପରିବର୍ତନ । ୧୬୧ ଫୁଟ୍ ଉଚ୍ଚତାରେ ହେବ ରାମ ମନ୍ଦିର ନିର୍ମାଣ । ମିନ୍ଦିର କାର୍ଯ୍ୟ ଶେଷ ହେବା ପାଇଁ ୩ ବର୍ଷରୁ ଉଦ୍ଧ୍ୱର୍ ସମୟ ଲାଗିବ । ଆସନ୍ତା ୫ ତାରିଖରେ ଭୂମିପୂଜା ହେବା ପାଇଁ ନିଷ୍ପତି ନିଆଯାଇଛି । ମନ୍ଦିରକୁ ନେଇ ଶ୍ରଦ୍ଧାଳୁଙ୍କ!-->…
Read More...
Read More...