ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲାଜୀ ଟଣ୍ଡନଙ୍କ ପରଲୋକ
ନୂଆଦିଲ୍ଲୀ- ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲାଜୀ ଟଣ୍ଡନଙ୍କ ୮୫ ବର୍ଷ ବୟସରେ ପରଲୋକ ହୋଇଛି । ଜୁନ୍ ୧୧ ତାରିଖ ଦିନ ଲାଲାଜୀ ନିଶ୍ୱାସପ୍ରଶ୍ୱାସ ନେବାରେ ଅନୁଭବ କରିଥିଲେ । ତାଙ୍କୁ ଲକ୍ଷ୍ନୌ ର ମେଦାନ୍ତ ହସ୍ପିଟାଲରେ ଭର୍ତି କରାଯାଇଥିଲା । ତାଙ୍କର ପରିଶ୍ରାରେ ଅସୁବିଧା ହେବା ସହ ଜ୍ୱର ଲାଗି!-->…
Read More...
Read More...