ପେଟ୍ରୋଲ ଦର ସ୍ଥିତର ରହି ଡିଜେଲ ଦର ବୃଦ୍ଧି
ନୂଆଦିଲ୍ଲୀ- ଗତ କିଛି ଦିନ ଧିରି ଡେଜେଲ ଦର ବଢିବାରେ ଲାଗିଛି । ସୋମବାର ଡିଜେଲ ଦର ୧୨ ପଇସା ବୃଦ୍ଧି ପାଇଛି । ବର୍ଦ୍ଧିତ ଦର ଅନୁସାରେ ଡିଜେଲ ଲିଟର ପିଛା ୮୧.୬୪ ଟଙ୍କା ରହିଛି । ପୂର୍ବରୁ ଲିଟର ପିଛା ୮୧.୫୨ ଟଙ୍କା ରହିଥିଲା । ପେଟ୍ରୋଲ ଅପେକ୍ଷା ଡିଜେଲ ଦର ଅଧିକା ରହିଛି । କୋଭିଡ!-->…
Read More...
Read More...