Browsing Category

ଦେଶ

ପଛକୁ ହଟୁଛି ଚାଇନା

ନୂଆଦିଲ୍ଲୀ- ପଙ୍ଗୋଙ୍ଗ ହଦ୍ରରୁ ଚାଇନା ପଛକୁ ହଟିଛି ବୋଲି ସ୍ୟାଟେଲାଇଜ ଇମେଜରୁ ସ୍ପଷ୍ଟ ହୋଇଛି । ଜୁଲାଇ ୨୬ରେ ଚାଇନାର କାର୍ଯ୍ୟକାଳପ ପଙ୍ଗୋଙ୍ଗ ହଦ୍ର ନିକଟ ଫିଙ୍ଗର ୪ରୁ ୮ ମଧ୍ୟରେ ଚାଲିଥିବା ସ୍ପଷ୍ଟ ହୋଇଥିଲା । ଜୁଲାଇ ୧୦ରେ ଚାଇନା ବିବାଦୀୟ ଅଂଚଳରୁ ନିଜର ସେନା ପ୍ରତ୍ୟାହାର କରିବା
Read More...

ବିଶ୍ୱ ଜନସଂଖ୍ୟା ଦିବସ

ପ୍ରତିବର୍ଷ ଜୁଲାଇ ୧୧ତାରିଖରେ ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରାଯାଏ । ୧୮୮୯ ମସିହା ଠାରୁ ଏହି ଦିବସ ପାଳନ କରାଯାଉଛି । ଏହି ଦିବସ ପାଳନ କରିବାର ମୁଖ୍ୟ ଉଦେଶ୍ୟ ଲେକମାନଙ୍କୁ ଜନସଂଖ୍ୟା ବୃଦ୍ଧି ଏବଂ ଏହାର ସମସ୍ୟା ସଂପର୍କରେ ଅବଗତ କରିବା । ଜନସଂଖ୍ୟା ବୃଦ୍ଧି ଦ୍ୱାରା ସିଧାସଳଖ ଭାବେ
Read More...

ସପିଂ ମଲରେ ଅଗ୍ନିକାଣ୍ଡ

ମୁମ୍ବାଇ: ମୁମ୍ବାଇର ବୋିରବଲୀ ୱେଷ୍ଟରେ ଥିବା ଏକ ସପିଂ ମଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଘଟଣା ସ୍ଥଳରେ ୧୪ ଟି ଦମକଳ ଗାଡି ପହଁଚି ନିଆଁକୁ ଆୟତ କରିଛନ୍ତି । ବର୍ତମାନ ସୁଦ୍ଧା କେହି ମୃତାହତ ହୋଇନଥିବା ସୂଚନା ମିଳିଛି । କିନ୍ତୁ କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତି ପୋଡି ପାଉଁଶ
Read More...

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮,୨ ଲକ୍ଷକୁ ବୃଦ୍ଧି

ନୂଆଦିଲ୍ଲୀ- ଦେଶରେ କରୋନା ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ଗତ ୨୪ ଘଂଟାରେ ୨୭,୧୧୪ ନୂଆ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛନ୍ତି । ଭାତରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮,୨୦,୯୧୬ ରହିଥିବା ବେଳେ ୫,୧୫,୩୮୫ ଆରୋଗ୍ୟ ଲାଭ କରିଛନ୍ତି । ବର୍ତମାନ ସୁଦ୍ଧା ୨,୮୩, ୪୦୭
Read More...

ଇସ୍ତଫା ଦେଲେ ହକି ଇଣ୍ଡିଆ ଅଧ୍ୟକ୍ଷ

ନୂଆଦିଲ୍ଲୀ- ହକି ଇଣ୍ଡିଆ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ମୁସ୍ତାକ ଅହମ୍ମଦ । ତାଙ୍କ ଇସ୍ତଫାକୁ ଗ୍ରହଣ କରିବା ସହିତ ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ମଣିପୁର ଜ୍ଞାନେନ୍ଦ୍ର ନିଙ୍ଗୋବମଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତି କରାଯାଇଛି । ଜ୍ଞାନେନ୍ଦ୍ର ମଣିପୁରରେ ଥିବା ଏକ
Read More...

ନୂଆ ପଦବି ସୃଷ୍ଟି କରିବନି ଭାରତୀୟ ରେଲୱେ

ନୂଆଦିଲ୍ଲୀ- ଭାରତୀୟ ରେଲୱେରେ ଚାକିରି କରିବା ପାଇଁ ଆଶୟୀ ପ୍ରାର୍ଥୀଙ୍କୁ ଲାଗିଛି ଶକ୍ତ ଝଟକା । ରେଲୱେ ପକ୍ଷରୁ ଆଉ ନୂଆ ପଦବୀ ସୃଷ୍ଟି କରାଯିବ ନାହିଁ କି ଖାଲି ପଡିଥିବା ପଦବୀରେ କାହାକୁ ଚାକିରି ଦିଆଯିବ ନାହିଁ । କେବଳ ସେଫ୍ଟି କ୍ୟାଟୋଗୋରୀ କ୍ଷେତ୍ରରେ ନିଯୁକ୍ତି ଦିଆଯିବ ।
Read More...

ସୁଶାନ୍ତ ଙ୍କ ମୃତ୍ୟୁ କୁ ନେଇ ସିବିଆଇ ତଦନ୍ତ ଦାବି କଲେ ସୁବ୍ରମଣିୟମ ସ୍ୱାମୀ

ମୁମ୍ବାଇ- ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାରେ ତଦନ୍ତ ଜାରି ରହିଥିବା ବେଳେ ଅନେକ ନେତା ଅଭିନେତା ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି । ପୂର୍ବରୁ ବିଜେପି ସଂସଦ ମନୋଜ ତିୱାରୀ ସିବିଆଇ ତଦନ୍ତ ଦାବି କରିଥିବା ବେଳେ ବର୍ତମାନ ପୂର୍ବତନ କ୍ୟାବିନେଟ୍
Read More...

ଉତରପ୍ରଦେଶ ଲକଡାଉନ୍ : ଯୋଗୀ ସରକାର

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀର ସଂକ୍ରମଣକୁ ଦୃଷ୍ଟିରେ ରଖି ଉତରପ୍ରଦେଶର ଯୋଗୀ ସରକାର ଫୁଣି ଥରେ ଲକଡାଉନ୍ ଲାଗୁ କରିବାକୁ ନିଷ୍ପତି ନେଇଛନ୍ତି । ଉତରପ୍ରଦେଶରେ ଶୁକ୍ରବାର ରାତି ୧୦ ଟାରୁ ଜୁଲାଇ ୧୩ ତାରିଖ ଯାଏ ଲକଡାଉନ୍ ଲାଗୁ ହେବ । ଲକଡାଉନ୍ ସମୟରେ ଗୁରୁତ୍ୱପୂର୍ଣ୍ଣ ସେବାଗୁଡିକୁ
Read More...

ଘରେ ରହି କାମ କରୁଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ- କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ ଇଦୁରୋପା ୱାର୍କ ଫର୍ମ ହୋମ କରୁଛନ୍ତି । ତାଙ୍କ ଅଫିସର ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଇଦୁରୋପା ଏଭଳି ନିଷ୍ପତି ନେଇଛନ୍ତି । ଅଫିସର ଅନ୍ୟ କର୍ମଚାରୀ ମଧ୍ୟ ଘରେ ରହି କାମ କରିବାକୁ ଇଦୁରୋପା ନିର୍ଦେଶ ଦେଇଛନ୍ତି ।
Read More...

ଜାତୀୟ ମତ୍ସ୍ୟ ଚାଷ ଦିବସ

ଆଜି ହେଉଛି ଜାତୀୟ ମତ୍ସ୍ୟ ଚାଷୀ ଦିବସ । ତେବେ ସର୍ବପ୍ରଥମେ ୧୯୫୭ ଜୁଲାଇ ୧୦ତାରିଖରେ ଡା. ହିରାଲାଲ ଚୌଧୁରୀ ଓ ଡା କେ.ଏଚୁ ଆଲିକୁଣ୍ଡି କଟକରେ ପ୍ରଥମେ ମାଛ ଯୋଜନା ଆରମ୍ଭ କରିଥିଲେ । ଏଥିରେ ଭାରତୀୟ କୃଷି ଗବେଶଣା କେନ୍ଦ୍ରର ଅନ୍ୟତମ ଅନୁଷ୍ଠାନ । କେନ୍ଦ୍ରୀୟ ମଧୁର ଜଳ ମତ୍ସ୍ୟ ଚାଷ
Read More...