Browsing Category

ଦେଶ

ଜାତୀୟ ମତ୍ସ୍ୟ ଚାଷ ଦିବସ

ଆଜି ହେଉଛି ଜାତୀୟ ମତ୍ସ୍ୟ ଚାଷୀ ଦିବସ । ତେବେ ସର୍ବପ୍ରଥମେ ୧୯୫୭ ଜୁଲାଇ ୧୦ତାରିଖରେ ଡା. ହିରାଲାଲ ଚୌଧୁରୀ ଓ ଡା କେ.ଏଚୁ ଆଲିକୁଣ୍ଡି କଟକରେ ପ୍ରଥମେ ମାଛ ଯୋଜନା ଆରମ୍ଭ କରିଥିଲେ । ଏଥିରେ ଭାରତୀୟ କୃଷି ଗବେଶଣା କେନ୍ଦ୍ରର ଅନ୍ୟତମ ଅନୁଷ୍ଠାନ । କେନ୍ଦ୍ରୀୟ ମଧୁର ଜଳ ମତ୍ସ୍ୟ ଚାଷ
Read More...

ପରୀକ୍ଷା ବାତିଲ ପାଇଁ ୟୁଜିସିକୁ ରାହୁଲ ଗାନ୍ଧୀଙ୍କ ଅନୁରୋଧ

ନୂଆଦିଲ୍ଲୀ-କରୋନା ମହାମାରୀ ସମୟରେ ପରୀକ୍ଷା ନ କରିବାକୁ ୟୁଜିସିକୁ ଅନୁରୋଧ କରିଛନ୍ତି କଂଗ୍ରୋସ ଅଧ୍ୟକ୍ଷ ରାହୁଲି ଗାନ୍ଧୀ । ଯଦି ଏଭଳି ପରୀସ୍ଥିତିରେ ପରୀକ୍ଷା କରାଯାଏ ତେବେ ଛାତ୍ରଛାତ୍ରୀ ଆନ୍ଦୋଳନ କରିବେ ବୋଲି ସୂଚାଇ ଦେଇଛନ୍ତି ରାହୁଲ । ପରୀକ୍ଷା ହେଲେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ
Read More...

ବିକାଶ ଏନକାଉଂଟରକୁ ନେଇ ରାଜନୀତି

ନୂଆଦିଲ୍ଲୀ- ଉତରପ୍ରଦେଶର କୁଖ୍ୟାତ ଅପରାଧି ବିକାଶ ଦୁବେକୁ ନାଟକୀୟ ଭାବେ ଏକକାଉଂଟର କରି ମାରି ଦିଆଯାଇଛି । କିନ୍ତୁ ଏହି ଏନକାଉଂଟରକୁ ନେଇ ବିଭିନ୍ନ ରାଜନୈତିକ ଦଳ ପ୍ରଶ୍ୱ ଉଠାଇଛନ୍ତି । କିନ୍ତୁ ବିକାଶ ପୁଲିସ ନିକଟରେ ଆତ୍ମସର୍ମପଣ କରିଥିବା ବେଳେ ସେ କାହିଁକି ଖସି ପଳାଇବାକୁ ଚାହିଁବ
Read More...

ଏସିଆର ସର୍ବବୃହତ ସୋଲାର ପ୍ଲାଂଟ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଭିଡିଓକନଫରେନ୍ସିଂ ଜରିଆରେ ମଧ୍ୟପ୍ରଦେଶର ରେୱା ଠାରେ ୭୫୦ ମେଗାୱାଟ ସୌରଶକ୍ତି ପ୍ରକଳ୍ପକୁ ଜାତି ଉଦେଶ୍ୟରେ ସମର୍ପଣ କରିଛନ୍ତି । ଏହି ପ୍ରକଳ୍ପରେ ୪୦୦ କୋଟି ଟଙ୍କା ବ୍ୟୟ ହୋଇଥିଲା । ୧,୫୦୦ ହେକ୍ଟର ଜମିରେ ୩ ୟୁନିଟ ପାଇଁ ୨୫୦ ମୋଗାୱାଟ
Read More...

ତୈଳ ଦରରେ ପୁଣି ପରିବର୍ତନ

ନୂଆଦିଲ୍ଲୀ- ସାତ ଦିନ ବ୍ୟବଧାନ ପରେ ପୁଣି ବଢିଛି ତୈଳ ଦର । ବର୍ଦ୍ଧିତ ନୂଆ ଦର ହିସାବରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୦.୪୩ ଟଙ୍କାଥିବା ବେଳେ ଡିଜୋଲ ଲିଟର ପିଛା ୮୦.୭୮ ଟଙ୍କା ରହିଛି । ଜୁନ ୭ରୁ କ୍ରମାଗତ ଭାବେ ତେଲ ଦର ବୃଦ୍ଧି ପାଇବାରେ ଲାଗିଛି । ଡିଜେଲ ଦର ଜୁନ ୨୯ ତାରିଖରୁ
Read More...

ମୋବାଇଲ୍ ଆସେସୋରିଜର ଦାମ୍ ବଢିଲା

ନୂଆଦିଲ୍ଳୀ: ଚୀନ ସାମଗ୍ରୀ ବ୍ୟାନ୍ ପରେ ମୋବାଇଲ୍ ଆସେସୋରିଜର ଦାମ୍ ବଢିଯାଇଛି । ଚାର୍ଜର,ସ୍କିନ୍,ଗାର୍ଡ,କଭର,କେବୁଲର ୭୦ରୁ୮୦ ପ୍ରତିଶତ ଆମଦାନୀ ଚୀନରୁ ହେଉଥିଲା । ଏବେ ଏହାର ଦାମରେ ୨୦ରୁ ୨୫ ପ୍ରତିଶତ ବୃଦ୍ଧି ହୋଇଛି । ପ୍ରଡକ୍ଟ ବଜାରରେ ମିଳୁନି ଯଦି ମିଳୁଛି ଅଧିକା ଦାମରେ ମିଳୁଛି ।
Read More...

ଭାରତରେ କରୋନା ସ୍ଥିତି ଅଣାୟତ

ନୂଆଦିଲ୍ଲୀ- ଦେଶରେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ । ଗତ ୨୪ ଘଂଟାରେ ନୂଆ ୨୬,୫୦୨ କରୋନା ଆକ୍ରାନ୍ତ ଚିହ୍ନଟ ହେବା ସହ ୪୭୫ ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୨୧,୬୦୪ରେ ପଂହଚିଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଭାରତରେ କରୋନା ସକ୍ରଂମିତଙ୍କ
Read More...

ଚୀନ ପ୍ରତି କଠୋର ହେଉଛି ଭାରତ

ନୂଆଦିଲ୍ଲୀ : ଲାଦାଖର ଗଲୱାନରେ ଚୀନ ଯବାନଙ୍କ ଅତର୍କିତ ଆକ୍ରମଣରେ ୨୦ଜଣ ଭାରତୀୟ ଜବାନ ସହୀଦ ହେବା ପରେ ଚୀନପ୍ରତି ଭାରତ କଠୋର ଆଭିମୁଖ୍ୟ ଗ୍ରହଣ କରୁଛି । ଚୀନ ସାମଗ୍ରୀ ଆମଦାନୀ ହ୍ରାସ କରିବାଲାଗି ଏକ ପ୍ରକାର ଆଭିମୁଖ୍ୟ ଗ୍ରହଣ କରିଛି । ଚୀନରୁ କେଉଁ ଉପାୟରେ ଓ କେଉଁ କେଉଁ କ୍ଷେତ୍ରରେ
Read More...

୬ଟି ବ୍ରିଜ୍ ର ଉଦ୍ଘାଟନ କଲେ ପ୍ରତିରକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ- ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ଜମ୍ମୁ-କାଶ୍ମୀରର ୬ଟି ବ୍ରିଜର ଉଦଘାଟନ କରିଛନ୍ତି । ଭିଡିଓ କନଫରେନସିଂ ଜରିଆରେ ଏହି ବ୍ରିଜର ଉଦଘାଟନ କରିଛନ୍ତି ରାଜନାଥ ସିଂହ । ବିଆରଓ ଦ୍ୱାରା ତିଆରି ହୋଇଛି ଏହି ବ୍ରିଜ୍ । ଜମ୍ମୁ କଶ୍ମୀରରେ ତିଆରି ହୋଇଥିବା ଏହି ୬ଟି
Read More...

ମିଜୋରାମରେ ଭୂ-କମ୍ପ ଝଟକା

ନୂଆଦିଲ୍ଲୀ- ଦେଶର ଉତର-ପୂର୍ବ ରାଜ୍ୟ ମିଜୋରାମରେ ଭୂ-କମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତ୍ରିବତା ୪.୩ ରହିଥିଲା ବୋଲି ଏନସିଏସ କହିଛନ୍ତି । ଏଯାବତ୍ ଭୂମିକମ୍ପ ଜନିତ କୌଣସି କ୍ଷତି ହୋଇନାହିଁ ବୋଲି ସୂଚନା ମିଳିଛି ।
Read More...