Browsing Category

ଦେଶ

ଅତ୍ୟାବଶ୍ୟକ ସମାଗ୍ରୀରୁ ହଟିଲା ଫେସ୍ ମାସ୍କ ଓ ହ୍ୟାଣ୍ଡ ସାନିଟାଇଜର

ନୂଆଦିଲ୍ଲୀ- ଅତ୍ୟାବଶ୍ୟକ ସାମଗ୍ରୀରୁ ବାଦ ହେଲା ଫେସ୍ ମାସ୍କ ଓ ସାନିଟାଇଜର । ଖାଦ୍ୟ ଏବଂ ଖାଉଟି ବ୍ୟାପାର ମନ୍ତ୍ରାଳୟ ଏହି ନିଷ୍ପତି ନେଇଛି । ମନ୍ତ୍ରଳାୟ ପକ୍ଷରୁ କୁହାଯାଇଛି ଯେ, ଫେସ ମାସ୍କ ଏବଂ ହ୍ୟାଣ୍ଡ ସାନିଟାଇଜର ଉପଲବ୍ଧାତା କିମ୍ବା ସୁଲଭତା ସମ୍ପର୍କରେ ରାଜ୍ୟରୁ କୌଣସି ଅଭିଯୋଗ
Read More...

ଆମେରିକା ସେନା ଭାରତୀୟଙ୍କ ସହିତ

ନୂଆଦିଲ୍ଲୀ: ଭାରତ ଓ ଚୀନ୍ ମଧ୍ୟରେ ସୀମା ବିବାଦକୁ ନେଇ ହୋଇଥିବା ତୁମୁଳକାଣ୍ଡର ଅନ୍ତ ହୋଇଛି । ଦୁଇ ଦେଶ ମଧ୍ୟରେ ସଂପର୍କ ଭଲ ହେବାକୁ ଲାଗିଛି । ଏସବୁ ମଧ୍ୟରେ ଆମେରିକା ପଟରୁ ଆସିଛି ଏକ ବନ୍ଧୁତ୍ୱପୂର୍ଣ୍ଣ ବାର୍ତା । ଭାରତ ଓ ଚୀନ୍ ର ବିବାଦ ଯଦି ବଢିଥାନ୍ତା ଆମେ ଭାରତୀୟ ସେନାଙ୍କ ସହ
Read More...

ସେନାରେ ନିୟୋଜିତ ସମସ୍ତ ମହିଳା ଅଫିସରଙ୍କୁ ପରମାନେଂଟ କମିସନ୍

ନୂଆଦିଲ୍ଲୀ- ଭାରତୀୟ ସେନାବାହିନୀରେ ନିୟୋଜିତ ସମସ୍ତ ମହିଳା ଅଫିସରଙ୍କୁ ଅବସର ଗ୍ରହଣ ବୟସ ପର୍ଯ୍ୟନ୍ତ ଚାକିରିରେ ରଖିବା ପାଇଁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଆଉ ମାସେ ସମୟ ଦେଇଛନ୍ତି । ସେନାବାହିନୀରେ ମହିଳା ଅଫିସରଙ୍କୁ ତିନି ମାସ ମଧ୍ୟରେ ପରମାନେଂଟ କମିସନ ଦେବା ପାଇଁ
Read More...

ଜାମ୍ମୁ – କଶ୍ମୀର ପୁଲୱାମାରେ ଏନକାଉଂଟର

ନୂଆଦିଲ୍ଲୀ- ଜାମ୍ମୁ-କାଶ୍ମୀର ପୁଲୱମା ଜିଲ୍ଲା ଅନ୍ତର୍ଗତ ଗୁସୋ ଗାଁରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଂଟର ହୋଇଛି । ଏନକାଉଂଟରରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଅନ୍ୟଜଣେ ଯବାନ ଓ ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଛି
Read More...

ଭାରତରେ କରୋନା ସ୍ଥିତି ଉଦବେଗ ଜନକ

ନୂଆଦିଲ୍ଲୀ- ଦେଶରେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ । ଗତ ୨୪ ଘଂଟାରେ ୨୨, ୨୫୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ସଂକ୍ରମିତଙ୍କ ମଧ୍ୟରୁ ୪୩୯୯୪୭ ସୁସ୍ଥ ହୋଇଥିବା ବେଳେ ୨୦୧୬୦ ଜଣଙ୍କ ମୃତ୍ୟୁ
Read More...

ନିର୍ଦେଶକ ରାମ ଗୋପାଳ ବର୍ମାଙ୍କ ନାଁରେ ଥାନାରେ ମାମଲା

ମୁମ୍ବାଇ- ବଲିଉଡର ଜଣାଶୁଣା ଫିଲ୍ମ ନିର୍ଦେଶକ ରାମ ଗୋପାଳ ବର୍ମା ଏବେ ଚର୍ଚ୍ଚାରେ ଆସିଛନ୍ତି । ସେ ତାଙ୍କ ଆଗାମୀ ପିଲ୍ମ ମର୍ଡର ପାଇଁ ବିବାଦ ଘେରରେ ଫସିଛନ୍ତି । କୁହାଯାଇଛି ସେ ଏହି ଫିଲ୍ମ ଯାହା ଉପରେ ତିଆରି କରିଛନ୍ତି , ତାଙ୍କ ପରିବାର ଲୋକେ ଫିଲ୍ମ ବିରୋଧରେ ଅଭିଯୋଗ ଆଣିଛନ୍ତି ।
Read More...

ସୈାର ଶକ୍ତିରେ ଚାଲିବ ଟ୍ରେନ୍

ନୂଆଦିଲ୍ଲୀ: ଇଣ୍ଡିଆନ୍ ରେଲୱୋର ଟ୍ରାକରେ ଏବେ ସୋଲାର ପାୱାରରେ ଚାଳିବ ଟ୍ରେନ୍ । ଭାରତୀୟ ରେଲୱେ ଏଥିପାଇଁ ପ୍ରସ୍ତୁତି ଶେଷ କରିନେଇଛି । ରେଲୱେ ପକ୍ଷରୁ କୁହାଯାଇଛି ଯେ , ବିଶ୍ୱ ଇତିହାସରେ ଏହା ପ୍ରଥମ ଥର , ଯେବେ ସୈାରଶକ୍ତିର ବ୍ୟବହାର ଟ୍ରେନ୍ ଚଳାଚଳା ପାଇଁ କରାଯିବ । ଏହି ପାୱର
Read More...

୪୦ ୱେବସାଇଟ୍ ବ୍ୟାନ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାର ୪୦ଟି ୱେବସାଇଟ୍ ବ୍ୟାନ୍ କରିଛନ୍ତି । ଏହି ସମସ୍ତ ୱେବସାଇଟ୍ ଖଲିସ୍ତାନ ସପକ୍ଷବାଦୀ ସଂଗଠନ ଶିଖର ଫର ଜଷ୍ଟିସ୍ ସହ ଜଡିତ ଓ ରାଷ୍ଟ ବିରୋଧି କାର୍ଯ୍ୟରେ ଜଡିତ ଥିଲା । ବେଆଇନ୍ କାର୍ଯ୍ୟକଳାପ ନିବାରଣ ଆଇନ୍ ୧୯୬୭ ଅନୁସାରେ ଏହାକୁ ବେଆଇନ୍ ଘୋଷଣା କରିଛି ।
Read More...

ଅମରନାଥ ଯାତ୍ରା ୨୧ରୁ ଆରମ୍ଭ

ନୂଆଦିଲ୍ଲୀ- ଆସନ୍ତା ୨୧ ତାରିଖ ଠାରୁ ଅମରନାଥ ଶୈବପୀଠ ଖୋଲାଯିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତାବିତ ହୋଇଛି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଜମ୍ମୁ-କାଶ୍ମୀର ପ୍ରଶାସନ ସମସ୍ତ ଭକ୍ତଙ୍କର ପ୍ରଥମେ କରୋନା ପରୀକ୍ଷା କରିବେ । ଶ୍ରାଦ୍ଧାଳୁଙ୍କ ରିପୋର୍ଟ ଯେ ପର୍ଯ୍ୟନ୍ତ ନେଗେଟିଭ ଆସିନି
Read More...

ପଛକୁ ହଟିଲା ଚୀନ

ନୂଆଦିଲ୍ଲୀ- ପୂର୍ବ ଲଦାଖରେ ଭାରତ ଠାରୁ କଡା ଜବାବ ପାଇବା ପରେ ପଛକୁ ହଟିଛି ଚୀନ । ଲଦାଖ ଗଲୱାନ ଘାଟିରୁ ଚୀନ ସେନା ୨ କିମି ପଛକୁ ହଟିଛି । ଭାରତ ମଧ୍ୟ ତାର ସେନାକୁ ପଛକୁ ହଟାଇଥିବା ସୂଚନା ମିଳିଛି । ଗଲୱାନ ଘାଟିରେ ଅସ୍ଥାୟୀ କ୍ୟାମ୍ପ କରିବା ପରେ ଉଭୟ ଦେଶ ମୁହାଁ ମୁହିଁ ହୋଇଥିଲେ ।
Read More...