ଦେଶରେ ୭ ଲକ୍ଷ ୬୭ ହଜାର ପାରକଲା କରୋନା ଆକ୍ରାନ୍ତ ସଂଖ୍ୟା ।
ନୂଆଦିଲ୍ଲୀ- ସମଗ୍ର ଦେଶରେ କରୋନା ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ଗତ ୨୪ଘଂଟାରେ ୨୪, ୮୭୯ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୪୭୬୩୭୭ ସୁସ୍ଥ ହୋଇଥିବା ବେଳ ୨୬୯୭୮୯!-->…
Read More...
Read More...