Browsing Category

ଦେଶ

ଡାକ୍ତରଙ୍କ ସେବାଙ୍କୁ ରାଷ୍ଟ୍ର ପ୍ରଣାମ

ନୂଆଦିଲ୍ଲୀ- ରାଷ୍ଟ୍ରପତି ରାମନାଥ କୋବିନ୍ଦ ଡକ୍ଟରସ ଡେରେ ସମସ୍ତ ଡାକ୍ତର ମାନଙ୍କୁ ଶୁଭେଛା ଜଣାଇବା ସହ ସେମାନଙ୍କ ସେବା ଓ ବଳିଦାନକୁ ରାଷ୍ଟ୍ର ପ୍ରଣାମ କରିଛନ୍ତି । କରୋନା ମହାମାରୀ ସମୟରେ ନିଜ ଜୀବନକୁ ବଳିଦାନ ଦେଇ ଆଗ ଧାଡିର ଯୋଦ୍ଧା ସାଜିଛନ୍ତି । ଦେଶର ନାଗରିକ ମାନେ ଏପରି ସମୟରେ
Read More...

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୮୫୪୯୩କୁ ବୃଦ୍ଧି

ନୂଆଦିଲ୍ଲୀ- ଲକଡାଉନ ସତ୍ୱେ ଦେଶରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ୧୮,୬୫୩ ନୂଆ ମାମଲା ଚିହ୍ନଟ ହୋଇଛି । ସମଗ୍ର ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୮୫୪୯୩ରେ ପଂହଚି ଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଳାୟ ସୂଚନା ଦେଇଛନ୍ତି
Read More...

ଆଜିଠାରୁ ମୁମ୍ବାଇ ଗଡିଲା ୩୫୦ ଲୋକାଲ ଟ୍ରେନ

ନୂଆଦିଲ୍ଲୀ- ଆଜିଠାରୁ ମୁମ୍ବାଇ ସହରତଳି ସେବା ପାଇଁ କେନ୍ଦ୍ରୀୟ ଓ ପଶ୍ଚିମ ରେଳବାଇ ଜୋନରେ ୩୫୦ ଲୋକାଲ ଟ୍ରେନ ଚଳାଚଳ କରିବ । ଅତ୍ୟାବଶ୍ୟକ ସେବା ସଂସ୍ଥା କର୍ମଚାରୀ ଏହି ଟ୍ରେନରେ ଯାତାୟତ କରିପାରିବେ ବୋଲି ମହାରାଷ୍ଟ୍ର ସରକାର ନିର୍ଦେଶ ଦେଇଛନ୍ତି । ଯେଉଁ କର୍ମଚାରୀ ମାନେ ଟ୍ରେନ
Read More...

ଦୁଇ ଯବାନ ସହିଦ

ଶ୍ରୀନଗର: ଜମ୍ମୁ କାଶ୍ମୀରର ସୋପାରରେ ସେଂଟ୍ରାଲ ରିଜର୍ଭ ପୁଲିସ ଫୋର୍ସ କନଭେନ ପେଟ୍ରୋଲିଂ କରୁଥିବା ସମୟରେ ଆତଙ୍କବାଦ ଆକ୍ରମଣ ହୋଇଛି । ଆକ୍ରମଣରେ ସିଆରପିଏଫ ୧୭୯ ବାଟାଲିୟନ ଦୁଇ ଯବାନ ନିହତ ହୋଇଥିବା ବେଳେ ଜଣେ ସାଧାରଣ ଲୋକର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୁରକ୍ଷା ବାହିନୀ
Read More...

ଉପରାଷ୍ଟ୍ରପତିଙ୍କ ଜନ୍ମଦିନରେ ଶୁଭେଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ- ଉପରାଷ୍ଟ୍ରପତି ଏମ ଭେଙ୍କୟାନାୟୁଡଙ୍କ ୭୧ ତମ ଜନ୍ମ ବାର୍ଷିକରେ ଶୁଭେଛାର ବାର୍ତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ । ସୁସ୍ଥ ଜୀବନ କାମନା କରିବା ସହିତ ବା ସହିତ ସେ ରାଜନୀତିରେ ପ୍ରବିଣ ଓ ବହୁତ ବୁଦ୍ଧିମାନ ବୋଲି ଟୁଇଟ କରି ଜଣାଇଛନ୍ତି ।
Read More...

୨୦୨୧ମସିହା ପର୍ଯ୍ୟନ୍ତ ଗରିବ ମାନଙ୍କ ପାଇଁ ମାଗଣା ରାସନ ସାମଗ୍ରୀ : ମମତା ବନାର୍ଜୀ

ପଶ୍ଚିମବଙ୍ଗ-ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୨୦୧୧ ଜୁନ ପର୍ଯ୍ୟନ୍ତ ସମସ୍ତ ଗରିବ ମାନଙ୍କୁ ମାଗଣା ରାସନ ସାମଗ୍ରୀ ଯୋଗାଇବାକୁ ନିଷ୍ପତି ନେଇଛନ୍ତି । ଏହା ଦ୍ୱାରା ୧୦ କୋଟି ଲୋକ ଉପକୃତ ହେବେ । ଜୁଲାଇ୧ରୁ ଘରୋଇ ବସ ଚଳାଚଳ କରିବା ପାଇଁ ସୁପାରିଶ କରିଛନ୍ତି ।ଯଦି ବସ ନଗଡେ
Read More...

କରୋନା ଔଷଧ ତିଆରି ଅଭିଯୋଗକୁ ପତଞ୍ଜଳିର ଖଣ୍ଡନ

ଉତରାଖଣ୍ଡ : କରୋନିଲ କୁ ନେଇ କଥା ଲୁଚାଉଛି ପତଞ୍ଜଳି ।ପତଞ୍ଜଳି କରୋନା ଔଷଧ ତିଆରି କରିବାକୁ ନେଇ ଗତ କିଛି ଦିନ ଚର୍ଚ୍ଚା ଜାରି ରହିଥିବାବେଳେ ଏହା ଉପରେ ଏକାଧିକ ରାଜ୍ୟ କଟକଣା ଲଗେଇଥିଲେ । ତେଣୁ ଏନେଇ ଉତରାଖଣ୍ଡ ଡ଼୍ରଗ ଡ଼ିପାର୍ଟମେଂଟ ପକ୍ଷରୁ ସ୍ପଷ୍ଟିକରଣ ଦାବି କରାଯାଇଥିଲା ।
Read More...

କରୋନା ସଂକ୍ରମିତ ହେଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ କେ ପି ଅନବଲଗନ

ଚେନ୍ନାଇ : ତାମିଲ ନାଡ଼ୁ ଉଚ୍ଚ ଶିକ୍ଷା ମନ୍ତ୍ରୀ କେ ପି ଅନବଲଗନ କୋଭିଡ଼ ଆକ୍ରାନ୍ତ ହୋଇଛନ୍ତି । ରିପୋର୍ଟ ପଜିଟିଭ ବାହାରିଥିବା ନେଇ ଏକ ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି । ପ୍ରଥମେ ତାଙ୍କ ଠାରେ କୈାଣସି ଲକ୍ଷଣ ଦେଖା ଯାଇନଥିବା ବେଳେ ସିଟି ସ୍କାନ ରିପୋର୍ଟ ମଧ୍ୟ ସ୍ୱଭାବିକ ଥିଲା ।
Read More...

ଚୀନର ଅପରେସନ୍ ତିନ୍

ନୂଆଦିଲ୍ଳୀ: ଭାରତ ସହ ଶତୃତା କରି ପାକିସ୍ଥାନରେ ଲୁଚି ବସିଥିବା ତିନି କୁକ୍ଷାତ ଆତଙ୍କବାଦୀ ମୈାଲନା ମସୁଦ୍ ଅଜହର,ସୈୟଦ ସଲାଉଦ୍ଧୀନ୍, ହାପିଜ ସଈଦ୍ ଏବେ ଚୀନ୍ ସରକାରଙ୍କ ସୁରକ୍ଷାରେ । ସାରା ବିଶ୍ୱ ତିନି ଆତଙ୍କିଙ୍କୁ ଧରିବାକୁ ଚାହୁଁଥିବାବେଳେ ଚୀନ୍ ପାଲଟିଛି ଆତଙ୍କିଙ୍କ ରକ୍ଷା କବଚ ।
Read More...

ଆଥ୍ଲେଟ୍ ପରିବା ବିକାଳି

ରାଂଚି : ଝାରଖଣ୍ଡ ଅନ୍ତର୍ଗତ ରାମଗଡ଼ ଜିଲ୍ଲା ରାଜ ରାସ୍ତାରେ ପରିବା ବିକୁଛନ୍ତି ପ୍ରମୁଖ କ୍ରୀଡ଼ାବିତ୍ ଗୀତା କୁମାରୀ । ଆର୍ଥିକ ଅନାଟନ କାରଣରୁ ଗୀତା ବର୍ତମାନ ପରିବା ବିକ୍ରି କରୁଥିବା ଟ୍ୱିଟରରୁ ସୂଚନା ପାଇବା ପରେ ତୁରନ୍ତ ସହାୟତା ପାଇଁ ମୁଖ୍ୟ ମନ୍ତ୍ରୀ ରାମଗଡ଼ ଜିଲ୍ଲା
Read More...